ETV Bharat / city

ରାଜ୍ୟ ବଜେଟ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ, ଦେଖନ୍ତୁ ଲାଇଭ୍ ଅପଡେଟ୍...

state budget 2020
ଓଡିଶା ବଜେଟ 2019-20
author img

By

Published : Feb 18, 2020, 2:46 PM IST

Updated : Feb 18, 2020, 8:07 PM IST

18:22 February 18

ଓଡିଶା ବଜେଟ 2020-21

ଶେଷରେ ମହାତ୍ମାଗାନ୍ଧୀଙ୍କୁ ପ୍ରଣାମ ଜଣାଇ  ଅଭିଭାଷଣ ଶେଷ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତ ବର୍ଷ ମୋଟ 1 ଲକ୍ଷ 50 ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ସ୍ଥିର କରିଛନ୍ତି ନବୀନ ସରକାର । ପୂର୍ବ ଆର୍ଥିକ ବର୍ଷରେ 1 ଲକ୍ଷ 39 ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଥିଲା । 

18:22 February 18

ଓଡିଶା ବଜେଟ 2020-21

  • ବିପର୍ଯ୍ୟୟ ଓ ପରିଚାଳନା ପାଇଁ 3200 କୋଟି ବ୍ୟୟବରାଦ
  • ପଶ୍ଚିମ ଓଡିଶା ବିକାଶ ବାବଦରେ 80 କୋଟି ବ୍ୟୟବରାଦ
  • ଗ୍ରୀନ ମହାନଦୀ ପାଇଁ 31କୋଟି  
  • ଆଭ୍ୟନ୍ତରୀଣ ନିରପତ୍ତା 5947 କୋଟିଟଙ୍କା 

18:17 February 18

ଓଡିଶା ବଜେଟ 2020-21

କ୍ରୀଡା  

  • 301 କୋଟି ଟଙ୍କା କ୍ରୀଡା ବଜେଟ
  • 140 କୋଟି  କ୍ରୀଡା ଭିତ୍ତିଭୂମି

18:16 February 18

ଓଡିଶା ବଜେଟ 2020-21

ସୂଚନା  ବିଜ୍ଞାନ

  • 236କୋଟି ଟଙ୍କା
  • ସୂଚନା ପ୍ରଯୁକ୍ତି ବିଦ୍ୟା 112 କୋଟି ଟଙ୍କା
  • ବିଜ୍ଞାନ ନିମନ୍ତେ 142 କୋଟି ଟଙ୍କା
  • 25 କୋଟି ଟଙ୍କା ପ୍ଲାନେଟୋରିୟମ, ମ୍ୟୁଜିୟମ

18:12 February 18

ଓଡିଶା ବଜେଟ 2020-21

ଜଙ୍ଗଲ

  • 1 ହଜାର 960 କୋଟି ଟଙ୍କା  ବ୍ୟୟବରାଦ
  • ପର୍ଯ୍ୟଟନ ଉନ୍ନୟନ ପାଇଁ 401 କୋଟି ଟଙ୍କା ବ୍ୟୟବରାଦ

18:11 February 18

ଓଡିଶା ବଜେଟ 2020-21

ଷ୍ଟାଟଅପ

  • ଶିଳ୍ପାୟନ ପାଇଁ 575 କୋଟି ଟଙ୍କା
  • ମେକ ଇନ ଓଡିଶା 70 କୋଟି
  • ହସ୍ତତନ୍ତ୍ର ପାଇଁ 200କୋଟି ଟଙ୍କା
  • ଖଣି କ୍ଷେତ୍ର ପାଇଁ 182 କୋଟି
  • ମଧୁବାବୁ ପେନସନ ବାବଦରେ 1818 କୋଟି ବ୍ୟୟବରାଦ
  • 112 ନମ୍ବର ର ବ୍ୟବସ୍ଥା
  • ସମସ୍ତ ହେଲ୍ପଲାଇନ ନମ୍ବରକୁ ଏକାଠି କରି ଗୋଟିଏ ହେଲ୍ପଲାଇନ

