ETV Bharat / city

Omicron variant: ହୋମ ଆଇସୋଲେସନରେ ରହିବେନି ରୋଗୀ, ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ଲକ - special block for omicron positive case

ଯଦି ରାଜ୍ୟରେ ଓମିକ୍ରନ ପଜିଟିଭ (Omicron Positive) ଚିହ୍ନଟ ହୁଅନ୍ତି ତାଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା କଣ ରହିବ ? କଣ ପଦକ୍ଷେପ ସରକାର ନେବେ ତାହାର ରୂପରେଖା ସରକାର ପ୍ରସ୍ତୁତ କରିଛନ୍ତି । ଏନେଇ ଆଜି( ଗୁରୁବାର ) ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଓମିକ୍ରନ ସଂକ୍ରମିତ ହୋମ ଆଇସୋଲେସନ ବ୍ୟବସ୍ଥାରେ ରହିବେ ନାହିଁ। ତାଙ୍କର ଚିକିତ୍ସା ପାଇଁ ସରକାରୀ ମେଡିକାଲରେ ‘ସ୍ବତନ୍ତ୍ର ବ୍ଲକ’ ହେବ । ଅଧିକ ପଢନ୍ତୁ

Omicron
Omicron
author img

By

Published : Dec 16, 2021, 5:38 PM IST

ଭୁବନେଶ୍ବର: ଯଦି ରାଜ୍ୟରେ ଓମିକ୍ରନ ପଜିଟିଭ (Omicron Positive) ଚିହ୍ନଟ ହୁଅନ୍ତି ତାଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା କଣ ରହିବ କଣ ପଦକ୍ଷେପ ସରକାର ନେବେ ତାହାର ରୂପରେଖା ସରକାର ପ୍ରସ୍ତୁତ କରିଛନ୍ତି । ଏନେଇ ଆଜି (ଗୁରୁବାର ) ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଓମିକ୍ରନ ସଂକ୍ରମିତ ହୋମ ଆଇସୋଲେସନ ବ୍ୟବସ୍ଥାରେ ରହିବେ ନାହିଁ । ତାଙ୍କର ଚିକିତ୍ସା ପାଇଁ ସରକାରୀ ମେଡିକାଲରେ ‘ସ୍ବତନ୍ତ୍ର ବ୍ଲକ’ ହେବ ।

Omicron variant: ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ

ଓମିକ୍ରନ ପଜିଟିଭ ଅନ୍ୟ ରୋଗୀ ସଂସ୍ପର୍ଶରେ ନଆସିବାକୁ ବ୍ୟବସ୍ଥା କରାଯିବ । ବାହାର ଦେଶରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯାଇଛି। ଓମିକ୍ରନ ଭାରିଏଣ୍ଟ ଡେଲ୍ଟା ଠାରୁ ଅଧତ୍କ ୫ ଗୁଣା ସଂକ୍ରମଣ କରୁଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର । ବର୍ତ୍ତମାନ ଅଧିକ ରୋଗୀ ନଥିବାରୁ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ଗୁଡିକ ଷ୍ଟାଣ୍ଡବାଏ (Stand by) ମୋଡରେ ରଖାଯାଇଛି । ଆବଶ୍ୟକ ସ୍ଥଳେ ଦୁଇରୁ ତିନି ଦିନ ମଧ୍ୟରେ ବି କାର୍ଯ୍ୟକାରୀ ହୋଇପାରିବ ମେଡିକାଲ ଗୁଡିକ ବୋଲି କହିଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.