ETV Bharat / city

ଦକ୍ଷିଣ-ପଶ୍ଚିମ ମୁହାଁ ଲଘୁଚାପ, ଏଣିକି ରାଜ୍ୟରେ ଶୁଖିଲା ରହିବ ପାଗ - ଭୁବନେଶ୍ବର ଖବର

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଲଘୁଚାପ ବଳୟଟି ଏବେ ଦକ୍ଷିଣ-ପଶ୍ଚିମ ମୁହାଁ ହୋଇଛି । ଆଉ ଏହାର ପ୍ରଭାବରେ ଓଡିଶା ଉପରେ ଆଉ ଏହାର ପ୍ରଭାବ ରହିବ ନାହିଁ । ଅଧିକ ପଢନ୍ତୁ...

ଦକ୍ଷିଣ-ପଶ୍ଚିମ ମୁହାଁ ଲଘୁଚାପ, ଏଣିକି ରାଜ୍ୟରେ ଶୁଖିଲା ରହିବ ପାଗ

author img

By

Published : Aug 28, 2020, 10:20 PM IST

ଭୁବନେଶ୍ବର: ବଦଳିଲା ପାଣିପାଗର ମିଜାଜ, ଏଣିକି ପାଗ ଶୁଖିଲା ରହିବ । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଦକ୍ଷିଣ ପଶ୍ଚିମ ମୁହାଁ ହୋଇଛି । ଆସନ୍ତା ୩ ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ନାହିଁ ।

ଦକ୍ଷିଣ-ପଶ୍ଚିମ ମୁହାଁ ଲଘୁଚାପ, ଏଣିକି ରାଜ୍ୟରେ ଶୁଖିଲା ରହିବ ପାଗ
ଦକ୍ଷିଣ-ପଶ୍ଚିମ ମୁହାଁ ଲଘୁଚାପ, ଏଣିକି ରାଜ୍ୟରେ ଶୁଖିଲା ରହିବ ପାଗ

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଲଘୁଚାପ ବଳୟଟି ଏବେ ଦକ୍ଷିଣ-ପଶ୍ଚିମ ମୁହାଁ ହୋଇଛି । ଆଉ ଏହାର ପ୍ରଭାବରେ ଓଡିଶା ଉପରେ ଆଉ ଏହାର ପ୍ରଭାବ ରହିବ ନାହିଁ ।

ସେହିପରି ଆସନ୍ତା ୨୪ ଘଣ୍ଟା ଅର୍ଥାତ୍ ୨୯ ତାରିଖ ଶନିବାର ରାଜ୍ୟରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର କିଛି ଅଞ୍ଚଳରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ଅନୁମାନ କରାଯାଉଛି। ଯଦିଓ ଏବେ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ନାହିଁ। ଫଳରେ ଉପକୂଳ ଓଡ଼ିଶା ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଟବର୍ତ୍ତୀ ଅଞ୍ଚଳରେ ପବନର ବେଗ ୪୦ ରୁ ୫୦ କିମି ବେଗରେ ବହିବାର ସମ୍ଭାବନା ରହିଛି । ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ଗତ ୨୪ ଘଣ୍ଟା ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାର ପ୍ରାୟ ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି। ବରଗଡ଼ ଜିଲ୍ଲା ସୋହେଲାରେ ସର୍ବାଧିକ ୧୬୮ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ବରପାଲିରେ ୧୩୭ ମିମି, ବରଗଡ଼ ଗାଈସିଲେଟରେ ୧୧୩.୨ମିମି, ବରଗଡ଼ରେ ୧୦୪.୦ମିମି, ପାଇକମାଳରେ ୮୫.୬ମିମି ବର୍ଷା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.