ETV Bharat / city

IFS ଅଭୟ ପାଠକଙ୍କୁ 3 ଦିନିଆ ରିମାଣ୍ଡରେ ନେବ SIT - abhaya pathak

IFS ଅଭୟ ପାଠକଙ୍କୁ ରିମାଣ୍ଡରେ ନେବ SIT, ୩ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ

author img

By

Published : Dec 2, 2020, 12:04 PM IST

Updated : Dec 2, 2020, 12:35 PM IST

11:56 December 02

ଖୋଲିବ ପାଠକ ବାପା-ପୁଅଙ୍କ କଳା ସାମ୍ରାଜ୍ୟର ଗୁମର । ଅଧିକ ତଦନ୍ତ ପାଇଁ ଆଇଏଫଏସ ଅଭୟ ପାଠକଙ୍କୁ 3ଦିନିଆ ରିମାଣ୍ଡରେ ନେବ ଏସଆଇଟି । ଏନେଇ କୋର୍ଟରେ ଆବେଦନ କରିଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: ଖୋଲିବ ପାଠକ କଳା ସାମ୍ରାଜ୍ୟ ଗୁମର । ରିମାଣ୍ଡରେ ଯିବେ IFS ଅଭୟ ପାଠକ । ଯାହାକୁ ନେଇ ୩ଦିନିଆ ରିମାଣ୍ଡରେ ନେବାକୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏସଆଇଟିର ନିବେଦନ । ତେବେ ରିମାଣ୍ଡରେ ନେବା ପରେ ପୁଣି ଜେରା କରିବ କ୍ରାଇମବ୍ରାଞ୍ଚ ।

ଖୋଲିବ କୋଟିପତି ଲିଙ୍କ୍‌ ଗୁମର । ପାଠକ କୋଟିପତି ହେବା ପଛରେ କିଏ କିଏ ରହିଛନ୍ତି । ତେବେ କିଛିଦିନ ପୂର୍ବରୁ ବାପ ପୁଅ ପାଠକଙ୍କୁ ଆୟବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ ଟିମ ।  

ଏବେ ଗଠିତ ହୋଇଥିବା ଏସଆଇଟି ଟିମ ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ପହଞ୍ଚି ପୁଣି ତନାଘନା କରିବ ସହ ପାଇଛି ଅନେକ ତଥ୍ୟ ।  

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Dec 2, 2020, 12:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.