ETV Bharat / city

ଜୁନ ୧୭ରେ ଖୋଲିବନି ସ୍କୁଲ - ଅନଲକ ୧.୦ ଗାଇଡଲାଇନ

ଆସନ୍ତା ଜୁନ 17ରେ ଖୋଲିବ ନାହିଁ ସ୍କୁଲ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ଅନଲକ ୧.୦ ଗାଇଡଲାଇନ ଅନୁସାରେ ଜୁଲାଇ ପ୍ରଥମ ସପ୍ତାହରେ ସ୍ଥିତି ଅନୁଧ୍ୟାନ କରାଯାଇ ଏସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଜୁନ ୧୭ରେ ଖୋଲିବନି ସ୍କୁଲ
ଜୁନ ୧୭ରେ ଖୋଲିବନି ସ୍କୁଲ
author img

By

Published : May 31, 2020, 12:03 PM IST

ଭୁବନେଶ୍ବର: ଆସନ୍ତା ଜୁନ 17ରେ ଖୋଲିବ ନାହିଁ ସ୍କୁଲ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ଅନଲକ ୧.୦ ଗାଇଡଲାଇନ ଅନୁସାରେ ଜୁଲାଇ ପ୍ରଥମ ସପ୍ତାହରେ ସ୍ଥିତି ଅନୁଧ୍ୟାନ କରାଯାଇ ଏସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟପଟରେ ସୋମବାରଠାରୁ ଯୁକ୍ତ ଦୁଇ ଅନଲାଇନ ଖାତାଦେଖା ଆରମ୍ଭ ହେବ । ସେହିପରି ଅଫ ଲାଇନ ଖାତା ଦେଖା ଜୁନ ୮ରୁ ଆରମ୍ଭ ହେବ ।

ଜୁନ ୧୭ରେ ଖୋଲିବନି ସ୍କୁଲ

କୋଭିଡ ୧୯ ଗାଇଡଲାଇନ ଆଧାରରେ ମୂଲ୍ୟାୟନ କେନ୍ଦ୍ରକୁ ବିଶୋଧନ କରି ଖାତାଦେଖା ପ୍ରକ୍ରିୟା ଆରମ୍ଭ ହେବ । ଅପରପଟେ ଜୁଲାଇ ପ୍ରଥମ ସପ୍ତାହରେ ଯୁକ୍ତ ଦୁଇରେ ବାକିଥିବା 23ଟି ବିଷୟରେ ପରୀକ୍ଷା ହେବ ଓ ୪୫ ଦିନ ମଧ୍ୟରେ ଫଳାଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ପୂର୍ବରୁ ରାଜ୍ୟ ସରକାର ଜୁନ 17 ସୁଦ୍ଧା ସ୍କୁଲ ଖୋଲିବାକୁ ଲକ୍ଷ୍ୟ ରଖିଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.