ETV Bharat / city

ମେ 16 ପର୍ଯ୍ୟନ୍ତ ଛଅ ଯୋଡା ପାସେଞ୍ଜର ଟ୍ରେନ ବାତିଲ୍ - ନ୍ତ ଛଅ ଯୋଡା ପାସେଞ୍ଜର ଟ୍ରେନ ବାତିଲ୍

ଓଡ଼ିଶା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଏବଂ କୋଭିଡ଼-୧୯ ସଂକ୍ରମଣ ମାମଲା ବୃଦ୍ଧିର ଶୃଙ୍ଖଳାକୁ ଭାଙ୍ଗିବା ସହିତ କମ ପୃଷ୍ଠପୋଷକତା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତା ମେ ମାସ ୧୬ ତାରିଖ ପର୍ଯ୍ୟନ୍ତ ୬ ଯୋଡ଼ା ସ୍ଥାନୀୟ ପାସେଞ୍ଜର / ମେମୁ ଟ୍ରେନ୍କୁ ଉଭୟ ଦିଗରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

ମେ 16 ପର୍ଯ୍ୟନ୍ତ ଛଅ ଯୋଡା ପାସେଞ୍ଜର ଟ୍ରେନ ବାତିଲ୍

author img

By

Published : May 10, 2021, 10:04 PM IST

ଭୁବନେଶ୍ବର: ଦୈନିକ ଯାତାୟାତ କରୁଥିବା ଟ୍ରେନ ଯାତ୍ରୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା । ମେ 16 ତାରିଖ ପର୍ଯ୍ୟନ୍ତ ବାତିଲ ଏହି ସବୁ ଟ୍ରେନ। କମ ପୃଷ୍ଠପୋଷକତା ସହିତ କୋଭିଡ଼-୧୯ ସଂକ୍ରମଣର ଶୃଙ୍ଖଳାକୁ ଭାଙ୍ଗିବା ପାଇଁ ଦୈନିକ ଚଳାଚଳ କରୁଥିବା ଛଅ ଯୋଡ଼ା ମେମୁ / ପାସେଞ୍ଜର ଟ୍ରେନ ମେ ମାସ ୧୬ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ।

ଓଡ଼ିଶା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଏବଂ କୋଭିଡ଼-୧୯ ସଂକ୍ରମଣ ମାମଲା ବୃଦ୍ଧିର ଶୃଙ୍ଖଳାକୁ ଭାଙ୍ଗିବା ସହିତ କମ ପୃଷ୍ଠପୋଷକତା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତା ମେ ମାସ ୧୬ ତାରିଖ ପର୍ଯ୍ୟନ୍ତ ୬ ଯୋଡ଼ା ସ୍ଥାନୀୟ ପାସେଞ୍ଜର / ମେମୁ ଟ୍ରେନ୍କୁ ଉଭୟ ଦିଗରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଏହି ଟ୍ରେନ୍ ଗୁଡିକ ହେଲା -
01. 08456/08455 ଭୁବନେଶ୍ୱର-କେନ୍ଦୁଝରଗଡ଼ -ଭୁବନେଶ୍ୱର ବିଶେଷ ଟ୍ରେନ ।
02. 08412/08411 ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ ।
03. 08438/08437 କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ ।
04. 08461/08462 କଟକ-ପାରାଦୀପ-କଟକ ବିଶେଷ ଟ୍ରେନ।
05. 08454/08453 କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ ।
06. 08528/08527 ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.