ETV Bharat / city

ଏସଟିଏଫ ହାତରେ ଇଣ୍ଟରଷ୍ଟେଟ ବନ୍ଧୁକ ବ୍ୟବସାୟୀ

author img

By

Published : May 5, 2021, 1:29 PM IST

Updated : May 5, 2021, 8:48 PM IST

ଇଣ୍ଟରଷ୍ଟେଟ ବନ୍ଧୁକ ବ୍ୟବସାୟୀଙ୍କୁ ଗିରଫ କଲା ଏସଟିଏଫ୍‌, 5ଟି ବନ୍ଧୁକ ସମେତ ଗୁଳି ଓ ମାଗାଜିନ ଜବତ । ଅଧିକ ପଢ଼ନ୍ତୁ...

STF arrested interstate gun smuggler, 5 automated pistol seized,ଭୁବନେଶ୍ବର ଖବର, ଏସଟିଏଫ ହାତରେ ଇଣ୍ଟରଷ୍ଟେଟ ବନ୍ଧୁକ ବ୍ୟବସାୟୀ, ବେଆଇନ ବନ୍ଧୁକ ଲିଙ୍କ,  ଇଣ୍ଟରଷ୍ଟେଟ ବନ୍ଧୁକ ବ୍ୟବସାୟୀ
ଏସଟିଏଫ ହାତରେ ଇଣ୍ଟରଷ୍ଟେଟ ବନ୍ଧୁକ ବ୍ୟବସାୟୀ

ଭୁବନେଶ୍ବର: ରାଜ୍ୟକୁ ଆସୁଥିବା ବେଆଇନ ବନ୍ଧୁକ ଲିଙ୍କର ହେଲା ପର୍ଦ୍ଦାଫାସ । ମୁଙ୍ଗେରର ବ୍ୟବସାୟୀକୁ ଗିରଫ କଲା ଏସଟିଏଫ ଟିମ୍‌ । ୫ଟି ବେଆଇନ ଅଟୋମେଟେଡ ପିସ୍ତଲ ସମେତ ୭ଟି ମାଗାଜିନ ଓ ୭ଟି ଗୁଳି ଜବତ କରାଯାଇଛି।

ଏସଟିଏଫ ହାତରେ ଇଣ୍ଟରଷ୍ଟେଟ ବନ୍ଧୁକ ବ୍ୟବସାୟୀ

ଏହି ଲିଙ୍କରେ ମୁଙ୍ଗେରର ବ୍ୟବସାୟୀ ରବିନ୍ଦ୍ର ପ୍ରସାଦ ଓ ବାଲେଶ୍ବରର ଶ୍ରୀକୃଷ୍ଣପୁରର ବିଶ୍ବନାଥ ବିଶୋଇଙ୍କୁ ଗିରଫ କରିଛି ଟିମ । ତେବ ଗତ ଥର ଜଗତସିଂହପୁରରୁ ୮ ବନ୍ଧୁକ ମିଳିବା ପରେ ଇଣ୍ଟରଷ୍ଟେଟ ଲିଙ୍କର ଖୋଳତାଡ କରୁଥିଲା ପୋଲିସ । ଏନେଇ ଏହି ଲିଙ୍କରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୨୭ଟି ବନ୍ଧୁକ ଜବତ କରିସାରିଲାଣି ଏସଟିଏଫ ଟିମ୍‌ ।

ଭୁବନେଶ୍ବରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : May 5, 2021, 8:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.