ETV Bharat / city

ଦଲାଲ ମୁକ୍ତ ହେବ କ୍ୟାପିଟାଲ ହସ୍ପିଟାଲ, ଗଠନ ହେବ ସ୍ପେଶାଲ ଟିମ୍ - capital hospital

ଧରାପଡ଼ିବେ ଦଲାଲ । ଶୋଷଣର ଶିକାର ହେବେ ନାହିଁ ରୋଗୀ । କ୍ୟାପିଟାଲ ହସ୍ପିଟାଲରେ ରାଜ କରୁଥିବା ଦଲାଲୀଙ୍କୁ ଧରିବା ପାଇଁ ଗଠନ ହେବ ସ୍ବତନ୍ତ୍ର ସ୍କ୍ବାର୍ଡ଼ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର
author img

By

Published : Sep 14, 2019, 8:24 PM IST

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବା ରୋଗୀ ଏଥର ଦଲାଲଙ୍କ ଶିକାର ହେବେ ନାହିଁ । କ୍ୟାପିଟାଲ ହସ୍ପିଟାଲ ପରିସରରେ ବୁଲୁଥିବା ଠକଙ୍କୁ ସାବାଡ଼ କରିବା ପାଇଁ ଗଠନ ହେବ ସ୍ବତନ୍ତ ସ୍କ୍ବାର୍ଡ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ଏହି ସ୍କ୍ବାର୍ଡ ସାଧାରଣ ଲୋକମାନଙ୍କ ସହ ରହି ଦଲାଲଙ୍କ ହାବ ଭାବ ପରଖିବେ । ଏହି ଅଧିକାରୀ ଦଲାଲଙ୍କୁ ଚିହ୍ନଟ କରିବା ପରେ ଏକ ସ୍ପେଶାଲ ଟିମ ସେମାନଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିବେ । ଦଲାଲ ମାନେ ହସ୍ପିଟାଲ ଭିତରେ ବିଭିନ୍ନ ଅପ୍ରୀତିକର କାର୍ଯ୍ୟକଳାପ କରୁଥିବା ଓ ସାଧାରଣ ରୋଗୀଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଠକି ନେଇଥାନ୍ତି ।

ଏନେଇ ଏକ ନିଷ୍ପତ୍ତି ହୋଇଥିବା କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଅଶୋକ କୁମାର ପଟ୍ଟନାୟକ କହିଛନ୍ତି । ହସ୍ପିଟାଲକୁ ସମ୍ପୂର୍ଣ୍ଣ ରୂପେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇଦିଆଯିବ । ଯେପରି କୌଣସି ରୋଗୀ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଏଥିସହ ମେଡ଼ିକାଲର ସୁରକ୍ଷା ସମ୍ପର୍କରେ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଥିବା ନିର୍ଦ୍ଦେଶକ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
କ୍ୟାପିଟାଲ ହସ୍ପିଟାଲ ହେବ ଦଲାଲ ମୁକ୍ତ । ଗଠନ ହେବ ସ୍ୱତନ୍ତ୍ର ସ୍କୁଆଡ଼।

କ୍ୟାପିଟାଲ ହସ୍ପିଟାଲରେ ରୋଗୀ ଏଥର ଦଲାଲ ଙ୍କ ସିକାର ହେବେ ନାହିଁ। କ୍ୟାପିଟାଲ ହସ୍ପିଟାଲ ପରିସରରେ ବୁଲୁଠୁବା ଦଲାଲ ଙ୍କୁ ସାବାଡ଼ କରିବା ପାଇଁ ଗଠନ ହେବ ସ୍ବତନ୍ତ ସ୍କୁଆଡ଼।

Body:

ଏହି ସ୍କୁଆଡ଼ ସାଧାରଣ ଲୋକମାନଙ୍କ ସହ ରହି ଦଲାଲ ଙ୍କ ହାବିଭାବ ପରଖିବେ। ସେମାନନେ ଦଲାଲ ଙ୍କୁ ଚିହ୍ନଟ କରିବା ପରେ ଏକ ସ୍ପେଶାଲ ଟିମ ସେମାଙ୍କୁ ଧରି ପୋଲିସ କୁ ଦେବ। ଦଲାଲ ମନେ ହସ୍ପିଟାଲ ଭିତରେ ବିଭିନ୍ନ ଅପ୍ରୀତିକର କାର୍ଯ୍ୟକଳାପ କରୁଥିବା ଓ ସାଧାରଣ ରୋଗୀ ଙ୍କ ଠାରୁ ମୋଟ ଅଙ୍କର ଟଙ୍କା ନେଇବା ସହ ଦଳାଳିଗିରି ଜରିଥାନ୍ତି। ଏ ନେଇ ଏକ ନିଷ୍ପତି ହୋଇଥିବା କ୍ୟାପିଟାଲ ହସ୍ପିଟାଲ ର ନିର୍ଦେଶକ ଅଶୋକ କୁମାର ପଟ୍ଟନାୟକ କହିଛନ୍ତି। କ୍ୟାପିଟାଲ ହସ୍ପିଟାଲ କୁ ସମ୍ପୂର୍ଣ ରୂପେ ତ୍ରିସ୍ଥରୀୟ ଭାବରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଯେପରି କି କୌଣସି ରୋଗୀ ଅସୁବିଧାର ସମ୍ମୁଖିନ ହେବେ ନାହିଁ। ଏଥି ସହ ହସ୍ପିଟାଲ ର ସୁରକ୍ଷାରେ ସମ୍ପର୍କରେ କର୍ତ୍ତୃପକ୍ଷ ନିଷ୍ପତି ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଥିବା ନିର୍ଦେଶକ କହିଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.