ETV Bharat / city

ସ୍କୁଲ ବନ୍ଦ ନେଇ ହୋଇନି କୌଣସି ନିଷ୍ପତ୍ତି: ସମୀର ଦାଶ - କେନ୍ଦ୍ରୀୟ ବିଦ୍ୟାଳୟ-1

କେନ୍ଦ୍ରୀୟ ବିଦ୍ୟାଳୟ-1ରେ ଜଣେ ଛାତ୍ର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ...

ସ୍କୁଲ ବନ୍ଦ ନେଇ ହୋଇନି କୌଣସି ନିଷ୍ପତ୍ତି
ସ୍କୁଲ ବନ୍ଦ ନେଇ ହୋଇନି କୌଣସି ନିଷ୍ପତ୍ତି
author img

By

Published : Mar 25, 2021, 3:35 PM IST

ଭୁବନେଶ୍ବର: କେନ୍ଦ୍ରୀୟ ବିଦ୍ୟାଳୟ-1ରେ ଜଣେ ଛାତ୍ର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି । ତେବେ ସରକାରଙ୍କ ସମସ୍ତ ଏସଓପି ମାନି ସ୍କୁଲ ଖୋଲାଯାଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ।

ସ୍କୁଲ ବନ୍ଦ ନେଇ ହୋଇନି କୌଣସି ନିଷ୍ପତ୍ତି

ତେବେ ସରକାରଙ୍କ ଦ୍ଵାରା ପରିଚାଳିତ ସ୍କୁଲ ଏବଂ ହଷ୍ଟେଲରେ ଏଯାବତ୍ କୌଣସି ପଜିଟିଭ ବାହାରି ନାହାଁନ୍ତି ବୋଲି ମନ୍ତ୍ରୀ କହିଛନ୍ତି । କୋଭିଡ ସ୍ଥିତି ନେଇ ବିଭାଗ ମଧ୍ୟ ଗୁରୁତର ଭାବରେ ଦେଖୁଛି । ଘରୋଇ ସ୍କୁଲ ଗୁଡିକ ଉପରେ ଜିଲ୍ଲା ପ୍ରଶାସନ କଡା ନଜର ରଖିଛନ୍ତି । ସ୍କୁଲ ବନ୍ଦ ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.