ETV Bharat / city

ଏସଟିଏଫ ସ୍କାନରରେ ନିଶା ମାଫିଆ ଛୋଟାର ମୋବାଇଲ, କଣ୍ଟାକ୍ଟ ଲିଷ୍ଟରୁ ତନାଘନା ଜାରି - stf

ଖୋର୍ଦ୍ଧାର କୁଖ୍ଯାତ ନିଶା ମାଫିଆ ଛୋଟା ଏବେ ତିନିଦିନିଆ ରିମାଣ୍ଡରେ । ଆଉ ଏସଟିଏଫ ସ୍କାନରରେ ଛୋଟାର ମୋବାଇଲ ଫୋନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 19, 2019, 6:00 AM IST

ଭୁବନେଶ୍ବର: ଖୋର୍ଦ୍ଧାର କୁଖ୍ଯାତ ନିଶା ମାଫିଆ ଛୋଟା ଏବେ ତିନିଦିନିଆ ରିମାଣ୍ଡରେ । ହେଲେ ରିମାଣ୍ଡ ସମୟରେ ଏସଟିଏଫ ସ୍କାନରରେ ଛୋଟାର ମୋବାଇଲ ଫୋନ। କାରଣ ଛୋଟାର ମୋବାଇଲ ଫୋନରୁ ମିଳିଛି ହାଇ ପ୍ରୋଫାଇଲ କଣ୍ଟାକ୍ଟ ଲିଷ୍ଟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଲିଷ୍ଟରେ ଅଛନ୍ତି ପୋଲିସ ଅଧିକାରିଠୁ ଆରମ୍ଭ କରି ଅବକାରୀ, ସ୍ଥାନୀୟ ପ୍ରଭାବଶାଳୀ ନେତା ଓ କିଛି ସରକାରୀ ଅଧିକାରୀ । ଯାହାଙ୍କ ଛତ୍ରଛାୟାରେ ଛୋଟା ପରିବା ବେପାରୀରୁ ସାଜିଥିଲା କୁଖ୍ଯାତ ନିଶା ବେପାରୀ । ବାଲେଶ୍ବରରୁ ଜଳେଶ୍ବରକୁ ନିଶା ସ୍ମଗଲିଂ କରି ରାଜଧାନୀ ଓ ଆଖପାଖରେ ଚଲାଇଥିଲା ନେଟୱର୍କିଂ। ଯାହାର ସୁରାଗ ଏବେ ଲାଗିଛି ଏସଟିଏଫ ହାତରେ । ତେକି ଛୋଟାକୁ କଣ୍ଟାକ୍ଟ କରୁଥିଲେ ଏହାସହ ଅହେତୁକ ଅନୁକମ୍ପା ପାଉଥିଲେ । ସେମାନଙ୍କ ମଧ୍ଯରେ ସ୍କାନରରେ ଅଛନ୍ତି ଜିଲ୍ଲା ବାହାରକୁ ବଦଳି ହୋଇଥିବା ଜଣେ ପୋଲିସ ଅଧିକାରୀ । ଏବଂ ଅବକାରୀ ଟିମରେ ଥିବା ଜଣେ ଉଚପଦସ୍ତ ଅଧିକାରୀ । ତା ସହିତ କିଛି ପୁର୍ବତନ ରାଜନେତା ଓ କିଛି ପ୍ରଭାବଶାଳୀ ବ୍ଯକ୍ତି। ଯାହାଙ୍କ ବିରୋଧରେ ପ୍ରମାଣ ଯୋଗାଡ କରୁଛି ଏସଟିଏଫ ଟିମ।

ତେବେ ଏମାନେ ଛୋଟା ପାଖରେ ପହଞ୍ଚିଲାବେଳକୁ ଛୋଟାକୁ ଗିରଫ କରିବାକୁ ମଧ୍ଯ ସାହାସ କରୁନଥିଲେ କି କରାଉନଥିଲେ । ଯାହାଙ୍କ ପାଇଁ ଛୋଟା ଚଳାଇଥିଲା ଏପରି ନେଟୱର୍କିଂ । ବ୍ରାଉନସୁଗାରର ବାଦଶାହ କହିଲେ ଛୋଟା କରୁଥିଲା ଡିଲ। ଏଥିପାଇଁ ଘରର ପରିବାଠୁ ଆରମ୍ଭ କରି ସଉଦା ଓ ମାସିକ ହପତା ପହଂଚାଉଥିଲା ଛୋଟା ଓ ତାର ତଥାକଥିତ ନାନି । ଯାହାଙ୍କ ପଛରେ ଏସଟିଏଫ ପଡିଥିବା ବେଳେ ଖୁବଶିଘ୍ର ପ୍ରମାଣ ଆଧାରରେ ସେମାନଙ୍କର ସମ୍ପୃକ୍ତି ଫର୍ଧାଫାସ ହେବ ବୋଲି ଏସଟିଏଫ ଏସପି ସୂଚନା ଦେଇଛନ୍ତି । ତେବେ ରିମାଣ୍ଡ ସମୟରେ ଛୋଟାଠୁ ଏସଭିଙ୍କର ସମ୍ପୃକ୍ତିର ଖୁଲାସା କରିପାରେ ଏସଟିଏଫ ଟିମ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଏସଟିଏଫ ସ୍କାନରରେ ନିଶା ମାଫିଆ ଛୋଟାର ମୋବାଇଲ,କଣ୍ଟାକ୍ଟ ଲିଷ୍ଟରୁ ତନାଘନା ଜାରିBody:

