ETV Bharat / city

କୋଭିଡ଼ ପାଇଁ ଡିସିପିଙ୍କ ଅପିଲ, ମାନନ୍ତୁ ନିୟମ ନଚେତ ଆଇନଗତ କାର୍ଯାନୁଷ୍ଠାନ

author img

By

Published : Mar 24, 2021, 7:00 PM IST

କୋରୋନାର ଦ୍ବିତୀୟ ଓ୍ବେଭ ନେଇ କମିଶନରେଟ ପୋଲିସର ସତର୍କତା। ମାନନ୍ତୁ କୋଭିଡ଼ କଟକଣା, ପିନ୍ଧନ୍ତୁ ମାସ୍କ, ବଜାୟ ରଖନ୍ତୁ ସାମାଜିକ ଦୂରତା। ନଚେତ୍ ପୋଲିସ ନେବ ଆଇନଗତ କାର୍ଯ୍ୟାନୁଷ୍ଠାନ। ଏମିତି ଢ଼ଙ୍ଗରେ ସହରବାସୀଙ୍କୁ ଅପିଲ କରିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ। ଅଧିକ ପଢନ୍ତୁ...

କୋଭିଡ଼ ପାଇଁ ଡିସିପିଙ୍କ ଅପିଲ
କୋଭିଡ଼ ପାଇଁ ଡିସିପିଙ୍କ ଅପିଲ

ଭୁବନେଶ୍ବର: ଜୋରଦାର ହେବ କୋଭିଡ଼ କଟକଣା। କୋରୋନାର ଦ୍ବିତୀୟ ଓ୍ବେଭ ନେଇ କମିଶନରେଟ ପୋଲିସର ସତର୍କତା। ମାନନ୍ତୁ କୋଭିଡ଼ କଟକଣା, ପିନ୍ଧନ୍ତୁ ମାସ୍କ, ବଜାୟ ରଖନ୍ତୁ ସାମାଜିକ ଦୂରତା। ନଚେତ୍ ପୋଲିସ ନେବ ଆଇନଗତ କାର୍ଯ୍ୟାନୁଷ୍ଠାନ। ଏମିତି ଢ଼ଙ୍ଗରେ ସହରବାସୀଙ୍କୁ ଅପିଲ କରିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ।

କୋଭିଡ଼ ପାଇଁ ଡିସିପିଙ୍କ ଅପିଲ

ସହରରେ ସକ୍ରମଣ ବଢୁଥିବାରୁ ଏଭଳି ପଦକ୍ଷେପ ନେବାକୁ ସମସ୍ତ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଖୁବଶୀଘ୍ର ବଢିବ ସୋସିଆଲ ଡିଷ୍ଟାନ୍ସ ସ୍କ୍ବାର୍ଡ ଓ ଏନଫୋର୍ସମେଣ୍ଟ ଟିମ୍। ଜନଗହଳି ସ୍ଥାନ ଦେଖି ନିୟମ ଉଲଙ୍ଘନକାରୀଙ୍କ ଠୁ କଟାଯିବ ପାଇନ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.