ETV Bharat / city

ରାଜ୍ୟର ତିନୋଟି ଜିଲ୍ଲାକୁ ରେଡ଼ ଆଲର୍ଟ - ପ୍ରବଳ ବର୍ଷା

ପ୍ରବଳ ବର୍ଷାର ଆଶଙ୍କା ନେଇ ଆସନ୍ତା 24 ଘଣ୍ଟା ମଧ୍ୟରେ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଏହାସହ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଫଟୋ ସୌଜନ୍ୟ- ପ୍ରତିିିନିଧି, ଭୁବନେଶ୍ବର
author img

By

Published : Jul 30, 2019, 1:37 AM IST

ଭୁବନେଶ୍ବର: କିଛିଦିନର ଲୁଚକାଳି ପରେ ପୁଣି ଫେରିଛି ମୌସୁମୀ। ବର୍ତ୍ତମାନ ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି। ଯାହା ଫଳରେ ଆଗାମୀ ଅଗଷ୍ଟ 1 ତାରିଖରୁ ରାଜ୍ୟରେ ବର୍ଷାର ସମ୍ଭାବନା ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଭିଡିଓ ସୌଜନ୍ୟ- ପ୍ରତିିିନିଧି, ଭୁବନେଶ୍ବର

ପ୍ରବଳ ବର୍ଷାର ଆଶଙ୍କା ନେଇ ଆସନ୍ତା 24 ଘଣ୍ଟା ମଧ୍ୟରେ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଏହାସହ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଅନ୍ୟ ପଟେ ରାଜ୍ୟରେ ଆଜି ସୁଦ୍ଧା ସ୍ବାଭାବିକ ଠାରୁ(-) ମାଇନସ୍ 20 ମିଲିମିଟର ବର୍ଷା କମ ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ରାଜ୍ୟ ର ତିନି ଟି ଜିଲ୍ଲା କୁ ଦିଆଗଲା ରେଡ଼ ଆଲର୍ଟ।
ବର୍ତ୍ତମାନ ରାଜ୍ୟ ରେ ମୌସୁମୀ  ସକ୍ରିୟ ଥିବା ରହିଛି ଯାହା ଫଳ ରେ ଆଗାମୀ ଅଗଷ୍ଟ 1 ତାରିଖ ରୁ ରାଜ୍ୟ ର ବର୍ଷା ର ସମ୍ଭାବନା ବଢିବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ର ରୁ ଜଣା ପଡିଛି। ଅନ୍ୟ ପଟେ ଆସନ୍ତା 24 ଘଂଟା ଭିତରେ ସମୁଦ୍ର କୁ ମସ୍ୟ ଯିବି ଯିବାକୁ ବାରଣ କରା ଯିବା ସହ ନବରଙ୍ଗପୁର, କେରାପୁଟ, ମାଲକାନଗିରି ଜିଲ୍ଲା କୁ ଟେଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଅନ୍ୟ ପଟେ ଆଜି ଶୁଦ୍ଧା ସ୍ବଭାବିକ ଠାରୁ -20 ମିଲିମିଟର ବର୍ଷା କମ ରେକର୍ଡ କରାଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.