ଖୋର୍ଦାର କୁଖ୍ଯାତ ନିଶା ମାଫିଆ ଛୋଟା ଏବେ ତିନିଦିନିଆ ରିମାଣ୍ଡରେ। ହେଲେ ରିମାଣ୍ଡ ସମୟରେ ଏସଟିଏଫ ସ୍କାନରରେ ଛୋଟାର ମୋବାଇଲ ଫୋନ। କାରଣ ଛୋଟାର ମୋବାଇଲ ଫୋନରୁ ମିଳିଛି ହାଇ ପ୍ରୋଫାଇଲ କଣ୍ଟାକ୍ଟ ଲିଷ୍ଟ। ଲିଷ୍ଟରେ ଅଛନ୍ତି ପୋଲିସ ଅଧିକାରିଠୁ ଆରମ୍ଭ କରି ଅବକାରି ,ସ୍ଥାନୀୟ ପ୍ରଭାବଶାଳି ନେତା ଓ କିଛି ସରକାରି ଅଧିକାରି। ଯାହାଙ୍କ ଛତ୍ରଛାୟାରେ ଛୋଟା ପରିବା ବେପାରି ସାଜିଥିଲା କୁଖ୍ଯାତ ନିଶା ବେପାରି। ବାଲେଶ୍ବରର ଜଳେଶ୍ବରରୁ ନିଶା ସ୍ମଗଲିଂ କରି ରାଜଧାନି ଓ ଆଖପାଖରେ ଚଲାଇଥିଲା ନେଟୱର୍କିଂ। ଯାହାର ସୁରାଖ ଏବେ ଲାଗିଛି ଏସଟିଏଫ ହାତରେ । ତେକି ଛୋଟାକୁ କଣ୍ଟାକ୍ଟ କରୁଥିଲେ ଅହେତୁକ ଅନୁକମ୍ପା ପାଉଥିଲେ।ସେମାନଙ୍କ ମଧ୍ଯରେ ସ୍କାନରରେ ଅଛନ୍ତି ଜିଲ୍ଲା ବାହାରକୁ ବଦଳି ହୋଇଥିବା ଜଣେ ପୋଲିସ ଅଧିକାରି। ଏବଂ ଅବକାରି ଟିମରେ ଥିବା ଜଣେ ଉଚପଦସ୍ତ ଅଧିକାରି । ତା ସହିତ କିଛି ପୁର୍ବତନ ରାଜନେତା ଓ କିଛି ପ୍ରଭାବଶାଳି ବ୍ଯକ୍ତି। ଯାହାଙ୍କ ବିରୋଧରେ ପ୍ରମାଣ ଯୋଗାଡ କରୁଛି ଏସଟିଏଫ ଟିମ। ତେବେ ଏମାନେ ଛୋଟା ପାଖରେ ପହଂଚିନାକୁ କି ଛୋଟାକୁ ଗିରଫ କରିବାକୁ ମଧ୍ଯ ସାହାସ କରୁନଥିଲେ କି କରାଉନଥିଲେ। ଯାହାଙ୍କ ପାଇଁ ଛୋଟା ଚଳାଇଥିଲା ଏପରି ନେଟୱର୍କଂି। ବ୍ରାଉନସୁଗାରର ବାଦଶାହ କହିଲେ ଛୋଟା କରୁଥିଲା ଡିଲ। ଏଥିପାଇଁ ଘରର ପରିବାଠୁ ଆରମ୍ଭ କରି ସଉଦା ଓ ମାସିକ ହପତା ପହଂଚାଉଥିଲା ଛୋଟା ଓ ତାର ତଥାକଥିତ ନାନି। ଯାହାଙ୍କ ପଛରେ ଏସଟିଏଫ ପଡିଥିବା ବେଳେ ଖୁବଶିଘ୍ର ପ୍ରମାଣ ଆଧାରରେ ସେମାନଙ୍କର ସମ୍ପୃକ୍ତି ଫର୍ଧାଫାସ ହେବ ବୋଲି ଏସଟିଏଫ ଏସପି ସୁଚନା ଦେଇଛନ୍ତି।ତେବେ ବଡ ଚର୍ଚାର ବିଷୟ ହେଉଛି ଛୋଟାର ନାନି ଓ ଭାବି ଯାହା ପାଇଁ ଏସଟିଏଫ ବଡ ଯୋଜନା ଚଳାଇଛି। ତେବେ ରିମାଣ୍ଡ ସମୟରେ ଛୋଟାଠୁ ଏସଭିଙ୍କର ସମ୍ପୃକ୍ତିର ଖୁଲାସା କରିପାରେ ଏସଟିଏଫ ଟିମ।Conclusion:ବାଇଟ-ରାହୁଲ ପି ଆର ,ଏସଟିଏଫ ଏସପି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.