18:05 February 18

ଓଡିଶା ବଜେଟ 2020-21

ନଗର ଉନ୍ନୟନ

  • 381 କୋଟି ଟଙ୍କା
  • ଓଡିଶା ସମନ୍ବୟ ପାଇଁ 301 କୋଟି
  • ନିଯୁକ୍ତି ପାଇଁ 50କୋଟି ଟଙ୍କା
  • 187 କୋଟି ଟଙ୍କା ସହରାବାସୀଙ୍କ ପାଇଁ
  • ସୋଭାଗ୍ୟ  ଯୋଜନା ପାଇଁ 882 କୋଟି ଟଙ୍କା
  • ରାଜଧାନୀ ବିକାଶ 200କୋଟି,  ସମନ୍ବୟ ଶକ୍ତି ବିକାଶ 150କୋଟି ଟଙ୍କା
  • ମନରେଗା ପାଇଁ 1501 କୋଟି ଟଙ୍କା ବ୍ୟୟବରାଦ
  • ସଡକର ରକ୍ଷଣାବେକ୍ଷଣ ପାଇଁ 785 କୋଟି ବ୍ୟୟବରାଦ
  • ବିଜୁ ସେତୁ ପାଇଁ 1000 କୋଟି ବ୍ୟୟବରାଦ
  • ନୂତନ ବସ କିଣିବା ପାଇଁ 50 କୋଟି
  • ରେଳ ପ୍ରକଳ୍ପ ପାଇଁ 400 କୋଟି ବ୍ୟୟ ବରାଦ

18:05 February 18

ଓଡିଶା ବଜେଟ 2020-21

ଖାଦ୍ୟ

ଖାଦ୍ୟ ବ୍ୟବସ୍ଥା ପାଇଁ 1 ହଜାର 38 କୋଟି 

18:04 February 18

ଓଡିଶା ବଜେଟ 2020-21

ଗ୍ରାମୀଣ ଯୋଜନା

  • ଗୋପବନ୍ଧୁ ଗ୍ରାମୀଣ ଯୋଜନା ପାଇଁ 300 କୋଟି ବ୍ୟୟବରାଦ
  • 23, 808 ଟଙ୍କା ଅନସୂଚିତ ଜାତି ଓ ଜନଜାତି ପାଇଁ
  • ମଧୁବାବୁ ପେନସନ ପାଇଁ 1 ହଜାର 718 ଟଙ୍କା
  • ବୃଦ୍ଧାଶ୍ରମ ପାଇଁ 189 କୋଟି ଟଙ୍କା ବ୍ୟୟବରାଦ

17:59 February 18

ଓଡିଶା ବଜେଟ 2020-21

5T

  • କଠିନ ବର୍ଜ୍ୟବସ୍ତୁ 500କୋଟି ସ୍ବଚ୍ଛଭାରତ
  • ବିଜୁ ପକ୍କା ଘର, ଆବାସ ଯୋଜନା 3962 କୋଟି ଟଙ୍କା
  • ବସ୍ତି ବାସିନ୍ଦାଙ୍କୁ ଯାଗା ମିଶନ

17:58 February 18

ଓଡିଶା ବଜେଟ 2020-21

ମହିଳା ଓ ଶିଶୁ

  • ମହିଳାଙ୍କ ପାଇଁ ନ୍ୟୁଟ୍ରିସନ ବଜେଟ
  • ପୃଷ୍ଟି କେନ୍ଦ୍ରିକ ଯୋଜନା
  • 23 ହଜାର 700 କୋଟି
  • ଶିଶୁ ବିକାଶ ପାଇଁ 74 କୋଟି ଟଙ୍କା
  • ମମତା 305କୋଟି
  • SSG ସୁଧରିହାତି 150କୋଟି ଟଙ୍କା
  • ମିଶନ ଶକ୍ତି 70 ଲକ୍ଷ ମହିଳାଙ୍କ ପାଇଁ 316 କୋଟି

