ETV Bharat / city

ନଭେମ୍ବର 4 ସୁଦ୍ଧା ଦାଖଲ ହେବ ରାଜ୍ୟରେ ବର୍ଷାଜନିତ କ୍ଷୟକ୍ଷତି ରିପୋର୍ଟ - ରାଜ୍ୟରେ ବର୍ଷାଜନିତ କ୍ଷୟକ୍ଷତି ଆକଳନ

ରାଜ୍ଯରେ ବର୍ଷାଜନିତ କ୍ଷୟକ୍ଷତି ଆକଳନ କରିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲାପାଳଙ୍କୁ ପଠାଇଛନ୍ତି ଚିଠି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 26, 2019, 3:09 PM IST

ଭୁବନେଶ୍ବର: ବିଗତ ତିନି ଦିନ ଅର୍ଥାତ ଅକ୍ଟୋବର 23ରୁ 25 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଥିଲା ପ୍ରବଳ ବର୍ଷା । ଏଥିରେ ଅନେକ କ୍ଷୟକ୍ଷତି ହୋଇଥିବାବେଳେ ଏହାର ଆକଳନ କରି ନଭେମ୍ବର 4 ସୁଦ୍ଧା ଏହାର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ।

src letter to collectors, rain damage report in odisha, rain in odisha, ରାଜ୍ୟରେ ବର୍ଷା, ରାଜ୍ୟରେ ବର୍ଷାଜନିତ କ୍ଷୟକ୍ଷତି ଆକଳନ, ବର୍ଷା ଜନିତ କ୍ଷୟକ୍ଷତି ଆକଳନ ରିପୋର୍ଟ
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
src letter to collectors, rain damage report in odisha, rain in odisha, ରାଜ୍ୟରେ ବର୍ଷା, ରାଜ୍ୟରେ ବର୍ଷାଜନିତ କ୍ଷୟକ୍ଷତି ଆକଳନ, ବର୍ଷା ଜନିତ କ୍ଷୟକ୍ଷତି ଆକଳନ ରିପୋର୍ଟ
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ମୁତାବକ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାଜନିତ କ୍ଷୟକ୍ଷତି ଆକଳନ କରିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖଛନ୍ତି । ଯେଉଁଥିରେ 4 ନଭେମ୍ବର ସୁଦ୍ଧା ସମସ୍ତ କ୍ଷୟକ୍ଷତିର ଆକଳନ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ରିପୋର୍ଟ ଆଧାରରେ ଜିଲ୍ଲାମାନଙ୍କୁ ସହାୟତା ରାଶି ଯୋଗାଇବା ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

D

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.