ETV Bharat / city

ସ୍ବାଧିନତା ଦିବସର ସିକ୍ରେଟ ପ୍ଲାନ, ସ୍କାନରରେ ସିଏମଙ୍କ ସୁରକ୍ଷା - ରାଜ୍ୟସ୍ତରୀୟ ସ୍ବାଧିନତା ଦିବସ

ସ୍ବାଧିନତା ଦିବସର ସିକ୍ରେଟ ପ୍ଲାନ । ବଦଳିପାରେ ପରେଡ ପ୍ଲେସ୍ । ପୋଲିସ ସ୍କାନରରେ ସିଏମ ସୁରକ୍ଷା । ବଦଳିପାରେ ରାଜ୍ୟସ୍ତରୀୟ ସ୍ବାଧିନତା ଦିବସ ପାଳନର ଠିକଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 3, 2019, 5:02 PM IST

Updated : Aug 3, 2019, 5:27 PM IST

ଭୁବନେଶ୍ବର: ଗାନ୍ଧୀମାର୍ଗ ପରିବର୍ତ୍ତେ ଅନ୍ୟ ସ୍ଥାନରେ ହୋଇପାରେ ରାଜ୍ୟସ୍ତରୀୟ ସ୍ବାଧିନତା ଦିବସ ପାଳନ । ପୋଲିସ ସ୍କାନରରେ ସିଏମଙ୍କ ସୁରକ୍ଷା । ସେପଟେ ଚାଲିଛି ସିକ୍ରେଟ ପ୍ଲାନ । ସ୍ବାଧିନତା ଦିବସକୁ ଧୁମଧାମରେ ପାଳନ କରିବାକୁ ରାଜ୍ୟ ସରକାର ଯୋଜନା କରୁଥିବା ବେଳେ ସୁରକ୍ଷା ବନ୍ଦୋବସ୍ତ ନେଇ ତୟାରୀ ଆରମ୍ଭ କରିଛି ପୋଲିସ ପ୍ରଶାସନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏନେଇ ତିନୋଟି ସ୍ଥାନର ପରିଦର୍ଶନ କରିଛନ୍ତି ପୋଲିସ ପ୍ରଶାସନ ଓ ସରକାରଙ୍କ ସୂଚନା ପ୍ରସାରଣ ବିଭାଗର ଅଧିକାରୀ । ପୋଲିସ ଡିଜିଙ୍କ ନେତୃତ୍ବରେ ଏକ ଟିମ ପ୍ରଦର୍ଶନୀ ପଡିଆ, ଜନତା ମଇଦାନ, କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । ସମସ୍ତ ସୁରକ୍ଷା ଓ ନିରାପତ୍ତାର ଏକ ଷ୍ଟାଟସ ରିପୋର୍ଟ ପ୍ରସ୍ତୁତ ପରେ ନିଷ୍ପତ୍ତି ନେବେ ସରକାର । କାରଣ ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ ସ୍ବାଧିନତା ଦିବସ ସମାରୋହର ରହିବେ ମୁଖ୍ୟ ଅତିଥି ।

ଖାଲି ଏତିକି ନୁହେଁ, ପରେଡରେ ଭାଗ ନେବାକୁ ଥିନା ଛାତ୍ରଛାତ୍ରୀ, ହାଇପ୍ରୋଫାଇଲ ନେତା ଓ ସାଧାରଣ ଲୋକଙ୍କ ସୁରକ୍ଷା ମଧ୍ୟ ଗୁରୁତ୍ବପୂର୍ଣ୍ଣ । ଏହି ଦୃଷ୍ଟିରୁ ଏହା ଅତ୍ୟନ୍ତ ସମ୍ବେଦନଶୀଳ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ସ୍ବତନ୍ତ୍ର ଭାବେ ଆୟୋଜନ କରାଯାଇଥିଲା । ତେବେ ସ୍ବାଧିନତା ଦିବସ ପାଳନ ପାଇଁ କ’ଣ ନିଷ୍ପତ୍ତି ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ସ୍ବାଧିନତା ଦିବସର ସିକ୍ରେଟ ପ୍ଲାନ,
ପୋଲିସ ସ୍କାନରରେ ସିଏମ ସୁରକ୍ଷାBody:

