ETV Bharat / city

ଶୁକ୍ରବାରଠୁ ଭୁବନେଶ୍ବର ବିମାନ ବନ୍ଦରରେ RT-PCR ଟେଷ୍ଟ ବାଧ୍ୟତାମୂଳକ

author img

By

Published : Jan 6, 2022, 6:52 PM IST

ପୁଣି ବିମାନ ବନ୍ଦରରେ ହେବ କୋଭିଡ RT-PCR ପରୀକ୍ଷା, ଶୁକ୍ରବାର ଠାରୁ କଟକଣା ଲାଗୁ । ଅଧିକ ପଢନ୍ତୁ

ଶୁକ୍ରବାରଠୁ ଭୁବନେଶ୍ବର ବିମାନ ବନ୍ଦରରେ RT-PCR ଟେଷ୍ଟ ବାଧ୍ୟତାମୂଳକ
ଶୁକ୍ରବାରଠୁ ଭୁବନେଶ୍ବର ବିମାନ ବନ୍ଦରରେ RT-PCR ଟେଷ୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର: ପୁଣି ବିମାନ ବନ୍ଦରରେ ହେବ କୋଭିଡ ପରୀକ୍ଷା । ଭୁବନେଶ୍ୱର ବିମାନ ବନ୍ଦରକୁ ଆସୁଥିବା ସମସ୍ତ ବିମାନ ଯାତ୍ରୀଙ୍କ RT-PCR ଟେଷ୍ଟ ବାଧ୍ୟତାମୂଳକ କଲା BMC । ରିପୋର୍ଟ ନେଗେଟିଭ୍ ଥିଲେ ମଧ୍ୟ ବିମାନ ବନ୍ଦରରେ ପୁଣିଥରେ କରାଯିବ ଟେଷ୍ଟ ।

ବିମାନ ଯାତ୍ରୀମାନଙ୍କୁ ଯେଉଁମାନେ ପୂର୍ବରୁ ଟୀକାକରଣ କରିସାରିଛନ୍ତି କିମ୍ବା RT-PCR ନେଗେଟିଭ ରିପୋର୍ଟରେ ଅଛନ୍ତି ସେମାନଙ୍କୁ ମଧ୍ୟ ଏହି କୋଭିଡ୍ ପରୀକ୍ଷା କରିବାକୁ ପଡିବ ।

ଏଥିପାଇଁ BMC ସ୍ବତନ୍ତ୍ର କ୍ୟାମ୍ପ କରିବ । ଏହା ଆସନ୍ତାକାଲିଠୁ ଅର୍ଥାତ 7 ତାରିଖରୁ ଆରମ୍ଭ ହେବ । ଯେଉଁ ଯାତ୍ରୀଙ୍କ ଗନ୍ତବ୍ୟ ସ୍ଥଳ ଭୁବନେଶ୍ୱର ସେମାନଙ୍କ ରିପୋର୍ଟ ଆସିବା ଯାଏଁ ଘରେ କ୍ବାରେଣ୍ଟାଇନରେ ରହିବେ । ପଜିଟିଭ୍ କେସ୍ ପାଇଁ ସାଧାରଣ ପ୍ରୋଟୋକଲ୍ ଅନୁସରଣ କରାଯିବ ବୋଲି BMC ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.