ETV Bharat / city

ଅନଲାଇନରେ ହେବ ନବମ-ଏକାଦଶ ପରୀକ୍ଷା

ରାଜ୍ୟରେ କୋରୋନା ମହାମାରୀ ଭୟ ରହିଥିବା ବେଳେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ଅନଲାଇନ ମାଧ୍ୟମରେ ପରୀକ୍ଷା କରିବାକୁ ନେଇ ଏସଆରସି ଅନୁମତି ଦେଇଛନ୍ତି । ଅଧିକ ପଢନ୍ତୁ...

ନବମ ଓ ଏକାଦଶ ଅନଲାଇନ ପରୀକ୍ଷା ପାଇଁ ଏସଆରସିଙ୍କ ଅନୁମତି

author img

By

Published : Feb 27, 2021, 10:07 PM IST

ଭୁବନେଶ୍ବର: ନବମ ଓ ଏକାଦଶ ଅନଲାଇନ ପରୀକ୍ଷା ପାଇଁ ଏସଆରସିଙ୍କ ଅନୁମତି । ରାଜ୍ୟରେ କୋରୋନା ମହାମାରୀ ଭୟ ରହିଥିବା ବେଳେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ଅନଲାଇନ ମାଧ୍ୟମରେ ପରୀକ୍ଷା କରିବାକୁ ନେଇ ଏସଆରସି ଅନୁମତି ଦେଇଛନ୍ତି।

ପୂର୍ବରୁ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲା ରହିଛି। ସ୍ଥିତି ଦେଖି ଅନଲାଇନ ପରୁକ୍ଷା ଅନୁମତି ଦେଇପାରିବ ଶିକ୍ଷା ବିଭାଗ। ଅଭିଭାବକଙ୍କ ସହମତିରେ କରାଯାଇପାରିବ ଅନଲାଇନ ପରୀକ୍ଷା। ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ଶ୍ରେଣୀକୁ ହୋଇପାରିବେ ଉର୍ତ୍ତୀର୍ଣ୍ଣ। ସରକାରୀ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଷ୍ଟାଣ୍ଡାର୍ଡ 9 ଏବଂ ଷ୍ଟାଣ୍ଡାର୍ଡ 11 ପାଇଁ ଶ୍ରେଣୀକୁ ଅନୁମତି ଦେଇପାରିବ ଶିକ୍ଷା ବିଭଗା।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.