ETV Bharat / city

NCB ଡିଜି ହେଲେ ସତ୍ୟନାରାୟଣ ପ୍ରଧାନ - ଏନସିବି ମୁଖ୍ୟ

NCB ଡିଜି ଭାବେ ନିଯୁକ୍ତ ହେଲେ ବରିଷ୍ଠ IPS ସତ୍ୟନାରାୟଣ ପ୍ରଧାନ । ଅଧିକ ପଢନ୍ତୁ...

NCB ଡିଜି ହେଲେ ସତ୍ୟନାରାୟଣ ପ୍ରଧାନ
NCB ଡିଜି ହେଲେ ସତ୍ୟନାରାୟଣ ପ୍ରଧାନ
author img

By

Published : Nov 11, 2021, 1:23 PM IST

Updated : Nov 11, 2021, 2:00 PM IST

ନୂଆଦିଲ୍ଲୀ: NCB ଡିଜି ଭାବେ ନିଯୁକ୍ତ ହେଲେ ବରିଷ୍ଠ IPS ସତ୍ୟନାରାୟଣ ପ୍ରଧାନ । ପୂର୍ବରୁ NCBର ଅତିରିକ୍ତ ଦାୟିତ୍ବରେ ଥିବା ସତ୍ୟ ପ୍ରଧାନଙ୍କୁ ୨୦୨୪ ଯାଏଁ ନିୟମିତ ନିଯୁକ୍ତି ଦେଇଛନ୍ତି ସରକାର । ପରବର୍ତ୍ତୀ ଆଦେଶ କିମ୍ବା ଅବସର ପର୍ଯ୍ୟନ୍ତ ଡିଜି ଭାବେ ଦାୟିତ୍ବ ତୁଲାଇବେ ସତ୍ୟ ନାରାୟଣ ।

ଉଲ୍ଲେଖଯୋଗ୍ୟ, ସତ୍ୟନାରାୟଣ ପ୍ରଧାନ ଝାଡଖଣ୍ଡ କ୍ୟାଡରର ୧୯୮୮ ବ୍ୟାଚ୍ ଆଇପିଏସ ଅଫିସର ଅଟନ୍ତି । ସେ NDRFର ମହାନିର୍ଦ୍ଦେଶକ ଥିବା ସତ୍ତ୍ବେ NCBର ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ । ବର୍ତ୍ତମାନ ସେ NCB ଡିଜି ଭାବେ କାର୍ଯ୍ୟ କରିବେ ।

@ANI

Last Updated : Nov 11, 2021, 2:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.