ETV Bharat / city

ହାଇୱେରେ ବ୍ରାଉନସୁଗାର ଡିଲ; ୨ ଡ୍ରଗସ ଡିଲର ଗିରଫ, ୩00 ଗ୍ରାମ ଜବତ

author img

By

Published : Jan 28, 2020, 6:54 PM IST

ହାଇୱେରେ ବ୍ରାଉନସୁଗାର ଡିଲ ଚାଲିଥିବା ବେଳେ ଧରିଲା ଏସଟିଏଫ । 2 ଡ୍ରଗସ ଡିଲରଙ୍କ ସହ ସେମାନଙ୍କ ଠାରୁ ପ୍ରାୟ 300 ଗ୍ରାମରୁ ଊର୍ଦ୍ଧ୍ବ ବ୍ରାଉନ ସୁଗାର ଜବତ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

brown sugar deal in highway
ହାଇୱେ ଉପରେ ବ୍ରାଉନସୁଗାର ଡିଲ; ୨ ଡ୍ରଗସ ଡିଲର ଗିରଫ, ୩00 ଗ୍ରାମ ସିଜ୍‌

ଭୁବନେଶ୍ବର: ହାଇୱେରେ ବ୍ରାଉନସୁଗାର ଡିଲ । ଫିଲ୍ମ ଷ୍ଟାଇଲରେ ଏସଟିଏଫର ସିଜ୍‌ । ବାଲେଶ୍ବର ଏନଏଚ-୧୬ରୁ ଧରାପଡିଲେ ୨ ଡିଲର । ତେବେ ୩୦୧ ଗ୍ରାମ ବ୍ରାଉନ ସୁଗାର ଡିଲ ବେଳେ ଧରାପଡିଲେ ଏସକେ ହାଇଦର, ତନ୍ମୟ ଭୂୟାଁ । ପ୍ରାୟ ୩୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଡିଲ ନେଇ ପୂର୍ବରୁ ସୂଚନା ପାଇଥିଲା ଏସଟିଏଫ ଟିମ ।

ହାଇୱେ ଉପରେ ବ୍ରାଉନସୁଗାର ଡିଲ; ୨ ଡ୍ରଗସ ଡିଲର ଗିରଫ, ୩00 ଗ୍ରାମ ସିଜ୍‌

ଏନେଇ ଏସଟିଏଫର ଅଧିକାରୀ ଆରମ୍ଭ କରିଥିଲେ ଅପରେସନ । ଏନଏଚରେ ଅପେକ୍ଷା କରିଥିବା ବାଲେଶ୍ବର ସହଦେବ ଖୁଣ୍ଟାର ତନ୍ମୟ ଭୂୟାଁ ପାଖରେ ବୁଲେଟ ଯୋଗେ ପହଞ୍ଚିଥିଲା ଅରଡବଜାରର ଏସକେ ହାଇଦର । ଏକ ପ୍ୟାକେଟ ଡେଲିଭେରି ବେଳେ ନଗଦ ୨ ଲକ୍ଷ ୨୨ ହଜାର ୨୩୦ ଟଙ୍କା ସହ ୩୦୧ ଗ୍ରାମ ବ୍ରାଉନ ସୁଗାର ଏସଟିଏଫ ଟିମ୍‌ କରିଥିଲା ସିଜ୍‌ ।ଏଥି ସହ ତିନୋଟି ମୋବାଇଲ ସହ ବାଇକ ଓ ଏଟିଏମ ଓ ଡେବିଟ କାର୍ଡ ସିଜ କରିଛି ଏସଟିଏଫ ଟିମ । ଏନେଇ ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ହାଇୱେ ଉପରେ ବ୍ରାଉନସୁଗାର ଡିଲ,
୨ଡ୍ରଗସ ଡିଲର ସହ ୩ଶହ ଗ୍ରାମ ସିଜBody:

ହାଇୱେରେ ବ୍ରାଉନସୁଗାର ଡିଲ।ଫିଲ୍ମ ଷ୍ଟାଇଲରେ ଏସଟିଏଫର ସିଜ।ବାଲେଶ୍ବର ଏନଏଚ ୧୬ରୁ ଧରାପଡିଲେ ୨ ଡିଲର।୩୦୧ ଗ୍ରାମ ଡିଲ ବେଳେ ଧରାପଡିଲେ ଏସ କେ ହାଇଦର,ତନ୍ମୟ ଭୁୟାଁ।୩୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଡିଲ ନେଇ ସୁଚନା ପାଇଥିଲା ଏସଟିଏଫ ଟିମ। ଏନେଇ ଏସଟିଏଫର ଅଧିକାରି ଆରମ୍ଭ କରିଥିଲେ ଅପରେସନ।ଏନଏଚରେ ଅପେର୍ଷା କରିଥିବା ବାଲେଶ୍ବର ସହଦେବା ଖୁଣ୍ଟାର ତନ୍ମୟ ଭୁୟାଁ ପାଖରେ ବୁଲେଟ ଯୋଗେ ପହଂଚିଥିଲେ ଏସ କେ ହାଇଦର ଅରଡବଜାର ବାଲେଶ୍ବର ।ଏକ ପ୍ଯାକେଟ ଡେଲିଭେରି ବେଳେ ନଗଦ ୨ ଲକ୍ଷ ୨୨ ହଜାର ୨୩୦ ଟଙ୍କା ସହ ୩୦୧ ଗ୍ରାମ ବ୍ରାଉନ ସୁଗାର ଏସଟିଏଫ ଟିମ କରିଥିଲେ ସିଜ।ଏଥି ସହ ତିନୋଟି ମୋବାଇଲ ସହ ବାଇକ ଓ ଏଟିଏମ ଓ ଡେବିଟ କାର୍ଡ ସିଜ କରିଛି ଏସଟିଏଫ ଟିମ ଏନେଇ ପ୍ରେସ କନଫେରନସରେ ଖୁଲାସା କରିଛନ୍ତି କ୍ରାଇମବ୍ରାଂଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶି।
Conclusion:ବାଇଟ-ସୌମେନ୍ଦ୍ର ପ୍ରିୟଦର୍ଶି।,ଏଡିଜି କ୍ରାଇମବ୍ରାଂଚ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.