ETV Bharat / city

ଜୋରସୋର ଚାଲିବ କୃଷିକାର୍ଯ୍ୟ, ସବୁ ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ

କୃଷି ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ । 30 ଜିଲ୍ଲା ପାଇଁ 30 ନୋଡାଲ ଅଫିସରଙ୍କୁ ମିଳିଲା ନିଯୁକ୍ତି । ଅଧିକ ପଢ଼ନ୍ତୁ....

review meeting, agriculture department,  bhubaneswar news, କୃଷି ବିଭାଗର ସମୀକ୍ଷା ବୈଠକ, ନୋଡାଲ ଅଫିସରଙ୍କୁ ନିଯୁକ୍ତି, ଭୁବନେଶ୍ବର ଖବର
ଫାଇଲ ଫଟୋ
author img

By

Published : Apr 15, 2020, 5:38 PM IST

ଭୁବନେଶ୍ବର: 30 ଜିଲ୍ଲା ପାଇଁ ନିଯୁକ୍ତ ହୋଇଛନ୍ତି 30 ନୋଡାଲ ଅଫିସର । କୃଷି ବିଭାଗ ଦ୍ବାରା ପ୍ରଣୀତ ଯୋଜନା କାର୍ଯ୍ୟକାରୀ ହେଉଛି ନା ନାହିଁ ତାହା ଏମାନେ ତଦାରଖ କରିବେ ।

ଜୋରସୋର ଚାଲିବ କୃଷିକାର୍ଯ୍ୟ, ସବୁ ଜିଲ୍ଲାରେ ନୋଡାଲ ଅଫିସରଙ୍କୁ ନିଯୁକ୍ତ

ଏହାସହ ଜିଲ୍ଲା ସ୍ତରର ଅଧିକାରୀ ଓ ସବୁ କର୍ମଚାରୀଙ୍କ ସହିତ ଆଲୋଚନା କରିବେ। କଣ ସମସ୍ୟା ରହୁଛି ତାହା ବିଭାଗକୁ ଅବଗତ କରାଇବେ। ଯେଉଁଠି ସମସ୍ୟା ରହିଛି ସମାଧାନ କରି ପ୍ରତିଦିନ ଅପରାହ୍ନରେ ରିପୋର୍ଟ ଦେବେ । କୃଷି ସରଞ୍ଜାମର ମରାମତି ଦୋକାନ ସମେତ ସାର ଓ ବିହନ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ । କୃଷି ବିଭାଗର ସମୀକ୍ଷା ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.