ETV Bharat / city

ଆହୁରି ବଢ଼ିବ ଥଣ୍ଡା - ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ତାପମାତ୍ରା ଆହୁରି ହ୍ରାସ ପାଇବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକ ପଢ଼ନ୍ତୁ...

severe cold waves in odisha, cold waves, cold waves will continue till next 24 hours,  24 ଘଣ୍ଟା ମଧ୍ୟରେ ତାପମାତ୍ରା ଆହୁରି କମିବ, ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର, ଶୀତରେ ଥରୁଛି ସାରା ରାଜ୍ୟ
ଆହୁରି ବଢ଼ିବ ଥଣ୍ଡା
author img

By

Published : Jan 13, 2020, 10:14 PM IST

ଭୁବନେଶ୍ବର: ଅସହ୍ୟ ଶୀତରେ ଥରୁଛି ସାରା ରାଜ୍ୟ । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସର୍ତକ ସୂଚନା ଦିଆ ଯାଇଛି । ରାଜ୍ୟର 12ଟି ଷ୍ଟେସନରେ ସମ୍ବଲପୁର, କେନ୍ଦୁଝର, ଝାରସୁଗୁଡା, ବଲାଙ୍ଗୀର ଭଳି ବଡ ବଡ ସହରରେ 10 ଡିଗ୍ରୀ ଠାରୁ କମ ତାପମାତ୍ରା ରେକର୍ଡ କରାଯାଇଛି।

ଆହୁରି ବଢ଼ିବ ଥଣ୍ଡା

ଗତ 24 ଘଣ୍ଟାରେ ସୁବର୍ଣ୍ଣପୁର ଏବଂ ଫୁଲବାଣୀରେ ସର୍ବନିମ୍ନ 6 ଡିଗ୍ରୀ ତାପମାତ୍ରା ରହିଛି । ହିମାଳୟ ପାଦ ଦେଶରୁ କୋହଲା ଉତ୍ତରା ପବନ ରାଜ୍ୟକୁ ପ୍ରବାହିତ ହେଉଛି, ତେଣୁ ଆଗାମୀ ଦୁଇ ତିନି ଧରି ରାଜ୍ୟରେ କୋହଲା ପାଗ ଲାଗି ରହିବ।

ତେବେ ଆସନ୍ତା 24 ଘଣ୍ଟା ପାଇଁ ଅନୁଗୋଳ, ଦେଓଗଡ଼, ବଲାଙ୍ଗୀର, ବୌଦ୍ଧ ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ ତାପମାତ୍ରା 2-3 ଡିଗ୍ରୀ ହ୍ରାସ ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସମଗ୍ର ରାଜ୍ୟରେ କୋହଲା ପବନ ବହିବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଅସହ୍ୟ ଶୀତରେ ଥରୁଛି ସାରା ଓଡିଶା,ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ୱାର୍ନିଙ୍ଗ ଯାରିକରାଯାଇଛି।ରାଜ୍ୟର ୧୨ ଟି ଷ୍ଟେସନରେ ସମ୍ବଲପୁର, କେଓଁଝର, ଝାରସୁଗୁଡା, ବଲାଙ୍ଗୀର ଭଳି ବଡ ବଡ ସହରରେ ୧୦ ଡିଗ୍ରୀ ଠାରୁ କମ ତାପମାତ୍ରା ରେକର୍ଡ କରାଯାଇଛି।ଗତ ୨୪ଘଣ୍ଟାରେ ସୋନପୁର ଏବଂ ଫୁଲବାଣୀରେ ୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଛି। ହିମାଳୟ ପାଦ ଦେଶରୁ କୋହଲା ଉତ୍ତରା ପବନ ରାଜ୍ୟକୁ ପ୍ରବାହିତ ହେଉଛି।ତେଣୁ ଆଗାମୀ ଦୁଇ ତିନି ଧରି ରାଜ୍ୟରେ କୋହଲା ପବନ ବହିବ।

ତେବେ ଆସନ୍ତା ୨୪ ଘଣ୍ଟା ପାଇଁ ଅନୁଗୁଳ,ଦେଓଗଡ଼,ବଲାଙ୍ଗୀର ,ବୌଦ୍ଧ ଏବଂ ସୋନପୁର ଜିଲ୍ଲାରେ ୪ ରୁ ୬ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।ସମଗ୍ର ରାଜ୍ୟରେ କୋହଲା ପବନ ବହିବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।

byt charan behera meterologist ,imd bhubaneswar

Body:ଅସହ୍ୟ ଶୀତରେ ଥରୁଛି ଓଡିଶା।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.