ETV Bharat / city

15 ଦୁର୍ନିତ ଖୋରଙ୍କ ଚାକରି ଗଲା, 2 ଜଣଙ୍କ ପେନସନ ବନ୍ଦ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଏଣିକି ଦୁର୍ନୀତି କଲେ ପଡିବ ମହଙ୍ଗା । ଆଉ ଚଳିବନି ସରକାରୀ ବାବୁଙ୍କ ଦୁର୍ନୀତି । ଦୁର୍ନୀତି କଲେ ଯିବ ଚାକିରୀ । ଆଜି ବହିଷ୍କାର ହୋଇଛନ୍ତି 15 ଅଧିକାରୀ ।

ଡିଜାଇ ଫଟୋ
author img

By

Published : Aug 17, 2019, 8:51 PM IST

Updated : Aug 18, 2019, 1:46 AM IST

ଭୁବନେଶ୍ବର: ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଞ୍ଚମ ଥର ରାଜ୍ୟ ଶାସନ ଭାର ଗ୍ରହଣ କରିବା ପରେ ଲୋକଙ୍କ ନିକଟତର ହେବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ସରକାରକୁ ଲୋକାଭିମୁଖି କରିବା ପାଇଁ ରାଜ୍ୟ ସରକାର ଦୁର୍ନୀତି ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଭିଜିଲାନ୍ସ କୋର୍ଟ ଆଧାରରେ ଏକା ଥରକେ 15ଜଣ ସରକାରୀ ଅଧିକାରୀଙ୍କୁ ବହିଷ୍କାର କରିବା ସହ 2ଜଣ ଅବସର ପ୍ରାପ୍ତ ସରକରୀ କର୍ମଚାରୀଙ୍କ ପେନସନ ମଧ୍ୟ ବନ୍ଦ କରିଛନ୍ତି ।

PHOTO
ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର

ବରଖାସ୍ତ ହୋଇଥିବା ଅଧିକାରୀ ମାନେ ହେଲେ ବାଣିଜ୍ୟ ପରିବହନ ବିଭାଗର ବୌଦ୍ଧ ଜିଲ୍ଲା ପୂର୍ବତନ ଆଇଏମଭି ଶ୍ରୀଦେବୀ ପାଢୀ, ସମବାୟ ବିଭାଗର ସୂବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସମବାୟ ସମିତିର ପୂର୍ବତନ ସମ୍ପାଦକ ଦେବୀଦତ୍ତ ଦାଶ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଉମରକୋଟ ମ୍ୟୁନିସପାଲଟି ଟ୍ରେଜେରୀ କାଳିପ୍ରସାଦ ସିଂ, ପଞ୍ଚାୟତରାଜ ବିଭାଗର ଭଦ୍ରକ ଧାମନଗର ତହସିଲର ଜୁନିୟର କ୍ଲାର୍କ ବଟକୃଷ୍ଣ ବାରିକ, ପଞ୍ଚାୟତରାଜ ବିଭାଗ କଳାହାଣ୍ଡି ଏମ-ରାମପୁର ବ୍ଲକର ଏଜୁକେଟିଭ ଭିଏଲଡବ୍ଲୁ କୃଷ୍ଣ ମୋହନ ଦାସ, ପଞ୍ଚାୟତରାଜ ବିଭାଗ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର କାର୍ଯ୍ୟକାରୀ ସେକ୍ରେଟାରୀ ଅଶୋକ କୁମାର ସାହା, ପଞ୍ଚାୟତରାଜ ବିଭାଗ କଳାହାଣ୍ଡି ଜୁନାଗଡ ବ୍ଲକର କାର୍ଯ୍ୟକାରୀ ଅଧିକାରୀ ପଦ୍ମମୁଖ ଶବର, ପଞ୍ଚାୟତରାଜ ବିଭାଗର ବୌଦ୍ଧ ଜିଲ୍ଲା ମୁର୍ଷୁଣ୍ଢି ପଞ୍ଚାୟତର ସମ୍ପାଦକ କିଶୋର ପ୍ରଧାନ ।

PHOTO
ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର

ସେହପରି ଜଳ ସମ୍ପଦ ବିଭାଗର ଖୋର୍ଦ୍ଧା ଜିଲ୍ଲା ବାଣପୁର ସାଳିଆ ଜଳସେଚନ ପ୍ରକଳ୍ପ ସହଯୋଗୀ ଇଂଞ୍ଜିନିୟର ବିଜୟ ସାହୁ, ଜଳ ସମ୍ପଦ ବିଭାଗର ଭବାଣୀପାଟଣା ଆଇଟିଡିଏ ଜେଇ କରୁଣାକର ପଣ୍ଡା, ଜଳସମ୍ପଦ ବିଭାଗ ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ କାର୍ଯ୍ୟକାରୀ ଜେଇ ମଙ୍ଗଳ ସିଂ ମୁଣ୍ଡା, ଜଳ ସମ୍ପଦ ବିଭାଗ ଜେଇ ବୈଦନାଥ ମାଝୀ, ଜଳ ସମ୍ପଦ ବିଭାଗର ମୟୁରଭଞ୍ଜ ସରସକଣା ବ୍ଲକ ଜେଇ ପ୍ରତାପ ଚନ୍ଦ୍ର ରାଉତ, ଜଳ ସମ୍ପଦ ବିଭାଗର କଳାହାଣ୍ଡି ଥୁଆମୂଳ- ରାମପୁର ଆଇଆଇଡିଏ ଜେଇ ନିଗମାନନ୍ଦ ପଣ୍ଡା, ସ୍ବାସ୍ଥ୍ୟ ବିଭାଗର ବିଏମସି ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କ୍ଲାର୍କ ଚିତ୍ତରଞ୍ଜନ ଲାଲ ।

ଅନ୍ୟପଟେ ପେନସନ ବନ୍ଦ ହୋଇଥିବା ଦୁଇ ଅଧିକାରୀ ହେଲେ ଜଳ ସମ୍ପଦ ବିଭାଗର କଳାହାଣ୍ଡି ଆଇଟିଡିଏ ଅବସର ପ୍ରାପ୍ତ ଇଞ୍ଜିନିୟର ଅଶ୍ବନୀ ଶର୍ମା ଓ ଜଳ ସମ୍ପଦ ବିଭାଗର କଳାହାଣ୍ଡି ଡିଆରଡିଏର ଅବସରପ୍ରାପ୍ତ ଏପିଡି ଶଶାଙ୍କ ଶେଖର ପଟ୍ଟନାୟକ ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

https://www.etvbharat.com/oriya/odisha/sports/other-sports/etv-bharat-exclusive-dutee-chand-send-a-video-from-indian-grand-prix/or20190816234448013

ETV BHARAT EXCLUSIVE: dutee chand send a video to ETV BHARAT

dutee: i came here to participate in 5th indian grand prix. here goes all well. i stand first with 11.42 second and got gold medal. i could have done better. but the compitaion is not healthy. we have only 3 competitor in the final. if i could get a chance to perform in europe country. then i could have give my best. but it could not happened due to the problem of visa.  but i will try to give better performance in the world champoinship. need your blessings and supports. 

Conclusion:
Last Updated : Aug 18, 2019, 1:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.