ETV Bharat / city

Student Missing: ମାମୁଁଙ୍କ ନାଁ ସଫେଇ ଦେଇ ହଷ୍ଟେଲରୁ ଛାତ୍ରୀ ନିଖୋଜ !

author img

By

Published : Jul 4, 2022, 5:27 PM IST

Updated : Jul 4, 2022, 7:28 PM IST

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ ନିଖୋଜ। ମାମୁଁ ନାଁରେ ସଫେଇ ଦେଇ ହଷ୍ଟେଲରୁ ଛାତ୍ରୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Student Missing: ମାମୁଁ ନାଁ ସଫେଇ ଦେଇ ହଷ୍ଟେଲରୁ ଛାତ୍ରୀ ନିଖୋଜ

ଭୁବନେଶ୍ବର : ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ ନିଖୋଜ । ମାମୁଁଙ୍କ ନାଁ ସଫେଇ ଦେଇ ହଷ୍ଟେଲରୁ ଛାତ୍ରୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର 11ଟା ସମୟରେ ହଷ୍ଟେଲରୁ ଛାତ୍ରୀ କଲେଜ ବାହାରିଥିଲେ ।

Student Missing: ମାମୁଁଙ୍କ ନାଁ ସଫେଇ ଦେଇ ହଷ୍ଟେଲରୁ ଛାତ୍ରୀ ନିଖୋଜ !

କିନ୍ତୁ ଆଉ ହଷ୍ଟେଲକୁ ଫେରି ନ ଥିଲେ। ହଷ୍ଟେଲ କର୍ତ୍ତୃପକ୍ଷ ଏ ବାବଦରେ ଜାଣିବା ପରେ ଝିଅର ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଯୁକ୍ତ 3 ରେ ଉତ୍କଳ ସଙ୍ଗୀତ ମହାବିଦ୍ୟାକାୟରେ ପାଠପଢୁଥିବା ସମ୍ପକ୍ତ ଛାତ୍ରୀ ଶୁକ୍ରବାର ଠାରୁ ନିଖୋଜ ଅଛନ୍ତି । ସେପଟେ,ଏ ଘଟଣାରେ ଛାତ୍ରୀଙ୍କ ବାପା ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ଦାୟୀ କରିଛନ୍ତି ।

ଅନ୍ୟପଟେ ହଷ୍ଟେଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ଗତ କିଛି ଦିନ ତଳେ ଛାତ୍ରୀଙ୍କ ଦେହ ଖରାପ ଥିଲା। ନିଖୋଜ ଦିନ କଲେଜ ଯାଇଥିଲା କିନ୍ତୁ ଆଉ ହଷ୍ଟେଲ ଆସିନଥିଲା। ରେଜିଷ୍ଟ୍ରରରେ କିନ୍ତୁ ଅଲଗା ଲେଖାଥିଲା। ଲେଖାଥିଲା ଏମିତି କି" ମୁଁ ମୋର ଭାଣଜୀକୁ ତାର ଦେହ ଅସୁସ୍ଥ ନିମନ୍ତେ ତାର ଘରକୁ ନେଉଛି"। ଯାହା ଛାତ୍ରୀ ଜଣଙ୍କ ନିଜେ ମାମୁଁଙ୍କ ନକଲି ଦସ୍ତଖତ କରି ଥିବା କର୍ତ୍ତୃପକ୍ଷ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 4, 2022, 7:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.