ETV Bharat / city

ବିଜେପି ଓ ବିଜେଡି କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ

author img

By

Published : Jan 26, 2021, 10:24 AM IST

Updated : Jan 26, 2021, 10:29 AM IST

ବିଜେଡି ଓ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ନେତା ମନ୍ତ୍ରୀ ଉପସ୍ଥିତ ନେତା। ଅଧିକ ପଢନ୍ତୁ...

ବିଜେପି ଓ ବିଜେଡି କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ
ବିଜେପି ଓ ବିଜେଡି କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ବର: ବିଜେଡି ଓ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ତେବେ ବିଜେଡି ଉପ ସଭାପତି ଦେବୀ ମିଶ୍ର ପତାକା ପାର୍ଟି ଅଫିସ ପରିସରରେ ଉତ୍ତୋଳନ କରିଛନ୍ତି । ସେହିପରି ଡେପୁଟି ଚେୟାରମ୍ୟାନ୍, ରାଜ୍ୟ ଯୋଜନା ବୋର୍ଡ ସଞ୍ଜୟ ଦାସବର୍ମା ଏବଂ ଭୁବନେଶ୍ୱର ଉତ୍ତର, ମଧ୍ୟ ବିଧାୟକ ସୁଶାନ୍ତ ରାଉତ ଏବଂ ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସେପଟେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଭାପତି ସମୀର ମହାନ୍ତି ପତାକା ଉତ୍ତୋଳନ କରିଛନ୍ତି । ଏହାସହ ଦଳର ବରିଷ୍ଠ ନେତୃବୃନ୍ଦ ସେଠାରେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଦଳର ସଭାପତି ସମୀର ମହାନ୍ତି କହିଛନ୍ତି ଯେ ,ଏକ ଭାରତ ଶ୍ରେଷ୍ଠ ଭାରତ, ଏବଂ ଓଡ଼ିଆଙ୍କୁ ମୈଳିକ ଅଧିକାର ପ୍ରାପ୍ତ ହେଉ। ଏହାସହ ସବୁ ବର୍ଗର ଲୋକଙ୍କ ଉନ୍ନତି କାମନା କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jan 26, 2021, 10:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.