ETV Bharat / city

କଳା ସାମ୍ରାଜ୍ୟର ସମ୍ରାଟକୁ ରିମାଣ୍ଡରେ ନେବ ଏସଟିଏଫ - ଅପରଧ

ବେଆଇନ ନିଶା ଓ ଚୋରା ପଥର ଖାଦାନ କାରବାରର କିଙ୍ଗପିନ ଭାବରେ ଜଣାଶୁଣା ଛୋଟାର ଅପରାଧ ସାମ୍ରାଜ୍ୟ ବେଶ ଲମ୍ବା ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 16, 2019, 11:44 AM IST

ଭୁବନେଶ୍ବର: ଏନକାଉଣ୍ଟର ଭୟରେ ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା କଳା କାରବାରର କିଙ୍ଗପିନ ଶୁଭ୍ରାଂଶୁ ଓରଫ ଛୋଟାକୁ ଆଜି ରିମାଣ୍ଡରେ ଆଣିବ ଏସଟିଏଫ ।

ପ୍ରାୟ 7 ଦିନର ରିମାଣ୍ଡ ପାଇଁ ଆବେଦନ କରିପାରେ ଏସଟିଏଫ । ବେଆଇନ ନିଶା ଓ ଚୋରା ପଥର ଖାଦାନ କାରବାରର କିଙ୍ଗପିନ ଭାବରେ ଜଣାଶୁଣା ଛୋଟାର ଅପରାଧ ସାମ୍ରାଜ୍ୟ ବେଶ ଲମ୍ବା ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର
ରିମାଣ୍ଡରେ ଆସିବା ପରେ ଛୋଟାର କଳା ସାମ୍ରାଜ୍ୟ ଉପରେ ଖୋଳତାଡ଼ କରିବ ଏସଟିଏଫ । ସରକାରୀ ଜମି ହଡପ ସହ ବେଆଇନ ପଥର ଖାଦାନ କାରବାରକୁ ନେଇ ମଧ୍ୟ ଏସଟିଏଫ ତନାଘନା କରିପାରେ ।

କେବଳ ଏତିକି ନୁହେଁ, ସେ ଏକ ଗ୍ୟାଙ୍ଗ ମଧ୍ୟ ଗଠନ କରି ନିଜ ଅପରାଧ ସାମ୍ରାଜ୍ୟ ଠିଆ କରିଥିଲା । ତେବେ ଏତେସବୁ ବେଆଇନ କାରବାର ପଛରେ କାହାର ଥିଲା, କାହାର ଛତ୍ର ଛାୟା ତଳେ ସାମାନ୍ୟ ପରିବା ବେପାରିରୁ କୋଟି କୋଟି ଟଙ୍କାର ମାଲିକ ହେଲା ସେ ସବୁର ଗୁମର ଖୋଲିବ ।

କେବଳ ଛୋଟା ନୁହେଁ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ 20 ଦୁର୍ଦ୍ଦାନ୍ତ ଅପରାଧି ଏବେ ଏସଟିଏଫ ସ୍କାନରରେ । ବିଭିନ୍ନ ଅପରାଧିକଙ୍କ ସହ ଲିଙ୍କକୁ ନେଇ ମଧ୍ୟ ଖୋଳତାଡ଼ କରିବ ଏସଟିଏଫ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଛୋଟା କୁ ରିମାଣ୍ଡ ରେ ଆଣିବ ଏସଟିଏଫ।

ଏସଟିଏଫ ର ଘନ ଘନ ଚାଡାଉ । ସରକାରୀ ଜମି ସାଙ୍ଗକୁ ବେଆଇନ ପଥର ଖାଦାନ କାରବାର କୁ ନେଇ ତନାଘନା କରିବା ଏସଟିଏଫ।ପୋଲିସ ଏନକାଉଣ୍ଟାର ଭୟରେ ପୋଲିସ ପାଖ ରେ ଆତ୍ମସମର୍ପଣ କରିଥିବା କଳା କାରବାର ର କିଙ୍ଗପିନ ଶୁଭ୍ରାଂଶୁ ଓରଫ ଛୋଟା। ତେବେ ଛୋଟା ର ସାମ୍ରାଜ୍ୟ ଉପରେ ଖୋଳତାଡ଼ କରିବ ଏସଟିଏଫ। ଏହା କୁ ନେଇ ରିମାଣ୍ଡ ରେ ଆଣି ଖୋଳତାଡ଼ କରିବ ଏସଟିଏଫ।

Body:

ବେଆଇନ ନିଶା ଓ ଚୋରା ପଥର ଖାଦାନ କାରବାର ର କିଙ୍ଗପିନ ଭାବରେ ଜଣାଶୁଣା ଛୋଟାର ଅପରଧ ସାମ୍ରାଜ୍ୟ ବେଶ ଲମ୍ବା। ଏହା ସହ ସେ ଏକ ଗ୍ୟାଙ୍ଗ ଗଠନ କରିଥିଲା। ତେବେ ଏତେ ସବୁ ବେଆଇନ କାରବାର ପଛରେ କାହାର ଥିଲା ହାତ। କାହାର ଛତ୍ର ଛାୟା ତଳେ ସାମାନ୍ୟ ପରିବା ବେପାରିରୁ କୋଟି କୋଟି ଟଙ୍କା ର ମାଲିକ ହେଲା ଛୋଟା। ଛୋଟା କୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଏସଟିଏଫ ଛୋଟା କୁ ରିମାଣ୍ଡ ରେ ଆଣିବା ସହ କଲା ସାମ୍ରାଜ୍ୟର ଗୁମର ଖୋଲିବ।

କେବଳ ଛୋଟା ନୁହେଁ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ 20 ଦୃଦାନ୍ତ ଅପରାଧି ଏବେ ଏସଟିଏଫ ସ୍କାନରରେ । ବିଭିନ୍ନ ଅପରାଧିକ ମାନଙ୍କ ସହ ଲିଙ୍କ କୁ ନେଇ ମଧ୍ୟ ଖୋଳତାଡ଼ କରିବ ଏସଟିଏଫ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.