17:52 February 18

ଓଡିଶା ବଜେଟ 2020-21

ସ୍ବାସ୍ଥ୍ୟ

  • 360 କୋଟି ନିର୍ମଳା ଯୋଜନା
  • 2000 ଡାକ୍ତର 6000 ନର୍ସ ନିଯୁକ୍ତ
  • ପୁରୀ, ଯାଜପୁର, ସୁନ୍ଦରଗଡ 7ଟି ଭେଷଜ କଲେଜ ପାଇଁ  562 କୋଟି ଟଙ୍କା
  • ଓଡିଶା କାର୍ଡିଆକ ନୂତନ ଯୋଜନା
  • ଝାରସୁଗୁଡା  ହାର୍ଟ ମେଡିକାଲ ପାଇଁ 75 କୋଟି
  • କଟକ ଏସସିବି ପାଇଁ ଦୁଇ ବର୍ଷରେ ଖର୍ଚ୍ଚ ହେବ 1000 କୋଟି
  • ବିଜୁ କୃଷକ କଲ୍ୟାଣ ଯୋଜନା ପାଇଁ 1108 କୋଟି

17:48 February 18

ଓଡିଶା ବଜେଟ 2020-21

ସାଧାରଣ ବଜେଟ ଉପସ୍ଥାପନା

  • ସାଧାରଣ ବଜେଟ ପାଇଁ 1 ଲକ୍ଷ 50 ହଜାର
  • ପୁରୀକୁ ଶ୍ରୀସେତୁ ଓ ଭେଣ୍ଡିଂଯୋନ ପାଇଁ 3 ହଜାର 208କୋଟି
  • ପୁରୀକୁ ଅବଢା 695 କୋଟି ଟଙ୍କା
  • ଏକାମ୍ର କ୍ଷେତ୍ର ଲିଙ୍ଗରାଜ ମନ୍ଦିର 150କୋଟି ଟଙ୍କା
  • କଟକ ସହର ପାଇଁ ପ୍ରଶସ୍ତ ରାସ୍ତା ଯୋଜନା
  • ସାଧାରଣ ବଜେଟ ପାଇଁ 1 ଲକ୍ଷ 50 ହଜାର
  • ଆର୍ଥିକ ଶୃଙ୍ଖଳାରେ ଆଦର୍ଶ
  • ରାଜ୍ୟର ଟିକସ 6.3 ପ୍ରତିଶତ

