ETV Bharat / city

ରମାଦେବୀ ବିଶ୍ବ ବିଦ୍ୟାଳୟରେ ପାଳନ ହେଲା ବିଶ୍ବ ବନ୍ଧୁତ୍ବ ଦିବସ

author img

By

Published : Aug 4, 2019, 2:28 AM IST

Updated : Aug 4, 2019, 9:48 AM IST

ବିଶ୍ବ ବନ୍ଧୁତ୍ବ ଦିବସ ପାଳନ କଲେ ରମାଦେବୀ ବିଶ୍ବ ବିଦ୍ୟାଳୟର ଛାତ୍ରୀ । ନାଚ ଗୀତରେ ଭରି ଉଠିଲା ପଡିଲା ରମାଦେବୀ ପରିସର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ସ୍ଥାନୀୟ ରମାଦେବୀ ବିଶ୍ବ ବିଦ୍ୟାଳୟରେ ଧୁମଧାମରେ ଛାତ୍ରୀ ପାଳନ କରିଛନ୍ତି ବନ୍ଧୁତ୍ବ ଦିବସ । ନିଜ ପ୍ରିୟ ବନ୍ଧୁଙ୍କ ହାତରେ ଫ୍ରେଣ୍ଡସିପ ଡେ ବ୍ୟାଣ୍ଡ ବାନ୍ଧି ବନ୍ଧୁତ୍ବ ଦିବସ ପାଳନ କରିଛନ୍ତି । ଏହି ଦିବସଟିକୁ ସାଧାରଣ ଲୋକଙ୍କ ଠାରୁ ନେଇ ଓଲିଉଡ ଓ ବଲିଉଡ ସେଲିବ୍ରିଟି ମଧ୍ୟ ଖୁବ୍ ମଜାମସ୍ତିରେ ସେଲିବ୍ରେଟ କରିଥାନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ରିୟଲ ଲାଇଫ ହେଉ କିମ୍ବା ରିଲ ଲାଇଫ ସମସ୍ତଙ୍କ ଜୀବନରେ ରହିଛି ବନ୍ଧୁଙ୍କ ପାଇଁ ଖାସ ସ୍ଥାନ । ଅନେକ ଯୁଗରୁ ଅଗଷ୍ଟ ମାସର ପ୍ରଥମ ରବିବାର ଦିନଟିକୁ ଫ୍ରେଣ୍ଡସିପ ଡେ ରୂପେ ପାଳନ କରାଯାଉଛି । ଏହି ଦିବସରୁ ବାଦ ପଡିନାହାଁନ୍ତି ରମାଦେବୀ ମହିଳା ବିଶ୍ବ ବିଦ୍ୟାଳୟର ଛାତ୍ରୀମାନେ ।

ନିଜ ନିଜ ବନ୍ଧୁଙ୍କ ସହ କେକ କାଟି ହାତରେ ଫ୍ରେଣ୍ଡସିପ ବ୍ୟାଣ୍ଡ ବାନ୍ଧି ସେଲିବ୍ରେଶନ ମୁଡରେ ନଜର ଆସିଛନ୍ତି ଛାତ୍ରୀ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ରାମଦେବୀ ବିଶ୍ୱ ବିଦ୍ୟାଳୟ ରେ ପାଳନ ହେଲା ବନ୍ଧୁତ୍ୱ ଦିବସBody:ରାମଦେବୀ ବିଶ୍ୱ ବିଦ୍ୟାଳୟ ରେ ପାଳନ ହେଲା ବନ୍ଧୁତ୍ୱ ଦିବସ

ଆସନ୍ତା କାଲି ଫ୍ରେଣ୍ଡସିପ ଡେ ,ବନ୍ଧୁ ଙ୍କ ପାଇଁ ଦିନ ଟିଏ ।ନିଜ ପ୍ରିୟ ବନ୍ଧୁ ପାଇଁ କାଲି ଦିନ ଟିଏ। ବଧୁ ଙ୍କୁ ନେଇ ଓଲିଉଡ ହଉ କି ବଲିଉଡ ସବୁଠାରେ ତିଆରି ହୋଇଛି ଅନେକ ଚଳଚ୍ଚିତ୍ର। ସେ ରିଲ ହଉ ବା ରିୟଲ ସମସ୍ତ ଙ୍କ ଜୀବନ ରେ ନିଜ ନିଜ ବନ୍ଧୁଙ୍କ ପାଇଁ ରହିଛି କିଛି ଖାସ ଜାଗା। କାହିଁ କେଉଁ କାଳ ରୁ ଆଗଷ୍ଟ ମାସ ର ପ୍ରଥମ ରବିବାର କୁ ସାରା ବିଶ୍ୱ ପାଳି ଆସୁଛି ବନ୍ଧୁତ୍ୱ ଦିବସ ଭାବରେ। ଅନ୍ୟ ପଟେ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ରେ ଦେଖିବା କୁ ମିଳିଛି ପ୍ରି ଫ୍ରେଣ୍ଡ ସିପ ଡେ ସେଲିବ୍ରେସନ। ନିଜ ନିଜ ସାଙ୍ଗ ଙ୍କ ସହ କେକ କାଟି ହାତ ରେ ଫ୍ରେଣ୍ଡସିପ ବେଣ୍ଡ ବାନ୍ଧି ସେଲିବ୍ରେସନ ମୁଡ଼ ରେ ଛାତ୍ରଛାତ୍ରୀ ଙ୍କୁ ଆଜି ଦେଖିବାକୁ ମିଲିଛି। ଅନ୍ୟ ପଟେ ସନ୍ଧ୍ୟା ଯାଏଁ ଚାଲୀବ ଏହି କାର୍ଯ୍ୟକ୍ରମ ।ନାଚ ଗୀତ ସହ ,ନିଜ ନିଜ ବନ୍ଧୁ ଙ୍କ ସହ ରେଂମ୍ପ ରେ ଚାଲିବେ ଛାତ୍ରଛାତ୍ରୀ। ଶେଷ ରେ ବେଷ୍ଟ ପେୟାର ଯୋଡି କୁ ମିଳିବ ଶ୍ରେଷ୍ଠ ବନ୍ଧୁ ର ପୁରସ୍କାର।Conclusion:
Last Updated : Aug 4, 2019, 9:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.