ETV Bharat / city

ସାଉଥ ସିଟି ହୋଟେଲର ବାର ଲାଇସେନ୍ସ ରଦ୍ଦ, ସାମ୍ବାଦିକ ନବୀନଙ୍କ ପୁଅ ହତ୍ୟାକାଣ୍ଡ ପରେ ଥିଲା ଚର୍ଚ୍ଚାରେ - ହୋଟେଲ ସାଉଥ ସିଟି ବାର ଲାଇସେନ୍ସ ରଦ୍ଦ

ତୋମାଣ୍ଡୋରେ ଥିବା ସାଉଥ୍‌ ସିଟି ହୋଟେଲର ବାର୍‌ ଲାଇସେନ୍ସ ରଦ୍ଦ ହେଲା । ଏହାକୁ ନେଇ ଅବକାରୀ କମିଶନରଙ୍କୁ ଚିଠି ଲେଖିଛି ଅବକାରୀ ବିଭାଗର ସଚିବ ମୁରଲୀଧର ଜେନା । ଅଧିକ ପଢ଼ନ୍ତୁ

କ୍ୟାନ୍ସଲ୍‌ ହେଲା ସାଉଥ ସିଟି ହୋଟେଲର ବାର ଲାଇସେନ୍ସ

author img

By

Published : Dec 16, 2021, 7:50 PM IST

ଭୁବନେଶ୍ବର: ତୋମାଣ୍ଡୋରେ ଥିବା ସାଉଥ୍‌ ସିଟି ହୋଟେଲର ବାର୍‌ ଲାଇସେନ୍ସ ରଦ୍ଦ ହେଲା । ଏହାକୁ ନେଇ ଅବକାରୀ କମିଶନରଙ୍କୁ ଚିଠି ଲେଖିଛି ଅବକାରୀ ବିଭାଗର ସଚିବ ମୁରଲୀଧର ଜେନା । ସାଉଥ୍‌ ସିଟି ହୋଟେଲ ବାର୍‌ ଲାଇସନ୍ସ ପଦ୍ମାବତୀ ଜେନାଙ୍କ ନାମରେ ରହିଚି । ଏହି ଲାଇସେନ୍ସ ବାତିଲ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି ।

କ୍ୟାନ୍ସଲ୍‌ ହେଲା ସାଉଥ ସିଟି ହୋଟେଲର ବାର ଲାଇସେନ୍ସ
କ୍ୟାନ୍ସଲ୍‌ ହେଲା ସାଉଥ ସିଟି ହୋଟେଲର ବାର ଲାଇସେନ୍ସ

ବହୁ ଚର୍ଚ୍ଚିତ ବରିଷ୍ଠ ସାମ୍ବାଦିକଙ୍କ ପୁଅ ମନୀଷ ହତ୍ୟାକାଣ୍ଡ ମାମଲାରେ ଚର୍ଚ୍ଚାକୁ ଆସିଥିଲା ହୋଟେଲ ସାଉଥ ସିଟି । କୋରୋନା କଟକଣା ସମୟରେ ଆଇନ ଉଲ୍ଲଂଘନ କରି ଏହି ବାର ଚାଲୁଥିବା ଚିତ୍ର ସାମ୍ନାକୁ ଆସିଥିଲା । ଏହାକୁ ନେଇ ସାଉଥ ସିଟି ହୋଟେଲ ବାର୍‌ ଲାଇସେନ୍ସ ବାତିଲ୍‌ ହୋଇଛି । ଗତ କିଛି ମାସ ପୂର୍ବେ ବରିଷ୍ଠ ସାମ୍ବାଦିକଙ୍କ ବଡ଼ ପୁଅ ମନିଷ ଅନୁରାଗ ଦାସଙ୍କ ମୃତଦେହ ପାତ୍ରପଡ଼ା ପୋଖରୀରୁ ଉଦ୍ଧାର ହୋଇଥିଲା ।

ତଦନ୍ତ ବେଳେ ତାଙ୍କୁ ଏଠାରେ ହତ୍ୟା କରି ପକାଇ ଦିଆଯାଇଥିବା ଜଣାପଡ଼ିଥିଲା । ଏହି ଘଟଣାରେ ତୋମାଣ୍ଡୋରେ ଥିବା ସାଉଥ୍‌ ସିଟି ହୋଟେଲର ବାର୍‌ ଚର୍ଚ୍ଚାରେ ରହିଥିଲା । ତେବେ ଶେଷରେ ସାଉଥ୍‌ ସିଟି ହୋଟେଲର ବାର୍‌ ଲାଇସେନ୍ସ ରଦ୍ଦ ହୋଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.