17:35 February 18

ଓଡିଶା ବଜେଟ 2020-21

କୃଷି

କୃଷି

  • କୃଷି ପାଇଁ 19,408 କୋଟି
  • 3 ହଜାର 2 ଶହ ପ୍ରସମନ ବିଶମନ
  • ଓଡିଶାକୁ ସର୍ବାଧିକ ଦାରିଦ୍ର୍ୟ ମୁକ୍ତ କରାଯାଇଛି ।
  • ଚାଷୀଙ୍କୁ 100 କୋଟିର ସାର ଓ ବିହନ ପାଇଁ 100କୋଟି
  • ବ୍ୟବସାୟ ପୁଞ୍ଜିନିବେଶ 100 କୋଟି ।
  • କୃଷି ଗବେଷଣା 150କୋଟି । ପୂର୍ବ ବଜେଟରୁ 5 ଗୁଣା ଅଧିକ ।
  • ଜାତୀୟ ଉଦ୍ୟାନ 123 କୋଟି ।
  • ଖାଦ୍ୟ ପ୍ରକ୍ରିୟା କରଣ 60 କୋଟି ।
  • ଜଳସେଚନ 1 ଲକ୍ଷ ହେକ୍ଟର ଜମିରେ ।
  • କାଳିଆ ପାଇଁ 5115କୋଟି ଟଙ୍କା ଚାଷୀଙ୍କ ଖାତାକୁ ।
  • 12 ହଜାର କୋଟି ଜଳସଂଗ୍ରକ୍ଷଣ
  • ଜଳନିଧି 180 କୋଟି ଟଙ୍କା
  • ଡିପବୋରୱେଲ ସ୍କିମ୍ ଆଦି ପାଇଁ 360କୋଟି
  • 6ଟି ବୃହତ୍ତ ଜଳ ସେଚନା ପ୍ରକ୍ରିୟା
  • ଓଡିଶା ଦାରିଦ୍ର୍ୟର ମୁକ୍ତ
  • ଗ୍ରୀନକ୍ଲାଇମେଟ, ମନରେଗା ମିଳିତରେ 1 ହଜାର 98 କୋଟି ଟଙ୍କା
  • ଉଠା ଜଳସେଚନା 193 କୋଟି ଟଙ୍କା
  • କୃଷି କ୍ଷେତ୍ରରେ ଅଭିବୃଦ୍ଧି 3.6 କୋଟି
  • କୃଷିଋଣ ଛାଡ । ସୁଧରିହାତି 705କୋଟିର ରିହାତି ।
  • 15 ହଜାର କୋଟି ଆର୍ଥିକ ସହାୟତା ସମବାୟ ସମିତିକୁ
  • 106କୋଟି ମାଣ୍ଡିଆ ଚାଷ ବିକାଶ
  • 1,211କୋଟି ଟଙ୍କାମତ୍ସ୍ୟଚାଷ
  • 16କୋଟି ମାଛଚାଷ ଯୋଜନା
  • ମଧୁର ଜଳରେ ମତ୍ସ୍ୟଚାଷ 78 କୋଟି ଟଙ୍କା
  • ମତ୍ସ୍ୟ ପ୍ରଶିକ୍ଷଣ 6 କୋଟି
  • ନୀଳ ଯୋଜନା 106 କୋଟି ଟଙ୍କା
  • ଶ୍ବେତ ବିପଳ୍ପ 100କୋଟି ଟଙ୍କା
  • ଦୁଗ୍ଧ 5 ଲକ୍ଷ ଟଙ୍କାର ଡାଏରୀ
  • ପଶୁ ଚିକିତ୍ସା ପାଇଁ 18 କୋଟି

17:23 February 18

ଓଡିଶା ବଜେଟ 2020-21

ମୁଖ୍ୟମନ୍ତ୍ରୀଙ୍କ 5ଟି ଓ ମୋ ସରକାର ମନ୍ତ୍ର ଆମକୁ ପ୍ରେରଣା ଦେଇଛି । 8 ପ୍ରତିଶତ ରହିଛି ରାଜ୍ୟର ଅଭିବୃଦ୍ଧି । କୃଷି ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ । 7ରୁ 7.5 ମଧ୍ୟରେ ଅଭିବୃଦ୍ଧି ରହିବ 

17:22 February 18

ଓଡିଶା ବଜେଟ 2020-21

ଜେଣ୍ଡର ବଜେଟ ଓ କ୍ଲାଇମେଟ ବଜେଟ ସ୍ବତନ୍ତ୍ର ଭାବରେ ଉପସ୍ଥାପନ  

17:21 February 18

ଓଡିଶା ବଜେଟ 2020-21

ମହାତ୍ମାଗାନ୍ଧୀଙ୍କ 150ତମ ଜନ୍ମବାର୍ଷିକିକୁ ଶ୍ରଦ୍ଧାଞ୍ଜଳି ଦେଇ ଆରମ୍ଭ ହୋଇଛି ବଜେଟ ଉପସ୍ଥାପନା । ବିଜୁବାବୁଙ୍କ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି ।  ଅର୍ଥମନ୍ତ୍ରୀଙ୍କ ଅଭିଭାଷଣ, ସ୍ମାର୍ଟ ସିଟି, କ୍ରୀଡା ପାଇଁ ମାନଦଣ୍ଡ, ଜନକେନ୍ଦ୍ରିକ ଶାସକ, ନିର୍ବାଚନ ପାଇଁ ନୁହେଁ ପରିବର୍ତ୍ତନ ପାଇଁ ସଂଘର୍ଷ । 5ଟି ମନ୍ତ୍ର ମୋ ସରକାର ଜରିଆରେ ଶାସନ ପ୍ରକ୍ରିୟା । କୁନ୍ତଳା କୁମାରୀ ସାବତଙ୍କ କବିତା ପାଠ କରିଛନ୍ତି ନିରଞ୍ଜନ । ଇ-ପୁସ୍ତିକାର ଶୁଭାରମ୍ଭ । 

