ETV Bharat / city

ବିଜେଡି କାର୍ଯ୍ୟାଳୟରେ କୋଭିଡ ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା

କୋରୋନା ଯୋଦ୍ଧାଙ୍କ ପାଇଁ ଗୋଟିଏ ମିନିଟ ନିରବ ପ୍ରାର୍ଥନା ସହ ଶପଥ ପାଠ ବିଜେଡି କାର୍ଯ୍ୟାଳୟରେ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ସମଗ୍ର ରାଜ୍ୟରେ ଏହି ନିରବ ପ୍ରାର୍ଥନା କରାଯାଇଛି । ଅଧିକ ଖବର ପଢନ୍ତୁ...

ବିଜେଡି କାର୍ଯ୍ୟାଳୟରେ କୋଭିଡ ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା
ବିଜେଡି କାର୍ଯ୍ୟାଳୟରେ କୋଭିଡ ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା
author img

By

Published : Aug 5, 2020, 7:30 PM IST

ଭୁବନେଶ୍ବର: କୋରୋନା ଯୋଦ୍ଧାଙ୍କ ପାଇଁ ଗୋଟିଏ ମିନିଟ ନିରବ ପ୍ରାର୍ଥନା ସହ ଶପଥ ପାଠ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ସମଗ୍ର ରାଜ୍ୟରେ ଏହି ନିରବ ପ୍ରାର୍ଥନା କରାଯାଇଛି । ଆଜି ଏହି କ୍ରମରେ ବିଜୁ ଜନତା ଦଳ ପକ୍ଷରୁ ଦଳୀୟ କାର୍ଯ୍ୟାଳୟରେ ବିଜେଡି ଦଳର କର୍ମକର୍ତ୍ତାମାନେ କୋଭିଡ ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା ସହ ଶପଥ ପାଠ କରିଥିଲେ ।

ବିଜେଡି କାର୍ଯ୍ୟାଳୟରେ କୋଭିଡ ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା

କୋରୋନା ଯୋଦ୍ଧାଙ୍କ ମନୋବଳ ବୃଦ୍ଧି ଏବଂ ସମ୍ମାନ ଜଣାଇ ଏହି ନିରବ ପ୍ରାର୍ଥନା ଓ ଶପଥ ପାଠ କରାଯାଇଛି । ଦଳୀୟ କାର୍ଯ୍ୟାଳୟରେ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ବରେ ଦଳର ଛାମୁଆ ସଂଗଠନର ନେତା ଓ ନେତ୍ରୀମାନେ ଉପସ୍ଥିତ ରହି ନିରବ ପ୍ରାର୍ଥନା ଓ ଶପଥ ପାଠ କରିଛନ୍ତି ।

କୋଭିଡ ସହିତ ଯୁଦ୍ଧରେ ବଳିଦାନ ଦେଇଥିବା ଯୋଦ୍ଧାଙ୍କ ସମ୍ମାନରେ ଏକ ମିନିଟ ନିରବ ପ୍ରାର୍ଥନା କରିବା ସହିତ ଶପଥ ପାଠ କାର୍ଯ୍ୟକ୍ରମ କରାଯାଇଥିଲା । ବିଜେଡି ମୁଖ୍ୟାଳୟରେ ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ବରେ ସମ୍ମାନ ଦିଆଯାଇଛି । ଦଳର ନେତା, କର୍ମକର୍ତ୍ତାମାନେ ସାମାଜିକ ଦୂରତା ରକ୍ଷା କରି ସମବେତ ସମ୍ମାନ ଜଣାଇଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.