ETV Bharat / city

14 ଦିନିଆ ଲକଡାଉନରେ ରାଜଧାନୀରେ ଘନ ଘନ ଚେକିଂ - ରାଜଧାନୀରେ ଚେକିଂ

14 ଦିନିଆ ଲକଡାଉନ ଘୋଷଣା ପରେ ରାଜଧାନୀରେ ଚେକିଂକୁ ଜୋରଦାର କରାଯାଇଛି। ଡିସିପି ସିକ୍ୟୁରିଟିଙ୍କ ନେତୃତ୍ବରେ ରାଜଧାନୀର 45 ଟି ସ୍ଥାନରେ ଚେକ୍ ପଏଣ୍ଟ ଲାଗିଛି। ଅଧିକ ଖବର ପଢନ୍ତୁ...

14 ଦିନିଆ ଲକଡାଉନରେ ରାଜଧାନୀରେ ଘନ ଘନ ଚେକିଂ
14 ଦିନିଆ ଲକଡାଉନରେ ରାଜଧାନୀରେ ଘନ ଘନ ଚେକିଂ
author img

By

Published : Jul 18, 2020, 12:55 PM IST

ଭୁବନେଶ୍ବର: 14 ଦିନିଆ ଲକଡାଉନ ଘୋଷଣା ପରେ ରାଜଧାନୀରେ ଚେକିଂକୁ ଜୋରଦାର କରାଯାଇଛି। ଡିସିପି ସିକ୍ୟୁରିଟିଙ୍କ ନେତୃତ୍ବରେ ରାଜଧାନୀର 45 ଟି ସ୍ଥାନରେ ଚେକ୍ ପଏଣ୍ଟ ଲାଗିଛି। ସହରକୁ ଏଣ୍ଟ୍ରି ଏବଂ ଏକଜିଟରେ କାହାରିକୁ ଛଡାଯାଉନାହିଁ। କେବଳ ଯେଉଁମାନେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବା କାର୍ଯ୍ୟରେ ନିୟୋଜିତ ଅଛନ୍ତି, ସେମାନଙ୍କୁ ଛଡାଯାଉଛି ।

14 ଦିନିଆ ଲକଡାଉନରେ ରାଜଧାନୀରେ ଘନ ଘନ ଚେକିଂ

ବାହାଘର ଏବଂ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ମଧ୍ୟ ସ୍ବତନ୍ତ୍ର ପାସ ଜରିଆରେ ଅନୁମତି ରହିଛି । ତେବେ ସରକାରୀ ଏବଂ ଗଣମାଧ୍ୟମ ସହ ଆଇଟି କର୍ମଚାରୀଙ୍କର ଆଇକାର୍ଡ଼ ସହ ଅଫିସ ଲେଟର ଦେଖାଇବାକୁ ପଡୁଛି । ଏୟାରପୋର୍ଟ, ରେଳ ଷ୍ଟେସନ, ବସଷ୍ଟାଣ୍ଡକୁ ଟିକେଟ ଦେଖାଇ ଯାଉଛନ୍ତି ଯାତ୍ରୀ।

ସକାଳୁ ପ୍ରାୟ କଟକଣାକୁ ଅମାନ୍ୟ କରି 200 ଗାଡି ସିଜ୍ ସହ ଫାଇନ କଟାଯାଇଛି । ଏନେଇ ଡିସିପି ସିକ୍ୟୁରିଟି ନିର୍ମଳ ଶତପଥୀଙ୍କ ସହ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ସମ୍ବାଦଦାତା, ତାପସ ପରିଡ଼ା...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.