ETV Bharat / city

ରାଜଧାନୀ ପାଳୁଛି 'ସମ୍ବଲପୁରୀ ଦିନ୍': ପାରମ୍ପରିକ ପୋଷାକରେ ନଜର ଆସିଲେ ଛାତ୍ରଛାତ୍ରୀ - ରାଜଧାନୀରେ ସମ୍ବଲପୁରୀ ଦିନ

ରାଜଧାନୀରେ ଆଜି ପାଳିତ ହେଉଛି ସମ୍ବଲପୁରୀ ଦିନ୍ । ସ୍ବର୍ଗତ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ତିଥିକୁ ସାରା ପଶ୍ଚିମ ଓଡିଶାରେ ପାଳନ ହେଉଥିବାବେଳେ ଆଜି ରାଜଧାନୀ ଭୁବନେଶ୍ବରରେ ଏହାର ଝଲକ୍‌ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 1, 2019, 12:52 PM IST

ଭୁବନେଶ୍ବର: ଆଜି ରାଜଧାନୀ ପାଳୁଛି ସମ୍ବଲପୁରୀ ଦିନ୍ । ସମ୍ବଲପୁରୀ ଐତିହ୍ୟ, ପରମ୍ପରା, ଓ ସମ୍ବଲପୁରୀ ସଂସ୍କୃତିକୁ ବଜାୟ ରଖିବା ପାଇଁ ପ୍ରତି ବର୍ଷ ଅଗଷ୍ଟ 1ରେ ପାଳନ ହୁଏ ସମ୍ବଲପୁରୀ ଦିନ୍ । ସ୍ବର୍ଗତ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ତିଥିକୁ ସାରା ପଶ୍ଚିମ ଓଡିଶାରେ ପାଳନ ହେଉଥିବାବେଳେ ଆଜି ରାଜଧାନୀ ଭୁବନେଶ୍ବରରେ ଏହାର ଝଲକ୍‌ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଆଜି ସକାଳୁ ପଚିଶ ଓଡ଼ିଶା ଯୁବା ମଞ୍ଚ ତରଫରୁ ଏକ ବାଇକ ରାଲି ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଠାରୁ ଆରମ୍ଭ କରି ୟୁନିଟ 8 ଡିଏଭି ପର୍ଯ୍ୟନ୍ତ ହୋଇଥିଲା । ସମ୍ବଲପୁରୀ ଭାଷା ଓ କଳା ସଂସ୍କୃତିର ପ୍ରଚାର ପ୍ରସାର ହେବା ନେଇ ଶତାଧିକ ଛାତ୍ରଛାତ୍ରୀ ଆଜି ନିଜର ପରମ୍ପରା ସମ୍ବଲପୁରୀ ପେଷାକ ପିନ୍ଧି ଲୋକଙ୍କୁ ଅବଗତ କରାଇଥିଲେ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ରାଜଧାନୀ ରେ ସମ୍ବଲପୁରୀ ଦିନBody:ରାଜଧାନୀ ରେ ସମ୍ବଲପୁରୀ ଦିନ ପାଳନ । ସ୍ୱର୍ଗତ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମ ତିଥି କୁ ସାରା ପଶ୍ଚିମ ଓଡିଶା ରେ ପାଳନ ହେଉଥିବା ବେଳେ ଆଜି ରାଜଧାନୀ ଭୁବନେଶ୍ବର ରେ ଏହାର ଝଲକ ଦେଖିବା କୁ ମିଳିଥିଲା। ଆଜି ସକାଳୁ ପଚିଶ ଓଡ଼ିଶା ଯୁବା ମଞ୍ଚ ତରଫ ରୁ ଏକ ବାଇଟ ରାଲି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟି ଠାରୁ ଆରମ୍ବ କରି ୟୁନିଟ 8 ଡି ଏ ଭି ପର୍ୟ୍ଯନ୍ତ ଆସିଥିଲା। ଶତାଧିକ ଛାତ୍ରଛାତ୍ରୀ ଆଜି ନିଜର ପରମ୍ପରା ସମ୍ବଲପୁରୀ ପେଷାକ ପିନ୍ଧି କିଭକି ସମ୍ବଲପୁରୀ ଭାଷା ଓ କଳା ସଂସ୍କୃତି ର ପ୍ରଚାର ପ୍ରସାର ହେବ ତା ଉପରେ ଲୋକଙ୍କୁ ଅବଗତ କରାଇଥିଲେ। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.