ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ପରେ ମନ୍ତ୍ରୀ ଓ ସାଂସଦଙ୍କ ନିବେଦନ, ନିଜାମୁଦ୍ଦିନରୁ ଫେରିଥିଲେ ଭୟ ନକରି ଦିଅ ସୂଚନା - ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରୁ ଫେରିଥିବା ଲୋକମାନେ ଭୟ ନକରି ସରକାରଙ୍କୁ ସୂଚନା ଦେବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ ଓ ସାଂସଦ । ଅଧିକ ପଢନ୍ତୁ...

request of Minister and MP after Chief Minister
ମୁଖ୍ୟମନ୍ତ୍ରୀଙ୍କ ପରେ ମନ୍ତ୍ରୀ ଓ ସାଂସଦଙ୍କ ନିବେଦନ, ନିଜାମୁଦ୍ଦିନରୁ ଫେରିଥିଲେ ଭୟ ନକରି ଦିଅ ସୂଚନା
author img

By

Published : Apr 4, 2020, 9:05 PM IST

ଭୁବନେଶ୍ବର: ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରୁ ଫେରିଥିବା ଲୋକମାନେ ଭୟ ନକରି ସରକାରଙ୍କୁ ସୂଚନା ଦେବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ ଓ ସାଂସଦ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଓ ବିଜେଡି ସଂଖ୍ୟାଲଘୁ ସେଲର ସଭାପତି ତଥା ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଏହାକୁ ନଲୁଚାଇ 104 ନମ୍ବରରେ କଲ କରି ସୂଚନା ଦେବାକୁ ଅପିଲ୍‌ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ପରେ ମନ୍ତ୍ରୀ ଓ ସାଂସଦଙ୍କ ନିବେଦନ, ନିଜାମୁଦ୍ଦିନରୁ ଫେରିଥିଲେ ଭୟ ନକରି ଦିଅ ସୂଚନା

ଏହା ଏପରି ଏକ ଭୂତାଣୁ ଯାହା ସାରା ବିଶ୍ବକୁ କବଳିତ କରିଥିବାରୁ ଏକ୍ଷେତ୍ରରେ ସରକାରଙ୍କୁ ସହାୟତା କରିବା ସହ ନିଜର ଓ ନିଜ ପିଲାଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ଦୁହେଁ ଭିଡିଓ ମାଧ୍ୟମରେ କହିଛନ୍ତି । ସେହିପରି ଏଥିପାଇଁ ସରକାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ବୋଲି ମଧ୍ୟ ଦୁହେଁ ଦୋହରାଇଛନ୍ତି ।

ଅନ୍ୟପଟେ ସାମାଜିକ ଗଣମାଧ୍ୟମରେ ଗୋଟିଏ ସମ୍ପ୍ରଦାୟ ବିରୋଧରେ ଅପପ୍ରଚାର ହେବାକୁ ମନ୍ତ୍ରୀ ନାପସନ୍ଦ କରିବା ସହ ଏଥିରୁ ଦୂରେଇ ରହିବାକୁ ସେ ନିବେଦନ କରିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭୟ ନକରି ସରକାରଙ୍କୁ ଜଣାଇବାକୁ ନିବେଦନ କରିସାରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.