ETV Bharat / city

ପବିତ୍ର ମହାଳୟା: ପିତୃପୁରୁଷଙ୍କ ପିଣ୍ଡଦାନ ପାଇଁ ବିନ୍ଦୁସାଗରରେ ପ୍ରବଳ ଭିଡ - ପିତୃପୁରୁଷଙ୍କ ପିଣ୍ଡଦାନ ପାଇଁ ବିନ୍ଦୁସାଗରରେ ପ୍ରବଳ ଭିଡ

ପବିତ୍ର ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କ ପିଣ୍ଡଦାନ ପାଇଁ ରାଜଧାନୀ ଭୁବନେଶ୍ବରସ୍ଥିତ ବିନ୍ଦୁସାଗରରେ ପ୍ରବଳ ଭିଡ ପରିଲକ୍ଷିତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଫଟୋ ସୌଜନ୍ୟ: ପ୍ରତିନିିଧି, ଭୁବନେଶ୍ବର
author img

By

Published : Sep 28, 2019, 1:16 PM IST

ଭୁବନେଶ୍ବର: ଶୁକ୍ରବାର ପବିତ୍ର ମହାଳୟା ଅମାବାସ୍ୟା । ଆଶ୍ବିନ ମାସ କୃଷ୍ଣ ପକ୍ଷରେ ଏହି ପର୍ବ ପଡିଥାଏ । ବିଶ୍ବାସ ରହିଛି ମହାଳୟା ତିଥିରେ ପିଣ୍ଡଦାନ କଲେ ପିତୃପୁରୁଷଙ୍କ ଆଶୀର୍ବାଦ ମିଳିଥାଏ । ହିନ୍ଦୁ ଧାର୍ମିକ ସାମାଜିକ ପରମ୍ପରାରେ ମଉଳା ଶ୍ରାଦ୍ଧ ବା ମହାଳୟା ଶ୍ରାଦ୍ଧ ଭାବେ ଏହି ପର୍ବ ବେଶ ଜଣାଶୁଣା । ଏହି ଅବସରରେ ରାଜଧାନୀ ଭୁବନେଶ୍ବରସ୍ଥିତ ବିନ୍ଦୁସାଗରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିିଧି, ଭୁବନେଶ୍ବର

ପରମ୍ପରା ଅନୁସାରେ ସମସ୍ତ ନିଜ ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି । କିଏ କଦଳୀ ଚୁଡାରେ ପିଣ୍ଡଦାନ କରୁଛି ତ ଆଉ କିଏ ନିଜର ପୂର୍ବପୁରୁଷଙ୍କ ଇଚ୍ଛା କରୁଥିବା ଜିନିଷ ବ୍ରାହ୍ମଣଙ୍କୁ ଦାନ ଦେଇ ପୁଣ୍ୟ ଅର୍ଜନ କରୁଛି । ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଆସି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଏଠାରେ ପିଣ୍ଡଦାନ କରିବା ବହୁ ପୁରାତନ ପରମ୍ପରା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ପବିତ୍ର ମହାଳୟା ପର୍ବ ରେ ଭୁବନେଶ୍ୱର ବିନ୍ଦୁସାଗର ରେ ପ୍ରବଳ ଭିଡ

ଆଜି ହେଉଛି ପବିତ୍ର ମହାଳୟା ପର୍ବ, ପିତୃ ପୁରୁଷ ଙ୍କ ପାଇଁ ପିଣ୍ଡଦାନ ର ପର୍ବ। ଏଥି ପାଇଁ ରାଜଧାନୀ ର ଭୁବନେଶ୍ୱର ସ୍ଥିତ ବିନ୍ଦୁସାଗର ରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଭାଦ୍ରବ ମାସ କୃଷ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ 15 ଦିନ ହେଉଛି ପିତୃପକ୍ଷ , ହିନ୍ଦୁ ଶାସ୍ତ୍ର ରେ ବିଶ୍ୱାସ ରହିଛି ଆଜିର ଦିନ ରେ ଯଦି ନିଜର ପିତୃ ପୁରୁଷ ଙ୍କୁ ପିଣ୍ଡଦାନ କରା ଯାଏ ତେବେ ପୂର୍ଣ ଅର୍ଜନ ହେବା ସହ ପିତୃ ପୁରୁଷ ଶାନ୍ତି ପାଇ ଥାନ୍ତି। କିଏ କଦଳୀ ଚୁଡା ରେ ପିଣ୍ଡ ଦାନ କରେ ତ ଆଉ କିଏ ନିଜର ପୂର୍ବ ପୁରୁଷ ଙ୍କ ଇଚ୍ଛା କରୁଥିବା ଜିନିଷ ବ୍ରହ୍ମଣ କୁ ଦାନ ଭାବରେ ଦେଇ ଥାଏ।

Body:ପବିତ୍ର ମହାଳୟା ପର୍ବ ରେ ଭୁବନେଶ୍ୱର ବିନ୍ଦୁସାଗର ରେ ପ୍ରବଳ ଭିଡ

ଆଜି ହେଉଛି ପବିତ୍ର ମହାଳୟା ପର୍ବ, ପିତୃ ପୁରୁଷ ଙ୍କ ପାଇଁ ପିଣ୍ଡଦାନ ର ପର୍ବ। ଏଥି ପାଇଁ ରାଜଧାନୀ ର ଭୁବନେଶ୍ୱର ସ୍ଥିତ ବିନ୍ଦୁସାଗର ରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଭାଦ୍ରବ ମାସ କୃଷ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ 15 ଦିନ ହେଉଛି ପିତୃପକ୍ଷ , ହିନ୍ଦୁ ଶାସ୍ତ୍ର ରେ ବିଶ୍ୱାସ ରହିଛି ଆଜିର ଦିନ ରେ ଯଦି ନିଜର ପିତୃ ପୁରୁଷ ଙ୍କୁ ପିଣ୍ଡଦାନ କରା ଯାଏ ତେବେ ପୂର୍ଣ ଅର୍ଜନ ହେବା ସହ ପିତୃ ପୁରୁଷ ଶାନ୍ତି ପାଇ ଥାନ୍ତି। କିଏ କଦଳୀ ଚୁଡା ରେ ପିଣ୍ଡ ଦାନ କରେ ତ ଆଉ କିଏ ନିଜର ପୂର୍ବ ପୁରୁଷ ଙ୍କ ଇଚ୍ଛା କରୁଥିବା ଜିନିଷ ବ୍ରହ୍ମଣ କୁ ଦାନ ଭାବରେ ଦେଇ ଥାଏ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.