ETV Bharat / city

ମହାଶିବରାତ୍ରୀରେ ମହାଅଭିଶପ୍ତ କେତକୀର ଦାମ ଦେଢ଼ଶହ ଟଙ୍କା

ମହାଶିବରାତ୍ରୀରେ ଅର୍ଥାତ ଜାଗରରେ ଶିବଙ୍କୁ ବେଲପତ୍ର, କ୍ଷୀର, କେତକୀ, ଦୁଦୁରା ଓ ପଦ୍ମ ଫୁଲ ଚଢାଯାଇଥାଏ । ବିଶ୍ବାସର ଭକ୍ତ ତା ମନର କଥାକୁ ମହାପ୍ରଭୁଙ୍କ ଜଣାଇବା ପାଇଁ ବିଶେଷ ଭାବେ ଆଜିର ଦିନରେ କେତକୀ ଓ ଦୁଦୁରା ଫୁଲ ଚଢ଼ାଇଥାନ୍ତି । ଅଧିକ ପଢନ୍ତୁ

special flowers ketaki price hike as devotees demand on Mahashivratri
ମହାଶିବରାତ୍ରୀରେ ମହାଅଭିଶପ୍ତ କେତକୀର ଦାମ ଦେଢ଼ଶହ ଟଙ୍କା
author img

By

Published : Mar 1, 2022, 9:24 PM IST

ଭୁବନେଶ୍ବର: ମହାଶିବରାତ୍ରୀରେ ମହାଅଭିଶପ୍ତ କେତକୀର ଦାମ ଦେଢ଼ଶହ ଟଙ୍କା ହୋଇଛି । ମହାଶିବରାତ୍ରୀରେ ଅର୍ଥାତ ଜାଗରରେ ଶିବଙ୍କୁ ବେଲପତ୍ର, କ୍ଷୀର, କେତକୀ, ଦୁଦୁରା ଓ ପଦ୍ମ ଫୁଲ ଛଢାଯାଇଥାଏ । ବିଶ୍ବାସର ଭକ୍ତ ତା ମନର କଥାକୁ ମହାପ୍ରଭୁଙ୍କ ଜଣାଇବା ପାଇଁ ବିଶେଷ ଭାବେ ଆଜିର ଦିନରେ କେତକୀ ଓ ଦୁଦୁରା ଫୁଲ ଚଢ଼ାଇଥାନ୍ତି ।

ଏହାମଧ୍ୟ ପଢନ୍ତୁ: MahaShivratri: ଶିବରାତ୍ରିରେ କାହିଁକି ରଖାଯାଏ ଉପବାସ ? ଜାଣନ୍ତୁ

କାରଣ ଏହି ଦୁଇଟି ଫୁଲ ଭାରି ପ୍ରିୟ ମହାଦେବଙ୍କର। ଖାଲି ସେତିକି ନୁହେଁ ବିଶେଷ ଭାବେ ମହାଅଭିଶପ୍ତ ଥିଲା କେତକୀ ଫୁଲ, ସେଥିପାଇଁ ସେ ବର ଲାଭ କରିଥିଲା ଯେ ଶିବଙ୍କ ମସ୍ତକରେ ଶୋଭାପାଇବ । ଆଉ ଆଜିର ଦିନରେ ବର୍ଷକରେ ଥରେ ଲିଙ୍ଗରାଜ ମହାପ୍ରଭୁଙ୍କ ମସ୍ତକରେ ଚଢ଼ାଯାଏ କେତକୀ ଫୁଲ। କାରଣ କାଲିକୁ ଆଉ ଏହି ଫୁଲ ଚଢାଯାଇପାରିବନି ।

ତେଣୁ ଯେତେ ଦାମ ହେଉନା କାହିଁକି ଭକ୍ତ କେତକୀ ଫୁଲ ଶିବଙ୍କ ମୁଣ୍ଡରେ ଚଢ଼ାଇଥାଏ । ଆଶୀର୍ବାଦ ପ୍ରାପ୍ତ ଲାଗି ଏହାକୁ ନେଇ କେତକୀର ଭାଉ ଆଜି ବେଶ ଅଧିକ । ଗୋଟେ କେତକୀର ଦାମ ୧୫୦ ଟଙ୍କା । ସେହିପରି ମହାଶିବଲିଙ୍ଗରେ ଅରଖ ଫୁଲ ମଧ୍ୟ ଚଢାଇଥାନ୍ତି ଭକ୍ତ। ତେବେ ଦୁଦୁରା ଗୋଟାକୁ ୧ଟଙ୍କା ଥିବା ଓ ପଦ୍ମ ଫୁଲ ୩୦ ଟଙ୍କା ରହିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.