ETV Bharat / city

ବାଲୁକାକଳାରେ ‘ଆଇ ଲଭ ମାଇଁ ଇଣ୍ଡିଆ’ ଲେଖି ପ୍ରେମ ଦିବସର ଶୁଭେଚ୍ଛା - ବାଲୁକା କଳାରେ ପ୍ରେମ ଦିବସ ଶୁଭେଚ୍ଛା

ବାଲୁକାକଳାରେ ‘ଆଇ ଲଭ ମାଇଁ ଇଣ୍ଡିଆ’ ଲେଖି ପ୍ରେମ ଦିବସର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ...

ବାଲୁକା କଳାରେ ଆଇ ଲଭ ମାଇଁ ଇଣ୍ଡିଆ ଲେଖି ପ୍ରେମ ଦିବସର ଶୁଭେଚ୍ଛା

author img

By

Published : Feb 13, 2021, 10:21 PM IST

ଭୁବନେଶ୍ବର: ରାତି ପାହିଲେ ଭାଲେଣ୍ଟାଇନ୍ ଡେ’ । ପ୍ରେମର ଏହି ମଧୁର ପର୍ବକୁ ପାଳନ କରିବେ ପ୍ରେମୀଯୁଗଳ ।

ଇତିମଧ୍ୟରେ ଦେଶ ପ୍ରତି ଥିବା ପ୍ରେମକୁ ବାଲୁକା କଳା ମାଧ୍ୟମରେ ପ୍ରଦର୍ଶନ କରିଛନ୍ତି ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସେ ପୁରୀ ବେଳାଭୂମିରେ ଏକ ଆକର୍ଷଣୀୟ ବାଲୁକା କଳାରେ ‘ଆଇ ଲଭ ମାଇଁ ଇଣ୍ଡିଆ’ ଲେଖି ପ୍ରେମ ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.