ETV Bharat / city

ବିଜେପି ସଂଖ୍ୟା ଲଘୁ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟାକାରୀଣି ବୈଠକ

ବିଜେପି ସଂଖ୍ୟା ଲଘୁ ମୋର୍ଚ୍ଚା ପକ୍ଷରୁ ରାଜ୍ୟ କାର୍ଯ୍ୟାକାରୀଣି ବୈଠକ ହୋଇଯାଇଛି । ରାଜ୍ୟ କାର୍ଯ୍ୟାଳୟ ଠାରେ ରାଷ୍ଟ୍ରୀୟ ଅଧକ୍ଷ୍ୟ ଜମାଲ ସିନ୍ଧିକ୍ୟୁଙ୍କ ଅକ୍ଷତାରେ ଏହି କାର୍ଯ୍ୟକାରିଣୀ ବୈଠକ ହୋଇଯାଇଛି । ସଂଖ୍ୟା ଲଘୁଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ଯାଣ ଯୋଜନା ବିଷୟରେ ଆଲୋଚନା କରିଥିଲେ । ଅଧିକ ପଢନ୍ତୁ

author img

By

Published : Aug 16, 2022, 6:13 PM IST

ବିଜେପି ସଂଖ୍ୟା ଲଘୁ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟାକାରୀଣି ବୈଠକ
ବିଜେପି ସଂଖ୍ୟା ଲଘୁ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟାକାରୀଣି ବୈଠକ

ଭୁବନେଶ୍ବର: ବିଜେପି ସଂଖ୍ୟା ଲଘୁ ମୋର୍ଚ୍ଚା ପକ୍ଷରୁ ରାଜ୍ୟ କାର୍ଯ୍ୟାକାରୀଣି ବୈଠକ ହୋଇଯାଇଛି । ରାଜ୍ୟ କାର୍ଯ୍ୟାଳୟ ଠାରେ ରାଷ୍ଟ୍ରୀୟ ଅଧକ୍ଷ୍ୟ ଜମାଲ ସିନ୍ଧିକ୍ୟୁଙ୍କ ଅକ୍ଷତାରେ ଏହି କାର୍ଯ୍ୟକାରିଣୀ ବୈଠକ ହୋଇଯାଇଛି । ସଂଖ୍ୟା ଲଘୁଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ଯାଣ ଯୋଜନା ବିଷୟରେ ଆଲୋଚନା କରିଥିଲେ ।

ବୈଠକ ପରେ ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚା ବିଜେପି ସଭାପତି ସିକନ୍ଦର ଅଲ୍ଲୀ କହିଛନ୍ତି ରାଜ୍ୟରେ କିଭଳି କେନ୍ଦ୍ରୀୟ ସୁବିଧା ମିଳିବ ଓ ଆମ ମାନଙ୍କର ବିକାଶ ହେବ ସେ ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଛି । ବିଭିନ୍ନ ଜିଲ୍ଲାରେ ଥିବା ସଂଖ୍ୟା ଲଘୁ କମିଟିର କର୍ମକତା ବୈଠକରେ ଉପସ୍ଥିତ ଥିଲେ। । ଅନ୍ଯପଟେ ବୈଠକରେ ରାଜ୍ୟ ସରକାରଙ୍କ ୨୨ ବର୍ଷ ଶାସନରେ ଭ୍ରଷ୍ଟାଚାର ଓ ଅପାରଗ ସରକାର ଭାବେ କାର୍ଯ୍ୟ କରି ସଂଖ୍ୟା ଲଘୁଙ୍କୁ ସେମାନଙ୍କ ମୌଳିକ ସୁବିଧାରୁ ରାଜ୍ୟ ସରକାର ବଞ୍ଚିତ କରି ରଖିଛନ୍ତି । ଆଉ ଏଯାବତ ମାଇନରିଟି ସେଲ କରିନାହାନ୍ତି ସେନେଇ ସରକାରଙ୍କୁ ପ୍ରଶ୍ନ ପଚାରିବ ବୋଲି କହିଛି ମୋର୍ଚ୍ଚା । ଏହାସହ ଓଡିଶା ଉର୍ଦ୍ଦୁ ଭାଷା ଲୋପ ପାଉଥିବା ବେଳେ ଏକାଡେମୀ ତାର ଅସ୍ଥିତ୍ବ ହରାଇଲାଣି । ତେଣୁ ଏ ସମସ୍ତ ଦିଗରେ ରାଜ୍ୟ ସରକାର ଧ୍ଯାନ ଦେଇ ଏହାର ବିକାଶ ଓ ସମାଧାନ ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ବିଜେପି ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.