ETV Bharat / city

ଜମୁଛି ଆଦିବାସୀ ମେଳା, ବଢୁଛି ମାଟି ତିଆରି ଜିନିଷର ଚାହିଦା - ୱପହୱୋଲାେୈୋୀ ଲାୈେ

ଗତ ରବିବାର ଠାରୁ ପ୍ରଦର୍ଶନୀ ପଡିଆରେ ଆଦିବାସୀ ମେଳା 2020  ଆରମ୍ଭ ହୋଇଥିବା ବେଳେ ମାଟି ତିଆରି ଜିନିଷ କିଣିବାକୁ ମେଳାରେ ଲୋକମାନଙ୍କର ଭିଡ ଦେଖିବାକୁ ମିଳୁଛି । ଅଧିକ ଖବର ପଢନ୍ତୁ...

adibasi mela 2020
ଆଦିବାସୀ ମେଳାରେ ମାଟି ତିଆରୀ ଜିନିଷର ବଢୁଛି ଚାହିଦା
author img

By

Published : Jan 27, 2020, 10:16 PM IST

Updated : Jan 27, 2020, 10:43 PM IST

ଭୁବନେଶ୍ବର: ଆଦିବାସୀ ମେଳାରେ ମାଟି ତିଆରି ଜିନିଷର ବଢୁଛି ଚାହିଦା । ଗତ ରବିବାର ଠାରୁ ପ୍ରଦର୍ଶନୀ ପଡିଆରେ ଆଦିବାସୀ ମେଳା 2020 ଆରମ୍ଭ ହୋଇଥିବା ବେଳେ ମାଟି ତିଆରି ଜିନିଷ କିଣିବାକୁ ମେଳାରେ ଲୋକମାନଙ୍କ ଭିଡ ଦେଖିବାକୁ ମିଳୁଛି ।

ଆଦିବାସୀ ମେଳାରେ ମାଟି ତିଆରୀ ଜିନିଷର ବଢୁଛି ଚାହିଦା

ତେବେ ଏହି ମେଳାରେ ରାଜ୍ୟର ସମସ୍ତ ଆଦିବାସୀ ଜାତି ଓ ଜନଜାତି ସମ୍ପ୍ରଦାୟର ଲୋକେ ଏକତ୍ର ହୋଇଛନ୍ତି। ସେମାନେ ଏହି ମେଳାରେ ନିଜର କଳା, ପରମ୍ପରା ଓ ସଂସ୍କୃତି ପ୍ରଦର୍ଶନ ମଧ୍ୟ କରୁଛନ୍ତି । ଆଉ ଏହା ମଧ୍ୟରେ ନିଜର ସ୍ବତନ୍ତ୍ର ଜାଗା ତିଆରି କରିଛି ସେନପୁର ଜିଲ୍ଲାରୁ ଆସିଥିବା ମାଟି ପାଣି ବୋତଲ । ଯାହାକୁ କିଣିବା ପାଇଁ ରାଜଧାନୀବାସୀଙ୍କ ଭିଡ଼ ଦେଖିବାକୁ ମିଳୁଛି।

ପ୍ଲାଷ୍ଟିକ ବନ୍ଦ ହେବା ପରେ ଅନେକ ଲୋକ ମାଟି ଜିନିଷ ପ୍ରତି ନିଜର ଆଗ୍ରହ ଦେଖାଉଛନ୍ତି । ଆଗକୁ ଖରା ଦିନ ଆସୁଥିବାରୁ ଲୋକେ ମାଟି ବୋତଲ କିଣୁଥିବା କହିଛନ୍ତି ।

ଭୁବନେଶ୍ବରରୁ ସତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ରେଡି ଟୁ ଏୟାର

ଆଦିବାସୀ ଙ୍କ ମିଟି ତିଆରି ଜିନିଷ କରୁଛି କିମିଆ ।

ରାଜଧାନୀ ରେ କାଲିଠାରୁ ପ୍ରଦର୍ଶନୀ ପଡିଆ ଆରମ୍ଭ ହୋଇଛି ଆଦିବାସୀ ମେଳା 2020। ଯେଉଁଠାରେ ରାଜ୍ୟ ର ସମସ୍ତ ଆଦିବାସୀ ଜାତି ଓ ଜନଜାତି ସମ୍ପ୍ରଦାୟର ଲୋକେ ଏକତ୍ର ହୋଛନ୍ତି। ତା ସହ ସହୃଆଁଲୁ ନିଜର କଳା, ପରମ୍ପରା ଓ ସଂସ୍କୃତି ପ୍ରଦର୍ଶନ ମଧ୍ୟ କରୁଛନ୍ତି। ଆଉ ଏହାରି ଭିତରେ ନିଜସ୍ୱ ସ୍ୱତନ୍ତ୍ର ଜାଗା ତିଆରି କରିଛି ସେନପୁର ଜିଲ୍ଲା ରୁ ଆସିଥିବା ମାଟି ପାଣି ବୋତଲ। ଯାହାକୁ କିଣିବା ଭୁବନେଶ୍ୱରିଆ ଙ୍କ ଭିଡ଼ ବି ଦେଖିବା କୁ ମିଳୁଛି। ପ୍ଲାଷ୍ଟିକ ବନ୍ଦ ହେବା ପରେ ଅନେକ ଲୋକ ମାଟି ଜିନିଷ ପ୍ରତି ନିଜର ଆଗ୍ରହ ଦେଖାଉଛନ୍ତି। ଆଗକୁ ଖରା ଦିନ ଆସୁଥିବା ବେଳେ ମାଟି ବେତଳ କିଣୁଛନ୍ତି। ବେପାରୀ ବି ବେଶ ଦୁଇ ପଇସା ଲାଭ କରୁଛନ୍ତି।

ବାଇଟ ବେପାରୀ

Body:ରେଡି ଟୁ ଏୟାର

Conclusion:
Last Updated : Jan 27, 2020, 10:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.