ETV Bharat / city

ନିର୍ବାଚନ ଆସିଲେ ଅନେକ ଘୋଷଣା ହୁଏ: ଗୋଲକ - urban development

ବର୍ଷାରେ ବିଭିନ୍ନ ସହରାଞ୍ଚଳର କ୍ଷତିଗ୍ରସ୍ତ ରାସ୍ତା ହେବ ମରାମତି । ଏନେଇ ୫୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା ଆଜି କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏହି ଘୋଷଣା ପରେ ସରକାରଙ୍କୁ କଡା ସମାଲୋଚନା କରିଛି ରାଜ୍ୟ ବିଜେପି । ଅଧିକ ପଢନ୍ତୁ

ଗୋଲକ
ଗୋଲକ
author img

By

Published : Nov 20, 2021, 10:09 PM IST

ଭୁବନେଶ୍ବର: ବର୍ଷାରେ ବିଭିନ୍ନ ସହରାଞ୍ଚଳର କ୍ଷତିଗ୍ରସ୍ତ ରାସ୍ତା ହେବ ମରାମତି । ଏନେଇ ୫୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା ଆଜି କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି ରାଜ୍ୟ ବିଜେପି ।

ନିର୍ବାଚନ ଆସିଲେ ଏମିତି ଅନେକ ଘୋଷଣା ହୁଏ... ତାପରେ: ଗୋଲକ

ଆଜି ଦଳୀୟ କାର୍ଯ୍ୟାଳୟରେ ପ୍ରେସମିଟ କରି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ନବୀନ ବାବୁ ଶାସନରେ ଆସିବା ଦିନଠୁ ବର୍ଷା ଜଳ ପାଇଁ ଟଙ୍କା ଘୋଷଣା ହେଉଛି । ଏହି ସରକାର ଘୋଷଣା ସର୍ବସ୍ବ ସରକାର । ଏଠି କିଛି କାର୍ଯ୍ୟକାରୀ ହୁଏ ନାହିଁ । ନିର୍ବାଚନ ପୂର୍ବରୁ ଏମିତି ଅନେକ ଘୋଷଣା କରନ୍ତି ସରକାର। କିଛି ପଟ୍ଟା ବାଣ୍ଟନ୍ତି କିଛି ଜମି ବାଣ୍ଟନ୍ତି । ନିର୍ବାଚନ ଜିତିବା ପାଇଁ ସରକାର ସବୁ ଦେଖାଇ ଦେବେ ପରେ କିଛି କରିବେ ନାହିଁ ।

ବର୍ତ୍ତମାନ ବାଣ୍ଟୁଥିବା ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ, ତାଙ୍କର ନିର୍ବାଚନ ପୁସିଂ କାର୍ଡ ବୋଲି ଗୋଲୋକ ମହାପାତ୍ର କଟାକ୍ଷ କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.