ETV Bharat / city

ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ନୂଆ ଦାୟିତ୍ବ

ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ନୂଆ ଦାୟିତ୍ବ। କେନ୍ଦ୍ର ବର୍ହିଃବ୍ୟାପାର ପରାମର୍ଶଦାତା କମିଟି ସଦସ୍ୟ ଭାବେ ତାଙ୍କୁ ମନୋନୀତ କରାଯାଇଛି। ଅଧିକ ପଢନ୍ତୁ...

rajyasabha mp sasmit patra
ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ନୂଆ ଦାୟିତ୍ବ
author img

By

Published : Jan 9, 2020, 7:06 PM IST

Updated : Jan 9, 2020, 7:37 PM IST

ଭୁବନେଶ୍ବର: ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ନୂଆ ଦାୟିତ୍ବ। କେନ୍ଦ୍ର ବର୍ହିଃବ୍ୟାପାର ପରାମର୍ଶଦାତା କମିଟିର ସଦସ୍ୟ ଭାବେ ତାଙ୍କୁ ମନୋନୀତ କରାଯାଇଛି। ଏହି କମିଟିରେ ଶଶୀ ଥରୁର, ରାହୁଲ ଗାନ୍ଧୀ, କିରନ ଖେର, ଆନନ୍ଦ ଶର୍ମା, ତିରୁଚି ଶିବା ସଦସ୍ୟ ରହିଛନ୍ତି।

rajyasabha mp sasmit patra
ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ନୂଆ ଦାୟିତ୍ବ

ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରମନ୍ୟମ୍‌ ଜୟଶଙ୍କରଙ୍କ ନେତୃତ୍ବରେ ଏହି କମିଟି ଗଠନ କରାଯାଇଛି। ଏହି କମିଟି ବ୍ୟତୀତ ସସ୍ମିତ ପାତ୍ର ଆଉ 2ଟି କମିଟିରେ ସଦସ୍ୟ ରହିଛନ୍ତି। ମାନବ ସମ୍ବଳ ସଂକ୍ରାନ୍ତୀୟ ସଂସଦୀୟ ଷ୍ଟାଣ୍ଡିଂ କମିଟି, ଅଫିସ ଅଫ ପ୍ରଫିଟ ସଂକ୍ରାନ୍ତୀୟ ଯୁଗ୍ମ ଷ୍ଟାଣ୍ଡିଂ କମିଟିର ସଦସ୍ୟ ରହିଛନ୍ତି ସସ୍ମିତ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ନୂଆ ଦାୟିତ୍ୱ। କେନ୍ଦ୍ର ବାହୀରବ୍ୟାପର କମିଟିର ପରାମର୍ଶ ଦାତା କମିଟି ସଦସ୍ୟ ଭାବେ ତାଙ୍କୁ ମନୋନୀତ କରାଯାଇଛି।ଏହି କମିଟିରେ ଶଶୀ ଥରୁର, ରାହୁଲ ଗାନ୍ଧୀ, କିରନ ଖେର, ଆନନ୍ଦ ଶର୍ମା, ତିରୁଚି ଶିବା ଭଳି ସଦସ୍ୟ ରହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରମନ୍ୟମ ଜୟଷଙ୍କର ଙ୍କ ନେତୃତ୍ୱରେ ଏହି କମିଟି ଗଠନ କରାଯାଇଛି।ଏହି କମିଟି ବ୍ୟତୀତ ସସ୍ମିତ ପାତ୍ର ଆଉ 3ଟି କମିଟିରେ ସଦସ୍ୟ ରହିଛନ୍ତି। ମାନବ ସମ୍ବଳ ସଂକ୍ରାନ୍ତୀୟ ସଂସଦୀୟ ଷ୍ଟାଣ୍ଡିଂ କମିଟି, ଅଫିସ ଅଫ ପ୍ରଫିଟ ସଂକ୍ରାନ୍ତୀୟ ଯୁଗ୍ମ ଷ୍ଟାଣ୍ଡିଂ କମିଟିର ସଦସ୍ୟ ରହିଛନ୍ତି ସସ୍ମିତ।Body:KConclusion:
Last Updated : Jan 9, 2020, 7:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.