ETV Bharat / city

ପ୍ରକାଶ ପାଇଲା ଏକକ ପିଜି ପ୍ରବେଶିକା ପରୀକ୍ଷା ଫଳ - Single PG entrance exam result

ଏକକ ପିଜି ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ । ଖୁସି ଅଗ୍ରୱାଲ ପରିସଂଖ୍ୟାନରେ ଟପ୍ପର । ଅଧିକ ପଢନ୍ତୁ...

ଏକକ ପିଜି ପ୍ରବେଶିକା ପରୀକ୍ଷା ଫଳ
ଏକକ ପିଜି ପ୍ରବେଶିକା ପରୀକ୍ଷା ଫଳ
author img

By

Published : Nov 21, 2020, 8:40 PM IST

ଭୁବନେଶ୍ବର: ପ୍ରକାଶ ପାଇଲା ଏକକ ପିଜି ପ୍ରବେଶିକା ପରୀକ୍ଷା ଫଳ । ଖୁସି ଅଗ୍ରୱାଲ ପରିସଂଖ୍ୟାନରେ ଟପ୍ପର । ସେହିପରି ସଂସ୍କୃତ ବିଭାଗରେ ଟପ୍ପର ହୋଇଛନ୍ତି ସୁଦୀପ୍ତ ପଟ୍ଟନାୟକ ।

ଏକକ ପିଜି ପ୍ରବେଶିକା ପରୀକ୍ଷା
ଏକକ ପିଜି ପ୍ରବେଶିକା ପରୀକ୍ଷା

କୋରୋନାକୁ ଦୃଷ୍ଟିରେ ରଖି ରାଜ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହୋଇଥିଲା । ରାଜ୍ୟରେ 70ଟି ୟୁନିଭରସିଟିରେ 83 ଟି ବିଭାଗରେ ପିଜି ପରୀକ୍ଷା କରାଯାଇଥିଲା । ଯାହାର ଆଜି ପରୀକ୍ଷା ଫଳ ପ୍ରକାଶ ପାଇଛି । ବାଳକମାନେ 36% ବିଷୟ ଗୁଡିକରେ ଶୀର୍ଷରେ ଅଛନ୍ତି ।

ଷ୍ଟାଟିଷ୍ଟିକରେ ଖୁସି ଅଗ୍ରୱାଲ 91.29 ନମ୍ବର ରଖିଥିବାବେଳେ ଭୂବିଜ୍ଞାନରେ ଇପ୍ସିତା ମହାପାତ୍ର 89.97% ରଖି ଶୀର୍ଷରେ ଅଛନ୍ତି ।

ଏକକ ପିଜି ପ୍ରବେଶିକା ପରୀକ୍ଷା
ଏକକ ପିଜି ପ୍ରବେଶିକା ପରୀକ୍ଷା

ତେବେ ଛାତ୍ରଛାତ୍ରୀ www.samsodisha.govt.in ମାଧ୍ୟମରେ ଫଳାଫଳ ଜାଣିପାରିବେ । ସଫଳ ଲଗଇନ୍ ପରେ ୟୁନିଭରସିଟି କଲେଜ ସେମାନଙ୍କର ଲଗଇନ୍ ଡ୍ୟାସବୋର୍ଡ ପାଇବ । ସବିଶେଷ ତଥ୍ୟ ପାଇବା ପାଇଁ "MIS ରିପୋର୍ଟଗୁଡିକ" ଅନ୍ତର୍ଗତ "ୟୁନିଭରସିଟି / କଲେଜ ଜ୍ଞାନୀ ମେରିଟ୍ ତାଲିକା" ଉପରେ କ୍ଲିକ୍ କରିବାକୁ ପଡିବ । ଯାହା ଦ୍ବାରା ପରୀକ୍ଷା ଫଳାଫଳ ପାଇପାରିବେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.