ETV Bharat / city

'ଫନି' କ୍ଷତି ପାଇଁ ସମବାୟ ବ୍ୟାଙ୍କ ଦେଲା 5 କୋଟି

author img

By

Published : Nov 20, 2019, 8:49 PM IST

ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 5 କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 5 କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି । ରାଜ୍ୟ ଲୋକସେବା ଭବନରେ ଅର୍ଥରାଶି ମୁଖ୍ୟମନ୍ତ୍ରୀଙ୍କୁ ଖାଦ୍ୟ ଯୋଗାଣ ଖାଉଟି ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରଦାନ କରିଛନ୍ତି ।

54ତମ ଅର୍ଥୋଡେଣ୍ଟିକ ସମ୍ମିଳନୀର ଲୋଗୋ
ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

'ଫନି' ଯୋଗୁଁ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତେବେ ଏହି ଅର୍ଥରାଶି ରାଜ୍ୟରେ 'ଫନି' ବାତ୍ୟା ବିପର୍ଯ୍ୟୟ କ୍ଷତି ଭରଣା କରାଯିବ । ଏହି ଅବସରରେ ରାଜ୍ୟ ସମବାୟ ବ୍ୟାଙ୍କ ଶାଖାର ଅଧ୍ୟକ୍ଷ ଅକ୍ଷୟ କୁମାର ମହାନ୍ତି ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଚେକ୍ ପ୍ରଦାନ କରିଛନ୍ତି ।

କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ର , ସମବାୟ ସଚିବ ଭି.ଭି ଯାଦବ, ଓଡିଶା ସମବାୟ ବ୍ୟାଙ୍କ ର ପରିଚାଳନା ନିର୍ଦ୍ଦେଶକ ଦେବେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହ ସୋଆରେ ହେବାକୁ ଥିବା 54ତମ ଅର୍ଥୋଡେଣ୍ଟିକ ସମ୍ମିଳନୀର ଲୋଗୋକୁ ରାଜ୍ୟ ଲୋକସେବା ଭବନରେ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । 22 ତାରିଖ ସନ୍ଧ୍ୟାରେ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:
ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 5 କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି | ରାଜ୍ୟ ଲୋକସେବା ଭବନରେ ଅର୍ଥରାଶି ମୁଖ୍ୟମନ୍ତ୍ରୀଙ୍କୁ ଖାଦ୍ୟ ଯୋଗାଣ ଖାଉଟି ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଦାନ କରିଛନ୍ତି | Body:ଏହି ଅର୍ଥରାଶି ରାଜ୍ୟରେ ଫଣୀ ବାତ୍ୟା ବିପର୍ଯୟ କ୍ଷତିଜନିତ ଭରଣା କରାଯିବ |ଏହି ଅବସରରେ ରାଜ୍ୟ ସମବାୟ ବ୍ୟାଙ୍କ ଶାଖାର ଅଧ୍ୟକ୍ଷ ଅକ୍ଷୟ କୁମାର ମହାନ୍ତି ଆଜିମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ଚେକ୍ ପ୍ରଦାନ କରିଛନ୍ତି ।କୃଷି ଉତ୍ପାଦନ କମିଶନର ଶ୍ରୀ ପ୍ରଦୀପ୍ତ ମହାପାତ୍ର ,ସମବାୟ ସଚିବ ଭି.ଭି ଯାଦବ,ଓଡିଶା ସମବାୟ ବ୍ୟାଙ୍କ ର ପରାଚାଳନା ନିର୍ଦ୍ଦେଶକ ଦେବେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।Conclusion:ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ସୋଆରେ ହେବାକୁ ଥିବା 54ତମ ଅର୍ଥୋଡେଂଟିକ ସମ୍ମିଳନୀ | ରାଜ୍ୟ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଏହାର ଲୋଗୋ ଉନ୍ମୋଚନ କରିଛନ୍ତି | 22 ତାରିଖ ସନ୍ଧ୍ୟାରେ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.