ETV Bharat / city

ଭିଡ ଏଡାଇବାକୁ ପୂର୍ବତଟ ରେଳପଥରୁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍ - ପୂର୍ବତଟ ରେଳପଥ ରୁ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ୱର-ଧାନବାଦ୍ ଏବଂ ପୁରୀ-ପାଟନା ସ୍ୱତନ୍ତ୍ର ଟ୍ରେନର ସେବା ବୃଦ୍ଧି । ପୁରୀ ଏବଂ ସିଆଲଦା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ । ଅଧିକ ପଢନ୍ତୁ

ପୂର୍ବତଟ ରେଳପଥରୁ ସ୍ୱତନ୍ତ୍ର ଟ୍ରେନ୍
ପୂର୍ବତଟ ରେଳପଥରୁ ସ୍ୱତନ୍ତ୍ର ଟ୍ରେନ୍
author img

By

Published : Sep 23, 2022, 9:49 AM IST

ଭୁବନେଶ୍ବର: ପୂର୍ବତଟ ରେଳପଥରୁ ସ୍ବତନ୍ତ୍ର ଟ୍ରେନ୍ । ରେଳ ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡ ଏଡ଼ାଇବା ପାଇଁ ପୂର୍ବତଟ ରେଳ ପରିସୀମା ମଧ୍ୟ ଦେଇ ଚଳାଚଳ ହେବ । ଏହା ମଧ୍ୟରୁ ଛାଡୁଥିବା ନିମ୍ନଲିଖିତ ଅନୁଯାୟୀ କିଛି ସ୍ବତନ୍ତ୍ର ଟ୍ରେନର ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।

ତେବେ ସ୍ବତନ୍ତ୍ର ଟ୍ରେନର ସେବା ବୃଦ୍ଧି ହୋଇଛି । ଭୁବନେଶ୍ବର ଠାରୁ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଦିନ ସନ୍ଧ୍ୟା 8 ଘ. 25 ମି.ରେ ଛାଡୁଥିବା 02832 ଭୁବନେଶ୍ବର-ଧାନବାଦ୍ ସ୍ପେଶାଲ ଏକ୍ସପ୍ରେସ 30 ଡିସେମ୍ବର 2022 ପର୍ଯ୍ୟନ୍ତ ଚଳାଚଳ କରିବ । ସେହିପରି ଫେରିବା ମାର୍ଗରେ ଧାନବାଦ୍ ଠାରୁ ପ୍ରତ୍ୟେକ ବୁଧବାର, ଶନିବାର ଏବଂ ସୋମବାର ଦିନ ଅପରାହ୍ନ 4 ଘଟିକାରେ ଛାଡୁଥିବା 02831 ଧାନବାଦ୍-ଭୁବନେଶ୍ବର ସ୍ପେଶାଲ ଏକ୍ସପ୍ରେସ 31 ଡିସେମ୍ବର 2022 ପର୍ଯ୍ୟନ୍ତ ଚଳାଚଳ କରିବ ।

ପୁରୀରୁ ପ୍ରତ୍ୟେକ ଶନିବାର ଦିନ ଅପରାହ୍ନ 2ଘ. 55 ମି.ରେ ଛାଡୁଥିବା 08439 ପୁରୀ-ପାଟନା ସ୍ପେଶାଲ ଏକ୍ସପ୍ରେସ 26.11.2022 ପର୍ଯ୍ୟନ୍ତ ଚଳାଚଳ କରିବ । ଫେରିବା ମାର୍ଗରେ ପାଟନା ଠାରୁ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ 1ଘ. 30ମି.ରେ ଛାଡୁଥିବା 08440 ପାଟନା-ପୁରୀ ସ୍ପେଶାଲ ଏକ୍ସପ୍ରେସ 27.11.2022 ପର୍ଯ୍ୟନ୍ତ ଚଳାଚଳ କରିବ ।

ପୁରୀ ଏବଂ ସିଆଲଦା (କୋଲକାତା) ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍ । ଅକ୍ଟୋବର ମାସ ପହିଲା ଠାରୁ ୨୯ ତାରିଖ ପର୍ଯ୍ୟନ୍ତ 03101 ସିଆଲଦା-ପୁରୀ ସ୍ପେଶାଲ ଏକ୍ସପ୍ରେସ ସିଆଲଦାରୁ ପ୍ରତ୍ୟକ ଶନିବାର ଦିନ ରାତ୍ରି 11ଘ.50ମି.ରେ ପୁରୀକୁ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ପୁରୀରୁ 03102 ପୁରୀ-ସିଆଲଦା ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ 3ଘ.50ମି.ରେ ଛାଡି ସିଆଲଦା ଯାତ୍ରା କରିବ ।

ପୁରୀ ଏବଂ ପାଟନା ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍ 03230 ପାଟନା-ପୁରୀ ବିଶେଷ ଟ୍ରେନ 27 ଅକ୍ଟୋବର ରୁ 10 ନଭେମ୍ବର 2022 ମଧ୍ୟରେ ପାଟନା ଠାରୁ ପ୍ରତି ଗୁରୁବାର ପୂର୍ବାହ୍ନ 8 ଘ.45 ମି.ରେ ଛାଡି ପୁରୀ ଯାତ୍ରା କରିବ । ଫେରିବା ମାର୍ଗରେ 03229 ପୁରୀ-ପାଟନା ବିଶେଷ ଟ୍ରେନ 28 ଅକ୍ଟୋବରରୁ 11 ନଭେମ୍ବର 2022 ମଧ୍ୟରେ ପୁରୀ ଠାରୁ ପ୍ରତି ଶୁକ୍ରବାର ଅପରାହ୍ନ 2 ଘ.55 ମି.ରେ ଛାଡି ପାଟନା ଯାତ୍ରା କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.