ଚଳିତ ବର୍ଷ ସ୍ବାଧିନତା ଦିବସ ନେଇ ସସପେନସ ଜାରି।ବଦଳିପାରେ କାର୍ଯକ୍ରମର ଯୋଜନା।ଭିତିରି ଚାଲିଛି ସିକ୍ରେଟ ପ୍ଲାନ। ଏନେଇ ପୋଲିସ ସ୍କାନରରେ ସିଏମ ସୁରକ୍ଷା। କାରଣ ଚଳିତ ବର୍ଷ ସ୍ବାଧିନତା ଦିବସକୁ ଧୁମଧାମରେ ପାଳିବାକୁ ଯୋଜନା ଚଳାଇଛନ୍ତି ସରକାର। ଏନେଇ ଗାନ୍ଧିମାର୍ଗ ପରିବର୍ତେ ନୁତନ ସ୍ଥାନରେ କରିବାକୁ ଭିତିରି ଯୋଜନା ଚାଲିଥିବା ସୁଚନା ମିଳିଛି। ଯାହାକୁ ନେଇ ତିନୋଟି ସ୍ଥାନର ପରିଦର୍ଶନ କରିଛନ୍ତି ପୋଲିସ ପ୍ରଶାସନ ଓ ସରକାରଙ୍କ ସୁଚନା ପ୍ରସାରଣ ବିଭାଗର ଅଧିକାରି। ଏନେଇ ପୋଲିସ ଡିଜିଙ୍କ ନେତୃତ୍ବରେ ଏକ ଟିମ ପୋଲିସ କମିସନର ,ଭୁବନେଶ୍ବର ଡିସିପି ପ୍ରଦର୍ଶନି ପଡିଆ,ଜନତା ମଇଦା,କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ସମସ୍ତ ସୁରକ୍ଷା ଓ ନିରାପତାର ଏକ ଷ୍ଟାଟସ ରିପୋର୍ଟ ପ୍ରସ୍ତୁତ ପରେ ନିଷ୍ପତି ନେବେ ସରକାର।କାରଣ ମୁଖ୍ଯମନ୍ତ୍ରୀ ରାଜ୍ଯସ୍ତରିୟ ସ୍ବାଧିନତା ଦିବସ ସମାରହର ରହିବେ ମୁଖ୍ଯ ଅତିଥି । ଓ ଗ୍ରହଣ କରି ରାଜ୍ଯ ସ୍ତରିୟ ପରେଡର ଅଭିବାଦନ। ତେବେ ଯେଉଁଠାରେ ପରେଡରେ ଭାଗ ନେବାକୁ ଥିନା ଛାତ୍ର ଛାତ୍ରୀ ,ସୁରକ୍ଷା ବଳ ବିଭିନ୍ନ ଅନୁଷ୍ଠାନ ସହ ବରିଷ୍ଠ ପୋଲିସ ଓ ପ୍ରଶାସନୁକ ଅଧିକୀରଇଙ୍କ ସହ ହାଇପ୍ରୋଫାଇଲ ନେତା ଓ ସାଧାରଣ ଲୋକ। ତେଣୁ ସୁରକ୍ଷା ଦୃଷ୍ଟିରୁ ଅତ୍ଯନ୍ତ ସମ୍ବେଦନ ରହିଛି ତେବେ ପୁର୍ବରୁ ମୁଖ୍ଯମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ସ୍ବତନ୍ତ୍ର ଭାବେ ଆୟୋଜନ କରାଯାଇଥିଲା ତେବେ ସ୍ବାଧିନତା ଦିବସର ସ୍ତନ୍ତ୍ର ପ୍ଲାନରେ କଣ ନିଷ୍ପତି ନିଆଯାଉଛି ତାହା ଦେଖିବାକୁ ବାକି ରହିଲା।

Conclusion:ପିଟିସି mojo visual
Last Updated : Aug 3, 2019, 5:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.