ETV Bharat / city

ପରିବା ବ୍ୟାଗରେ ଚାଲିଥିଲା ବାଘଛାଲ ଡିଲ; ପଣ୍ଡ କଲା ଏସଟିଏଫ

author img

By

Published : Apr 29, 2021, 12:38 PM IST

ପରିବା ବ୍ୟାଗରେ ଚାଲିଥିଲା ବାଘ ଛାଲ ଡିଲ । ପଣ୍ଡ କଲା ଏସଟିଏଫ । ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏସଟିଏଫ । ଅଧିକ ପଢନ୍ତୁ...

ବାଘ ଛାଲ ଜବତ
ବାଘ ଛାଲ ଜବତ

ଭୁବନେଶ୍ବର: ପରିବା ବ୍ୟାଗରେ ଚାଲିଥିଲା ବାଘ ଛାଲ ଡିଲ । ପଣ୍ଡ କଲା ଏସଟିଏଫ । ଖସିଗଲା ବଡ ବେପାରୀ ଫସିଗଲା ଛୋଟ ବେପାରୀ । ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ସ୍ବତନ୍ତ୍ର ପୋଲିସ ।

ପଣ୍ଡ କଲା ଏସଟିଏଫ
ପଣ୍ଡ କଲା ଏସଟିଏଫ

ବ୍ୟାଗ ଭିତରେ ବାଘଛାଲ ଓ ଉପରେ ପରିବା ଭର୍ତ୍ତି କରି ବୌଦ୍ଧ ଜିଲ୍ଲା ବନ୍ଧନଝୁଲିରେ ଚାଲିଥିଲା ଡିଲ । ଏପରି କାରବାର ନେଇ ପୋଲିସ ପୂର୍ବରୁ ସୁଗାର ପାଇଥିଲା । କାରବାର ପଣ୍ଡ କରିବାକୁ ଯୋଜନା ଆରମ୍ଭ କରିଥିଲା ସ୍ବତନ୍ତ୍ର ଟାସ୍କ ଫୋର୍ସ । ଡିଲ ପୂର୍ବରୁ ବଜାରରେ ଜଗିଥିଲା ପୋଲିସ ।

ପରିବା ବଜାରରେ ବାଘ ଛାଲ ଡିଲ ନେଇ ମୁଲଚାଲ ଆରମ୍ଭ ହୋଇଥିଲା । ଏହି ସମୟରେ ଏସଟିଏଫ ଦଳକୁ ଦେଖି ଜଣେ ବେପାରୀ ଖସି ଯାଇଥିବା ବେଳେ ଜଣଙ୍କୁ ଗିରଫ କରିଥି ଏସଟିଏଫ । ଗିରଫ ଜଣଙ୍କ ହେଲା ବୌଦ୍ଧର ମହେନ୍ଦ୍ର ଭାଇନା । ଅଭିଯୁକ୍ତକୁ କୋର୍ଚ ଚାଲାଣ କରିବା ସହିତ ବାଘ ଛାଲ ଜବତ କରିଛି ଏସଟିଏଫ ।

ବର୍ଷ କରେ 16ଟି ମାମଲାରେ 26ଜଣଙ୍କ ଗିରଫ କରାଯାଇଛି । ଏହା ସହିତ 14ଟି ବାଘ ଛାଲ ସମେତ 9ଟି ହାତୀ ଦାନ୍ତ,ଦୁଇଟି ହରିଣ ଛାଲ ଓ 3ଟି ପୋଙ୍ଗୋଲିନ ଛାଲ ଜବତ କରଛି ଏସଟିଏଫ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.