ETV Bharat / city

Road To School ସ୍ମାର୍ଟ ଶିକ୍ଷା କେନ୍ଦ୍ର ଉଦଘାଟିତ - ରୋଡ ଟୁ ସ୍କୁଲ କାର୍ଯ୍ୟକ୍ରମ

ରୋଡ ଟୁ ସ୍କୁଲ (Road To School) ଓଡିଶା କାର୍ଯ୍ୟକ୍ରମର ସ୍ମାର୍ଟ ଶିକ୍ଷା କେନ୍ଦ୍ର ଉଦଘାଟିତ ହୋଇଛି । ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳ ଅନ୍ତର୍ଗତ ଶାନ୍ତିପଲି ବସ୍ତିରେ ଆଜି ଇଣ୍ଡସଇଣ୍ଡ ବ୍ୟାଙ୍କ ସହାୟତାରେ learning links ଫାଉଣ୍ଡେସନ ଦ୍ବାରା ପରିଚାଳିତ ରୋଡ ଟୁ ସ୍କୁଲ ଓଡିଶା କାର୍ଯ୍ୟକ୍ରମର ସ୍ମାର୍ଟ ଶିକ୍ଷା କେନ୍ଦ୍ର ଉଦଘାଟିତ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଅଧିକ ପଢନ୍ତୁ

Road To School
Road To School
author img

By

Published : Jan 11, 2022, 5:54 PM IST

ଭୁବନେଶ୍ବର: ରୋଡ ଟୁ ସ୍କୁଲ (Road To School) ଓଡିଶା କାର୍ଯ୍ୟକ୍ରମର ସ୍ମାର୍ଟ ଶିକ୍ଷା କେନ୍ଦ୍ର ଉଦଘାଟିତ ହୋଇଛି । ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳ ଅନ୍ତର୍ଗତ ଶାନ୍ତିପଲି ବସ୍ତିରେ ଆଜି ଇଣ୍ଡସଇଣ୍ଡ ବ୍ୟାଙ୍କ ସହାୟତାରେ learning links ଫାଉଣ୍ଡେସନ ଦ୍ବାରା ପରିଚାଳିତ ରୋଡ ଟୁ ସ୍କୁଲ ଓଡିଶା କାର୍ଯ୍ୟକ୍ରମର ସ୍ମାର୍ଟ ଶିକ୍ଷା କେନ୍ଦ୍ର ଉଦଘାଟିତ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

Road To School ସ୍ମାର୍ଟ ଶିକ୍ଷା କେନ୍ଦ୍ର ଉଦଘାଟିତ

କରୋନା ସମୟରେ ବିଦ୍ୟାଳୟ ବନ୍ଦ ପର ଠାରୁ ଶିକ୍ଷଣ ଶୈଳୀ, ବିଭିନ୍ନ ପ୍ରକାର ଶିକ୍ଷଣ ସାମଗ୍ରୀ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପାଠପଢା ଯାଉଛି । ପ୍ରଥମ ପର୍ଯ୍ୟାୟରେ ୪୦ ଟି ଅଫ ସ୍କୁଲ lerning space ( OSLS) ଖୋଲା ଯାଇଥିଲା । ଯାହା ଏବେ ୧୨୭ ରେ ପହଞ୍ଚିଲାଣି ।

ସେଥି ମଧ୍ୟରୁ ୨୦ ଟି ସ୍ମାର୍ଟ ଶିକ୍ଷା ଉନ୍ନତ ମାନର ଶ୍ରେଣୀଗୃହ, ଲାଇବ୍ରେରୀ, ସୁନ୍ଦର ପରିବେଶ ସହିତ ଛାତ୍ରଛାତ୍ରୀ ମାନଙ୍କୁ ସ୍ମାର୍ଟ ଟିଭି ଦ୍ବାରା ପାଠ ପଢିବାର ସୁବନ୍ଦୋବସ୍ତ କରାଯାଇଛି । ଅନଲାଇନ ଶିକ୍ଷାରୁ ବଞ୍ଚିତ ଥିବା ଛାତ୍ରଛାତ୍ରୀମାନଙ୍କୁ ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥାର ସୁବିଧା ଯୋଗାଇ ଦିଆଯାଇଅଛି । ଏହି ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଲାଭଦାୟକ ହୋଇପାରିଛି ।

ଏହି ଅଭିନବ କାର୍ଯ୍ୟକ୍ରମକୁ ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ସ୍ଵାଗତ କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.