ETV Bharat / city

ଅଭୁତପୂର୍ବ ପରିସ୍ଥିତିରେ ହୋଇଛି ରଥଯାତ୍ରା: ମୁଖ୍ୟ ଶାସନ ସଚିବ

author img

By

Published : Jun 23, 2020, 10:20 PM IST

ଏବର୍ଷର ରଥଯାତ୍ରା ଏକ ଅଦ୍ଭୁତପୂର୍ବ ପରିସ୍ଥିତିରେ ହୋଇଛି । ଆପଣଙ୍କ (ଜିଲ୍ଲାବାସୀ) ସହଯୋଗ ପାଇଁ ସବୁ କିଛି ସମ୍ଭବ ହୋଇପାରିଛି । ଟ୍ବିଟ କରି କହିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

rath-yatra-has-taken-place-in-an-unpredictable-situation-chief-secretary
ଅଭୁତପୂର୍ବ ପରିସ୍ଥିତିରେ ହୋଇଛି ରଥଯାତ୍ରା: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ରଥଯାତ୍ରା ଶେଷ ପରେ ମୁଖ୍ୟ ଶାସନ ସଚିବଙ୍କ ଟ୍ବିଟ । ଟ୍ବିଟ କରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ପାଳନ ସହ କଟକଣା କଡାକଡି ଅନୁପାଳନ କରିଥିବାରୁ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଏବର୍ଷର ରଥଯାତ୍ରା ଏକ ଅଦ୍ଭୁତପୂର୍ବ ପରିସ୍ଥିତିରେ ହୋଇଛି । ଆପଣଙ୍କ (ଜିଲ୍ଲାବାସୀ) ସହଯୋଗ ପାଇଁ ସବୁ କିଛି ସମ୍ଭବ ହୋଇପାରିଛି । ତେବେ ଏନେଇ ଜିଲ୍ଲା ପ୍ରଶାସନ ମନ୍ଦିର ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସମସ୍ତ କାର୍ଯ୍ୟ ହୋଇଛି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.