17:11 February 18

ଓଡିଶା ବଜେଟ 2020-21

ବାଚସ୍ପତିଙ୍କୁ ମଧ୍ୟ ପେନଡ୍ରାଇଭ ଦେଲେ ଅର୍ଥମନ୍ତ୍ରୀ । ଆଉ କିଛି ସମୟ ପରେ ଆରମ୍ଭ ହେବ ବଜେଟ ଉପସ୍ଥାପନା 

17:09 February 18

ଓଡିଶା ବଜେଟ 2020-21

ସ୍ବତନ୍ତ୍ର ଆପ୍ ‘ଓଡିଶା ବଜେଟ’ ମାଧ୍ୟମରେ ସାଧାରଣ ଲୋକ ବି ବଜେଟ ଦେଖିପାରିବେ । 

17:06 February 18

ଓଡିଶା ବଜେଟ 2020-21

ଏଥର ବହି ବଦଳରେ ପେନଡ୍ରାଇଭରେ ବଜେଟ । ମୁଖ୍ୟମନ୍ତ୍ରୀଙ୍କୁ ପେନ ଡ୍ରାଇଭ ଦେଲେ ଅର୍ଥମନ୍ତ୍ରୀ । ପେନଡ୍ରାଇଭ ସହ ଟ୍ୟାବ ମଧ୍ୟ ପ୍ରଦାନ କଲେ । 

17:02 February 18

ଓଡିଶା ବଜେଟ 2020-21

ପ୍ରଥମ ଥର ଆଇପ୍ୟାଡ୍ ଧରି ବଜେଟ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ । ପେପରଲେସକୁ ନବୀନ ସରକାରଙ୍କ ଗୁରୁତ୍ବ...

14:53 February 18

ଓଡିଶା ବଜେଟ 2020-21

ବିଧାନସଭା ମୁଲତବୀ । ବସ୍‌ ଟ୍ରାଜେଡି ନେଇ ମୁଲତବୀ ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ବାଚସ୍ପତି | ଗୃହ କାର୍ଯ୍ୟ ୪ଟା ଯାଏ ମୁଲତବୀ କଲେ ବାଚସ୍ପତି...

11:36 February 18

ଓଡିଶା ବଜେଟ 2020-21

 ଆଉ କିଛି ସମୟ ପରେ ରାଜ୍ୟ ସରକାର 2020-21 ଆର୍ଥିକ ବର୍ଷ ପାଇଁ  ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଜେଡି ସରକାରର ପଞ୍ଚମ ପାଳିର ଦ୍ବିତୀୟ ବଜେଟ ଗୃହରେ ଆଗତ କରିବେ । ଭିତ୍ତିଭୂମି, ଶିକ୍ଷା, ଜଳସେଚନ, ମହିଳା, ସାମାଜିକ ବିକାଶ, ରୋଜଗାର ସୃଷ୍ଟି ସହ ଖାସ କରି କାଳିଆ ଯୋଜନାକୁ ନେଇ ସରକାର କେଉଁ ନୂଆ ପଦକ୍ଷେପ ଆଣିବେ ସେ ନେଇ ଚାଷୀଙ୍କ ଧ୍ୟାନ ରହୁଥିବା ବେଳେ । 5T ଓ ମୋ ସରକାର ଉପରେ ରହିବ ନଜର...

Last Updated : Feb 18, 2020, 8:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.