ETV Bharat / city

BJP Odisha State Executive Meeting: ରାଜ୍ୟ ସରକାରଙ୍କ ବିଭିନ୍ନ ସମସ୍ୟା ଉପରେ ହେଉଛି ଆଲୋଚନା

author img

By

Published : Nov 24, 2021, 7:43 PM IST

ରାଜ୍ୟରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ସହିତ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ବିଜେପି କାର୍ଯ୍ୟକାରିଣୀ ବୈଠକରେ (BJP Odisha State Executive Meeting) ଆଲୋଚନା ଚାଲିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ କାଳନ୍ଦୀ ସାମଲ ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ

Odisha BJP State Executive Meeting: ରାଜ୍ୟ ସରକାରଙ୍କ ବିଭିନ୍ନ ସମସ୍ୟାକୁ ଉପରେ ହେଉଛି ଆଲୋଚନା

ଭୁବନେଶ୍ବର: ରାଜ୍ୟ ବିଜେପିର ଚାଲିଛି ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ( State Executive Meeting) । ରାଜ୍ୟରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ସହିତ ଆଇନଶୃଙ୍ଖଳା ପରିସ୍ଥିତି ଉପରେ କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ଚାଲିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ କାଳନ୍ଦୀ ସାମଲ ସୂଚନା ଦେଇଛନ୍ତି ।

ରାଜ୍ୟ ବିଜେପିର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଚାଲିଛି । ଏହି ବୈଠକରେ ବିଜେପି ରାଜ୍ୟରେ ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରୁଛି। ଓଡ଼ିଶାରେ ଦେଖୁଥିବା ବିକାଶ କେନ୍ଦ୍ର ସରକାର କରିଛନ୍ତି। ଋଣ କରୁଥିବା ଟଙ୍କାର ସୁଧ ବି ରାଜ୍ୟ ସରକାର ଦେଇପାରୁନାହାନ୍ତି । ପିସି କାରବାର ଜୋରଦାର ଚାଲିଛି । ଏହାକୁ ବିଜେପି ଲୋକଙ୍କ ପାଖରେ ପହଞ୍ଚାଇବ। ସାରା ଓଡିଶା ମମିତା ମେହେର ଘଟଣାକୁ ନେଇ ଲଢୁଛି। ଓଡ଼ିଶାର କେତେଜଣ ମୁଷ୍ଟିମେୟ ପୋଲିସ ଅପରାଧୀକୁ ଖସାଇ ଦେଇଛନ୍ତି ନ୍ୟାୟ ମିଳୁନାହିଁ । ଆଇନକୁ ତା ବାଟରେ ଚାଲିବାକୁ ଦିଆଯାଉ ବୋଲି କାର୍ଯ୍ୟକାରିଣୀରେ ସରକାରଙ୍କୁ ଚେତାବନୀ ଦିଆଯାଇଛି । ଦୋଷୀକୁ ସ୍ବୀକୃତି ଦେଇ ମୁଖ୍ୟମନ୍ତ୍ରୀ ମଞ୍ଚରେ ବସେଇଲେ । ଏବେ ଆହ୍ବାନ ଦେଉଛୁ ମମିତା ମେହେର ଘଟଣାରେ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦିଅନ୍ତୁ ।

କୋରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କ ସମସ୍ତ ସହାୟତା କଲେ। ସେହିପରି ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରେଇବାକୁ ସରକାର କଣ ପଦକ୍ଷେପ ନେଇଛନ୍ତି କୁହନ୍ତୁ । ରାଜ୍ୟ ବିଜେପି ବିଜୁଳି ଦର ବୃଦ୍ଧିକୁ ନେଇ ପ୍ରସଙ୍ଗ କରି ଆନ୍ଦୋଳନ କରିଛି ଏବଂ ଆଗକୁ ବିଷୟରେ ମଧ୍ୟ ଲୋକଙ୍କୁ ଅବଗତ କରାଇବୁ। ଆଗାମୀ ତିନି ମାସ ପାଇଁ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବ ବିଜେପି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.