ETV Bharat / city

ବିଜେପି-ବିଜେଡି ସମ୍ପର୍କ ପାଇଁ ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ହେଲାନାହିଁ: ସାଲୁଜା - ସନ୍ତୋଷ ସିଂ ସାଲୁଜା

ଚିଟଫଣ୍ଡ ଦୁର୍ନୀତି ତଦନ୍ତ କରୁଥିବା କମିଶନଙ୍କନ କାର୍ଯ୍ୟକାଳ ବୃଦ୍ଧି ନକରିବା ପ୍ରସଙ୍ଗରେ ସରକାରଙ୍କ ଠାରୁ ଜବାବ ମାଗିଲେ କଂଗ୍ରେସ ବିଧାୟକ । ପଢନ୍ତୁ ସମ୍ପୂର୍ଣ୍ଣ କବର...

Santosh singh saluja
Santosh singh saluja
author img

By

Published : Mar 12, 2020, 2:13 PM IST

ଭୁବନେଶ୍ବର: ପୁଣିଥରେ ଚିଟଫଣ୍ଡ ତାତି ଫେରିଲା ବିଧାନସଭା । ଚିଟଫଣ୍ଡ ଦୁର୍ନୀତି ତଦନ୍ତ କରୁଥିବା କମିଶନଙ୍କନ କାର୍ଯ୍ୟକାଳ ବୃଦ୍ଧି କରିବାକୁ ଦାବି କଲେ କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା । ସନ୍ତୋଷ ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିଜେପି ବିଜେଡି ସମ୍ପର୍କ ବୃଦ୍ଧି ପାଇଥିବାରୁ ସରକାର ଆଉ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି ସେ ।

ବିଜେପି-ବିଜେଡି ସମ୍ପର୍କ ପାଇଁ ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ହେଲାନାହିଁ: ସାଲୁଜା

10 ହଜାରୁ କମ ଟଙ୍କା ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ ସରକାର 3 ଶହ କୋଟି ଟଙ୍କା ର କର୍ପୋସ ଫଣ୍ଡ ଗଠନ କଲେ ସରକାର । କିନ୍ତୁ ଆଜି ଯାଏଁ କେହି ଟଙ୍କା ଫେରିପାଇନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ସରକାର ବିବୃତି ଦେବାକୁ ରୁଲିଂ ଦାବି କଲେ ସନ୍ତୋଷ ସିଂ ସାଲୁଜା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.