ETV Bharat / city

କୋରୋନାକୁ ବାତ୍ୟା ସହ ତୁଳନା କଲେ ବାଗଚୀ

author img

By

Published : May 8, 2020, 6:58 PM IST

ଦେଶରେ ବର୍ତ୍ତମାନ ସୁଦ୍ଧା କୋରୋନା ତାର ଲ୍ୟାଣ୍ଡଫଲ କରିନାହିଁ । ଜୁନ୍‌ କିମ୍ବା ଜୁଲାଇ ମାସରେ ଏହା ଲ୍ୟାଣ୍ଡଫଲ କରିପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରୁଥିବା କହିଛନ୍ତି ଆଇଇସି ମୁଖପାତ୍ର ସୁବ୍ରତ ବାଗଚୀ । ଅଧିକ ପଢନ୍ତୁ...

Subrat Bagchi
କୋରୋନାକୁ ବାତ୍ୟା ସହ ତୁଳନା କଲେ ବାଗଚୀ

ଭୁବନେଶ୍ବର: ଦେଶରେ ବର୍ତ୍ତମାନ ସୁଦ୍ଧା କୋରୋନା ତାର ଲ୍ୟାଣ୍ଡଫଲ କରିନାହିଁ । ଜୁନ୍‌ କିମ୍ବା ଜୁଲାଇ ମାସରେ ଏହା ଲ୍ୟାଣ୍ଡଫଲ କରିପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରୁଥିବା କହିଛନ୍ତି ଆଇଇସି ମୁଖପାତ୍ର ସୁବ୍ରତ ବାଗଚୀ ।

କୋରୋନାକୁ ବାତ୍ୟା ସହ ତୁଳନା କଲେ ବାଗଚୀ

କୋରୋନାକୁ ବାତ୍ୟା ସହ ତୁଳନା କରି ସେ ଏହା କହିଛନ୍ତି । ବାତ୍ୟା ସହିତ ଆମେ ଜଡିତ ତେଣୁ ବାତ୍ୟାରେ ଯେପରି ଲ୍ୟାଣ୍ଡଫଲ ହୁଏ, କୋରୋନାର ସେହି ଲ୍ୟାଣ୍ଡଫଲ ହୋଇନାହିଁ । ଏହା ଜୁନ କିମ୍ବା ଜୁଲାଇ ମାସରେ ହେବ ବୋଲି କୁହାଯାଇପାରେ ବୋଲି ସେ ଦର୍ଶାଇଛନ୍ତି । ତେଣୁ ଆମକୁ ଆଗଦିନର କଥା ଭାବି ସବୁ ରଣନୀତି ପ୍ରସ୍ତୁତ କରିବାକୁ ପଡିବ । ସମୟକୁ ଦେଖି ରଣନୀତିକୁ ମଧ୍ୟ ପରିବର୍ତନ କରିବାକୁ ପଡିପାରେ ବୋଲି ସେ ଜଣାଇଛନ୍ତି ।

ଏହାସହ ଆମର ଘୋର କଷ୍ଟର ଦିନ ଆସିନାହିଁ । ଏହାକୁ ଆମକୁ ମନେ ରଖିବାକୁ ପଡିବ ବୋଲି ସେ ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.