ETV Bharat / city

ଗଣତନ୍ତ୍ର ଦିବସ ପାଇଁ ମହାତ୍ମାଗାନ୍ଧୀ ମାର୍ଗକୁ ରୁଟ ଲାଇନ - republic day

ଗଣତନ୍ତ୍ର ଦିବସ ପାଇଁ ମହାତ୍ମାଗାନ୍ଧି ମାର୍ଗକୁ ରୁଟ ଲାଇନ

author img

By

Published : Jan 26, 2021, 7:24 AM IST

Updated : Jan 26, 2021, 7:54 AM IST

07:17 January 26

ଗଣତନ୍ତ୍ର ଦିବସ ପାଇଁ ମହାତ୍ମାଗାନ୍ଧୀ ମାର୍ଗକୁ ରୁଟ ଲାଇନ

ଭୁବନେଶ୍ବର: 72ତମ ଗଣତନ୍ତ୍ର ଦିବସ ପାଇଁ ମହାତ୍ମାଗାନ୍ଧୀ ମାର୍ଗକୁ ସାଧାରଣ ଲୋକଙ୍କୁ ମନା। ସକାଳ ସାଢେ 6ଟାରୁ 9ଟାଯାଏଁ ରାଜଧାନୀର 'ଗାନ୍ଧୀମାର୍ଗ'ରେ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ । ଏନେଇ କମିଶନରେଟ ପୋଲିସ ସ୍ବତନ୍ତ୍ର ରୁଟ ଲାଇନ ଧାର୍ଯ୍ୟ କରିଛି ।  

କେବଳ ଭିଭିଆଇପି ଓ ନିମନ୍ତ୍ରିତ ଅତିଥି ଆସିବା ପାଇଁ  ହୋଇଛି ରୁଟଲାଇନ ବ୍ୟବସ୍ଥା ।  

ଆଜି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପ୍ରାୟ ଅଢେଇ ଘଣ୍ଟା ଯାଏଁ  'ଗାନ୍ଧୀମାର୍ଗ'ରେ ଉତ୍ସବ ପାଳନ ହେବ । ସମାରୋହ ସ୍ଥଳରେ ସମାଜିକଦୂରତା ପ୍ରତି ଗୁରୁତ୍ବ ଦିଆଯାଇଛି । 

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jan 26, 2021, 7:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.