ETV Bharat / city

ମୋ ବସରେ ଯାତ୍ରୀଙ୍କୁ ଚକଲେଟ ବାଣ୍ଟୁଛନ୍ତି ସାଣ୍ଟା - bbsr mo bus santa distribute chocolate

ଆଜି ପବିତ୍ର ବଡଦିନ । ଏନେଇ ଗାଁ ଠୁ ସହର ଉତ୍ସବମୁଖର ହୋଇଥିବାବେଳେ ମୋ ବସରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଯାତ୍ରୀଙ୍କୁ ଚକଲେଟ ବାଣ୍ଟୁଛି ସାଣ୍ଟା କ୍ଲଜ । ଏମିତି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀରେ ।

mo bus Santa
mo bus Santa
author img

By

Published : Dec 25, 2019, 1:40 PM IST

ଭୁବନେଶ୍ବର: ଆଜି ପବିତ୍ର ବଡଦିନ । ଏନେଇ ଗାଁ ଠୁ ସହର ଉତ୍ସବମୁଖର ହୋଇଥିବାବେଳେ ମୋ ବସରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଯାତ୍ରୀଙ୍କୁ ଚକଲେଟ ବାଣ୍ଟୁଛି ସାଣ୍ଟା କ୍ଲଜ। ଏମିତି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀରେ ।

ତେବେ ମୋ ବସ ପକ୍ଷରୁ ବଡଦିନ ଅବସରରେ ଏଭଳି ଏକ ନିଆରା ପଦକ୍ଷେପ ନିଆଯାଇଛି । ବସ ଭିତରେ କେକ କାଟି ଯୀଶୁଙ୍କ ବାର୍ଥ ଡେ’ ସେଲିବ୍ରେସନ ସହ ଯାତ୍ରୀଙ୍କୁ ଚକଲେଟ ଦେଇଛନ୍ତି ସାଣ୍ଟା କ୍ଲଜ। ଏହାସହ ସାଣ୍ଟା କ୍ଲଜ ସାଜିଥିବା ମୋ ବସର କର୍ମଚାରୀ ମୋ ବସ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିଛନ୍ତି ।

mo bus Santa

କିପରି ଟିକେଟ କାଟିବେ ଓ କେଉଁ ଗନ୍ତବ୍ଯ ସ୍ଥଳକୁ ଯିବା ସମୟରେ କିପରି ଜାଣିବେ। ସେନେଇ ବସ ମଧ୍ଯରେ ଯାତ୍ରୀମାନଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ସିକ୍ରେଟ ସାଣ୍ଟା । ଯାହାକୁ ବେଶ୍ ପସନ୍ଦ କରିଛନ୍ତି ବସର ଯାତ୍ରୀ। ତେବେ ଏନେଇ ମାଷ୍ଟର କ୍ଯାଣ୍ଟିନ ମୋ ବସ ଡିପୋରେ ମଧ୍ଯ ସେଲଫି ଜୋନ କରାଯାଇଛି । ଯେ କେହି ସେଠାରେ ସେଲଫି ମଧ୍ଯ ନେଇପାରିବେ। ତେବେ ଦିନକୁ ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ବ ଯାତ୍ରୀ ମୋ ବସକୁ ବ୍ଯବହାର କରୁଛନ୍ତି । ଏପରିକି ବିଭିନ୍ନ ରୁଟକୁ ଯାଉଥିବା ଏହି ବସରେ ଲୋକେ ଯିବା ଆସିବା କରୁଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ମୋ ବସରେ ଯାତ୍ରୀଙ୍କୁ ଚକଲେଚ ବାଣ୍ଟୁଛି ସାଣ୍ଟାBody:

ମୋ ବସରେ ନିଆରା ଦୃଷ୍ଯ।ଯାତ୍ରୀଙ୍କୁ ଚକଲେଟ ବାଣ୍ଟୁଛି ସାଣ୍ଟା କ୍ଲଜ।ଏମିତି ନିଆରା ଦୃଷ୍ଯ ଦେଖିବାକୁ ମିଳିଛି ରାଜଧାନୀରେ।ମୋ ବସ ପକ୍ଷରୁ ଏଭଳି ନିଆରା ପଦକ୍ଷେପ ନିଆଯାଇଛି।ବସ ଭିତରେ କେକ କାଟି ଯିଶୁଙ୍କୁ ବର୍ଥ ଡେ ସେଲିବ୍ରେସନ ସହ ଚକଲେଟ ଦେଇଛନ୍ତି ସାଣ୍ଟା କ୍ଲଜ।ଏହା ସହ ସାଣ୍ଟା କ୍ଲଜ ସାଜିଥିବା ମୋ ବସର କର୍ମଚାରି ମୋ ବସ ସମ୍ପର୍କରେ ସଚେତନ କରିଛନ୍ତି ।କିପରି ଟିକେଟ କାଟିବେ ଓ କେଉଁ ଗନ୍ତବ୍ଯ ସ୍ଥଳକୁ ଯିବା ସମୟରେ କିପରି ଜାଣିବେ।ସେ ନେଇ ବସ ମଧ୍ଯରେ ମଧ୍ଯ ସଚେତନତା ବାର୍ତା ବାଣ୍ଟିଛନ୍ତି ଯାହାକୁ ବେସ ପସନ୍ଦ କରିଛନ୍ତି ବସର ଯାତ୍ରୀ।ତେବେ ଏନେଇ ମାଷ୍ଟର କ୍ଯାଣ୍ଟିନ ମୋ ବସ ଡିପୋରେ ମଧ୍ଯ ସେଲଫି ଜୋନ କରାଯାଇଛି ।ଯେ କେହି ସେଠାରେ ସେଲଫି ମଧ୍ଯ ନେଇପାରିବେ।ତେବେ ଦିନକୁ ପ୍ପାୟ ୧ ଲକ୍ଷରୁ ଉର୍ଧ ଯାତ୍ରୀ ମୋ ବସକୁ ବ୍ଯବହାର କରୁଛନ୍ତି ଏପରିକି ବିଭିନ୍ନ ରୁଟକୁ ଯାଉଥିବା ଏହି ବସରେ ଲୋକେ ଯିବା ଆସିବା କରୁଛନ୍ତି।Conclusion:ବାଇଟ-ମାନସ ନାୟକ ,କମୁନିକେସନ ସେଲ ହେଡ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.