ETV Bharat / city

କ୍ରୀଡା ଓ ଯୁବ ବିଭାଗ ଦ୍ବାରା ଜାତୀୟ ଯୁବ ଦିବସ ପାଳିତ

author img

By

Published : Jan 12, 2020, 12:55 PM IST

ଭୁବନେଶ୍ବରରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏକ ପଦଯାତ୍ରା କରି କଳିଙ୍ଗ ଷ୍ଟାଡିୟମରୁ ବାହାରି ଛାତ୍ରଛାତ୍ରୀ ମାନେ ପାୱାର ହାଉସ ଛକ ପର୍ଯ୍ୟନ୍ତ ଯାଇଥିଲେ।

state-sports-and-youth-department-celibrate-national-youth-day-at-bhubaneswar
ଫଟୋ ସୌଜନ୍ୟ: ପ୍ରତିନିଧି,ଭୁବନେଶ୍ବର

ଭୁବନେଶ୍ବର: ଜାତୀୟ ଯୁବଦିବସ ପାଳନ ହୋଇଯାଇଛି । ସ୍ବାମୀ ବିବେକାନନ୍ଦଙ୍କର 157 ତମ ଜୟନ୍ତୀ ଉପଲକ୍ଷେ ଓଡିଶା ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବିଭାଗ ପକ୍ଷରୁ ଜାତୀୟ ଯୁବ ଦିବସ ପାଳନ କରାଯାଇଛି ।

କ୍ରୀଡା ଓ ଯୁବ ବିଭାଗ ଦ୍ବାରା ଜାତୀୟ ଯୁବ ଦିବସ ପାଳିତ

ଭୁବନେଶ୍ବରରେ ଜାତୀୟ ଯୁବଦିବସ ଅବସରରେ ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତରେ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତ ବେହେରା ମାଲ୍ୟାର୍ପଣ କରିଥିଲେ । ରାମକୃଷ୍ଣ ମିଶନର ସ୍ବାମୀଜୀ ମଧ୍ୟ ଯୋଗଦେଇଥିଲେ । ଏହି ଅବସରରେ ଏକ ପଦଯାତ୍ରା କରି କଳିଙ୍ଗ ଷ୍ଟାଡିୟମରୁ ବାହାରି ଛାତ୍ରଛାତ୍ରୀ ମାନେ ପାୱାର ହାଉସ ଛକ ପର୍ଯ୍ୟନ୍ତ ଯାଇଥିଲେ।। ଏହି ରାଲିରେ 300ରୁ ଉର୍ଦ୍ଧ୍ବ ଯୁବପୀଢି ଯୋଗ ଦେଇଥିଲେ ଓ କ୍ରୀଡା ବିଭାଗର ଅଧିକାରୀ, କୋଚ,ଛାତ୍ର ଛାତ୍ରୀ ଓ କର୍ମଚାରୀ ଭାଗ ନେଇଥିଲେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ,ଇଟିଭି ଭାରତ

Intro:ଜାତୀୟ ଯୁବଦିବସ ରୂପ ରେ ପାଳନ ହେଲା ସ୍ୱାମୀ ବିବେକାନନ୍ଦ ଙ୍କ ଜନ୍ମ ଦିନ।

ଆଜି ହେଉଛି ସ୍ୱାମୀ ବିବେକାନନ୍ଦ ଙ୍କର 157 ତମ ଜୟନ୍ତୀ। ଏହି ଉପଲକ୍ଷେ ଜାତୀୟ ଯୁବ ଦିବସ ରୂପେ ପାଳନ କରାଯାଇଛି ଏହା କୁ କ୍ରୀଡା ଓ ଯୁବ ବିଭାଗ ଓଡିଶା ସରକାର ତରଫରୁ ଆୟୋଜନ କରାଯାଇଛି ଏହା କଳିଙ୍ଗ ଷ୍ଟାଡିଅମ ଗେଟ ନମ୍ବର ତିନି ରୁ ବାହାରି ଛାତ୍ରଛାତ୍ରୀ ଆଣେ ଏକ ପଦଯାତ୍ରା କରି ପାୱାର ହାଉସ ଛକ ପଯ୍ୟନ୍ତ ଯାଇଥିଲେ। ଏକା ସାଙ୍ଗ ରେ 300 ରୁ ଉର୍ଦ୍ଧ୍ବ ଯୁବପିଢି ଯୋଗ ଦେଇ ଏହି ରାଲି ରେ ଯୋଗ ଦେଇ ଥିଲେ।Body:ଜାତୀୟ ଯୁବଦିବସ ରୂପ ରେ ପାଳନ ହେଲା ସ୍ୱାମୀ ବିବେକାନନ୍ଦ ଙ୍କ ଜନ୍ମ ଦିନ।

ଆଜି ହେଉଛି ସ୍ୱାମୀ ବିବେକାନନ୍ଦ ଙ୍କର 157 ତମ ଜୟନ୍ତୀ। ଏହି ଉପଲକ୍ଷେ ଜାତୀୟ ଯୁବ ଦିବସ ରୂପେ ପାଳନ କରାଯାଇଛି ଏହା କୁ କ୍ରୀଡା ଓ ଯୁବ ବିଭାଗ ଓଡିଶା ସରକାର ତରଫରୁ ଆୟୋଜନ କରାଯାଇଛି ଏହା କଳିଙ୍ଗ ଷ୍ଟାଡିଅମ ଗେଟ ନମ୍ବର ତିନି ରୁ ବାହାରି ଛାତ୍ରଛାତ୍ରୀ ଆଣେ ଏକ ପଦଯାତ୍ରା କରି ପାୱାର ହାଉସ ଛକ ପଯ୍ୟନ୍ତ ଯାଇଥିଲେ। ଏକା ସାଙ୍ଗ ରେ 300 ରୁ ଉର୍ଦ୍ଧ୍ବ ଯୁବପିଢି ଯୋଗ ଦେଇ ଏହି ରାଲି ରେ ଯୋଗ ଦେଇ ଥିଲେ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.