ETV Bharat / city

ସ୍ମାର୍ଟସିଟିକୁ ସବୁଜିମାରେ ଭରିଦେବା ପାଇଁ ସହରାଞ୍ଚଳ କର୍ତ୍ତୃପକ୍ଷଙ୍କ ଉଦ୍ୟମ - bhubaneswar news

ସ୍ମାର୍ଟସିଟି ପରିବେଶକୁ ସବୁଜ ସୁନ୍ଦର କରିବାକୁ ବିଏମସି ପକ୍ଷରୁ ଉଦ୍ୟମ ଆରମ୍ଭ । ଭୁବନେଶ୍ବରକୁ ସବୁଜ ସହରରେ ପରିଣତ କରିବାକୁ ବିଏମସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗୁରୁତ୍ବ ଦିଆଯାଇଛି । ଅଧିକ ଖବର ପଢନ୍ତୁ...

ସ୍ମାର୍ଟସିଟିକୁ ସବୁଜିମାରେ ଭରିଦେବା ପାଇଁ ସହରାଞ୍ଚଳ କର୍ତ୍ତୃପକ୍ଷଙ୍କ ଉଦ୍ୟମ
ସ୍ମାର୍ଟସିଟିକୁ ସବୁଜିମାରେ ଭରିଦେବା ପାଇଁ ସହରାଞ୍ଚଳ କର୍ତ୍ତୃପକ୍ଷଙ୍କ ଉଦ୍ୟମ
author img

By

Published : Dec 25, 2019, 1:23 AM IST

ଭୁବନେଶ୍ବର: ସ୍ମାର୍ଟସିଟି ପରିବେଶକୁ ସବୁଜ ସୁନ୍ଦର କରିବାକୁ ବିଏମସି ପକ୍ଷରୁ ଉଦ୍ୟମ ଆରମ୍ଭ । ଭୁବନେଶ୍ବରକୁ ସବୁଜ ସହରରେ ପରିଣତ କରିବାକୁ ବିଏମସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗୁରୁତ୍ବ ଦିଆଯାଇଛି । ସ୍ବଚ୍ଛତା ଏବଂ ସବୁଜିମାକୁ ଅଧିକ ଗୁରୁତ୍ବ ଦେଇଛନ୍ତି ଭୁବନେଶ୍ବର ସହରାଞ୍ଚଳ କର୍ତ୍ତୃପକ୍ଷ । ରାଜଧାନୀ ଅଞ୍ଚଳର ନାଗରିକ ମାନେ ସହରରେ ସ୍ଵଚ୍ଛ, ପରିମଳ ଏବଂ ସବୁଜିମାକୁ ଗୁରୁତ୍ବ ଦେବା ଦରକାର ବୋଲି ମତ ପ୍ରକାଶ ପାଇଛି ।

ସାରା ଦେଶରେ ଭୁବନେଶ୍ବର ଏକ ଅଗ୍ରଣୀ ସହର ଭାବରେ ପରିଗଣିତ ହେଉଛି । ସ୍ବଚ୍ଛତା ବଜାୟ ରଖିବା ଏବଂ ସାମାଜିକ ଅନ୍ତର୍ଭୁକ୍ତିକରଣକୁ ବେଶ ଗୁରୁତ୍ବ ଦେଇ ଆସୁଛି ବିଏମସି । ସ୍ବଚ୍ଛତା ବଜାୟ ରଖିବା ନିମନ୍ତେ ୮୦ କିମି ଲମ୍ବା ରାସ୍ତା ଗୁଡିକରେ ଯାନ୍ତ୍ରିକ ସଫେଇ, ପରିଛନତା ରଖିବା ସ୍ବରୂପ ନିୟମିତ ଓଳାଇବା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଏମସିସି ନିର୍ମାଣକୁ ଇତ୍ୟାଦି ଦୃଷ୍ଟାନ୍ତ ଉଦାହରଣ । ସେପଟେ ଜନ ସଚେତନତା ସ୍ବରୂପ 'ମୁଁ ସଫେଇ ବାଲା' ଅଭିଯାନ ଲୋକାଦୃତ ହୋଇ ପାରିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Intro:ସ୍ମାର୍ଟସିଟି କୁ ସବୁଜିମା ରେ ଭରିଦେବା ପାଇଁ ସହରାଞ୍ଚଳ କତ୍ତୃପକ୍ଷ ଙ୍କ ଉଦ୍ୟମ।

Body:ସ୍ମାର୍ଟସିଟି ପରିବେଶକୁ ସବୁଜ ସୁନ୍ଦର କରିବାକୁ ବିଏମସି ପକ୍ଷରୁ ଉଦ୍ୟମ ଆରମ୍ଭ। ଭୁବନେଶ୍ୱରକୁ ସବୁଜ ସହରରେ ପରିଣତ କରିବାକୁ ବିଏମସି କତ୍ତୃପକ୍ଷଙ୍କ ପକ୍ଷରୁ ଗୁରୁତ୍ୱ।ସ୍ୱଚ୍ଛତା ଏବଂ ସବୁଜିମା କୁ ଅଧିକ ଗୁରୁତ୍ୱ ଦେଇଛନ୍ତି ଭୁବନେଶ୍ୱର ସହରାଞ୍ଚଳ କତ୍ତୃପକ୍ଷ।ଭୁବନେଶ୍ୱର ଅଞ୍ଚଳର ନାଗରିକ ମାନେ ସହରରେ ସ୍ଵଛ, ପରିମଳ ଏବଂ ସବୁଜିମାକୁ ଗୁରୁତ୍ୱ ଦେବା ଦରକାର।

ସାରା ଦେଶରେ ଭୁବନେଶ୍ୱର ଏକ ଅଗ୍ରଣୀ ସହର ଭାବରେ ପରିଗଣତ ହେଉଛି।ସ୍ୱଚ୍ଛତା ବଜାୟ ରଖିବା ଏବଂ ସାମାଜିକ ଅନ୍ତର୍ଭୁକ୍ତିକରଣକୁ ବେଶ ଗୁରୁତ୍ୱ ଦେଇ ଆସୁଛି ବିଏମସି।ସ୍ୱଚ୍ଛତା ବଜାୟ ରଖିବା ନିମନ୍ତେ ୮୦ କିମି ଲମ୍ବା ରାସ୍ତା ଗୁଡିକରେ ଯାନ୍ତ୍ରିକ ସଫେଇ,ପରିଛନ ରଖିବା ସ୍ୱରୂପ ନିୟମିତ ଓଳାଇବା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଏମସିସି ନିର୍ମାଣ କୁ ଇତ୍ୟାଦି ଦୃଷ୍ଟାନ୍ତ ଉଦାହରଣ।ଜଣ ସଚେତନତା ସ୍ୱରୂପ ମୁଁ safeiwala ଅଭିଯାନ ଲୋକାଦୃତ ହୋଇଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.